ଧର୍ମ

ଧାର୍ମିକ ଗ୍ରନ୍ଥ ଅନୁସାରେ ଭୁଲରେ ମଧ୍ୟ ଏହି ୫ ଲୋକଙ୍କ ଘରେ କରନ୍ତୁ ନାହିଁ ଭୋଜନ

ଧାର୍ମିକ ଗ୍ରନ୍ଥ ଅନୁସାରେ ଜୀବନରେ କେବେବି ଏହି ୫ ଲୋକଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। କାରଣ ଆପଣ ଜୀବନରେ କେବଳ ପାପର ଭାଗିଦାର ହେବେ ନାହିଁ ବରଂ କଷ୍ଟ ମଧ୍ୟ ପାଇବେ।

-ଯେଉଁ ସ୍ତ୍ରୀ ନିଜ ଇଚ୍ଛାରେ ସମ୍ପର୍ଣ୍ଣ ଭାବରେ ଅଧାର୍ମିକ ଆଚରଣ କରିଥାଏ ଏବଂ ଚରିତ୍ରହୀନ ହୋଇଥାନ୍ତି, ଗରୁଡ ପୁରାଣରେ ଲେଖା ହୋଇଛି ଯେଉଁ ବ୍ୟକ୍ତି ଏମିତି ସ୍ତ୍ରୀଙ୍କ ଘରେ ଭୋଜନ କରିଥାନ୍ତି। ସେହି ବ୍ୟକ୍ତି ମଧ୍ୟ ତାହାର ପାପ ଫଳ ପ୍ରାପ୍ତ କରିଥାଏ।

-ନ୍ୟାୟାଳୟରେ ଯେଉଁ ଅପରାଧର ସିଦ୍ଧ ହୋଇଯାଏ ତେବେ ତାଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। ଗରୁଡ ପୁରାଣ ଅନୁସାରେ ଚୋରଙ୍କ ଘରେ ଭୋଜନ କରିବା ଦ୍ବାରା ତାଙ୍କ ପାପର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡିଥାଏ।

-କିନ୍ନରଙ୍କୁ ଦାନ ଦେବାରେ ବିଶେଷ ବିଦ୍ଧି-ବିଧାନ କୁହାଯାଇଛି। ଗରୁଡ ପୁରାଣ ଅନୁସାରେ କୁହାଯାଇଛି ଯେ ତାଙ୍କୁ ଦାନ ଦେବା ଆବଶ୍ୟକ। କିନ୍ତୁ ସେମାନଙ୍କ ଘରେ ଭୋଜନ କରିବା ଅନୁଚିତ। ଏମିତି ହେବା ଦ୍ବାରା ଆମ ଜୀବନରେ ଜନ୍ମ ପର୍ଯ୍ୟନ୍ତ କଷ୍ଟ ମିଳିବା ନିଶ୍ଚିତ ଅଟେ।

-ନିଶା କାରଣରୁ ଅନେକ ଲୋକଙ୍କର ଘର ବର୍ବାଦ ହୋଇଯାଇଥାଏ। ଏହାର ଦୋଷ ବା ପାପ ବିକ୍ରି କରୁଥିବା ଲୋକକୁ ମଧ୍ୟ ପଡିଥାଏ। ଏମିତି ଲୋକଙ୍କ ଠାରେ ଭୋଜନ କରିବା ଦ୍ବାରା ତାଙ୍କ ପାପର ପ୍ରଭାବ ଆମ ଜୀବନରେ ହୋଇଥାଏ। ଏମିତିରେ ଏହି ଲୋକଙ୍କ ଘରେ ଭୋଜନ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button