ଦେଶ ବିଦେଶ

ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଖାଇବାପରେ ପିଅନ୍ତୁ ଗରମ ପାଣି, ତା’ପରେ ଦେଖନ୍ତୁ କମାଲ

ଭାରତୀୟ ରୋଷେଇ ଘରେ ସାଧାରଣ ଭାବେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟରେ ରହିଛି ଗୁଜୁରାତି। ଏହାକୁ ତରକାରୀ ରୁ ଆରମ୍ଭ କରି ଚା ପର‌୍ୟ୍ୟନ୍ତ ସବୁଥିରେ ବ୍ୟବହାର କରାଯାଇଥାଏ । ଏପରିକି ଏହାକୁ ମାଉଥଫେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଆପଣ ଜାଣିଛନ୍ତି କି ଗୁଜୁରାତିକୁ ଉଷୁମ ପାଣି ସହ ସେବନ କରିବା ଦ୍ବାରା ଅନେକ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଏହାର ସେବନ କେଉଁ ରୋଗରୁ ଦେଇଥାଏ ମୁକ୍ତି।

cinnamo

-ଯଦି ଆପଣ ନିଜର ବଢ଼ିଥିବା ପେଟକୁ ସ୍ଲିମ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଖୁବ ଲାଭକାରୀ ଗୁଜୁରାତି ଏବଂ ଗରମ ପାଣି। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି ଖାଇବା ସହ ହାଲୁକା ଉଷୁମ ପାଣି ପିଅନ୍ତୁ। ଦେଖିବେ ଖୁବ କମ ସମୟରେ ଆପଣଙ୍କ ପେଟର ଚର୍ବି ଗାୟବ ହୋଇଯିବ।

sleep

-ଯଦି ଆପଣଙ୍କୁ ରାତିରେ ସଠିକ୍ ପରିମାଣର ନିଦ ଆସୁନାହିଁ। ତେବେ ଏଥିପାଇଁ ନିଶ୍ଚିତ ଭାବେ ଗୁଜୁରାତି ଏବଂ ଗରମ ପାଣିର ସେବନ କରନ୍ତୁ। ଏଥିରେ ରହିଥିବା ଆଣ୍ଟି ଡିପ୍ରେସନ ଗୁଣ ଚିନ୍ତା ଦୂର କରିବା ସହ ଭଲ ନିଦ କରାଇଥାଏ।

-ରାତିରେ ଗୁଜୁରାତି ସହ ଗରମ ପାଣି ପିଇବା ଦ୍ବାରା ପାଟିର ର୍ଦୁଗନ୍ଧ ଦୂର ହୋଇଥାଏ। ଏହା ପାଟିରେ ଥିବା ବ୍ୟାକ୍ଟେରିଆ ଶେଷ ହେବା ସହ କ୍ୟାବେଟୀର ସମସ୍ୟା ମଧ୍ୟ ଦୂର କରିଥାଏ।

hair

-ପ୍ରଦୂଷଣ, ଚିନ୍ତା ଏବଂ ଖରାପ ଡାଏଟ ପାଇଁ କେଶ ଜନିତ ସମସ୍ୟା ଦେଖାଯାଇଥାଏ। କିନ୍ତୁ ରାତିରେ ଗୁଜୁରାତି ସହ ଗରମ ପାଣି ସେବନ ଏହାକୁ ଦୂର କରିଥାଏ। ଏହାର ସେବନ ରୁପି, କେଶ ଝଡ଼ା ଆଦି ସମସ୍ୟାକୁ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button