ବିଚାର

ଆପଣଙ୍କର ଅଛି କି ଚୁଇଂଗମ୍‌ ଚୋବାଇବା ଅଭ୍ୟାସ? ହୋଇ ଯାଆନ୍ତୁ ସତର୍କ

ବବଲ ଗମ୍ କଥା ତ ଆପଣ ନିହାତୀ ଜାଣିଥିବେ ଯାହା ଆଜିକାଲି ବିଭିନ୍ନ ଫ୍ଳେବରରେ ମାର୍କେଟରେ ମିଳୁଛି । ବହୁ ଲୋକଙ୍କୁ ଚୁଇଂଗମ୍‌ ଚୋବାଇବାକୁ ଭଲ ଲାଗିଥାଏ । କିଛି ଲୋକ ଚୁଇଂଗମ୍‌ ଦ୍ବାରା ମୁହଁର ଏକ୍ସରସାଇଜ୍ ମଧ୍ୟ କରିଥାନ୍ତି । ବିଭିନ୍ନ ଲୋକ ଫ୍ୟାସନ୍ ଏବଂ ଟାଇମ ପାସ୍ କରିବା ପାଇଁ ଏହି ଚ୍ୟୁଗମର ବ୍ୟବହାର କରିଥାନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏହା କ୍ଷତିକାରକ ଅଟେ ।

Gumଏଥିରେ ଥିବା ଫୁଡ୍ ଏଡିଟିବ କାରଣକୁ ଆପଣଙ୍କୁ କେଲୋରେକ୍ଟଲ କ୍ୟାନସର ଭଳି ଗମ୍ଭୀର ରୋଗ ହେବାର ଭୟ ରହିଥାଏ । ନିକଟରେ ହୋଇଥିବା ଏକ ଷ୍ଟଡି ମୁତାବକ ଚୁଇଂଗମ୍‌ କିମ୍ବା ମେୟୋନିଜ୍ ପରି ଜିନିଷରେ ବାଇଟନିଂଗ ଏଜେଂଟ ରୂପେ ବ୍ୟବହାର ହେଉଥିବା ଫୁଡ ଏଡିଟିବ କାରଣକୁ ପେଟ ଜ୍ବଳନ ସହିତ ଜଡିତ ରୋଗ ଏବଂ କେଲୋରେକ୍ଟଲ କ୍ୟାନସରର ଭୟ ରହିଥାଏ ।

chweE171 ପରି ଟାଇଟେନିୟମ ଡାଇଅକ୍ସାଇଡ୍ ନେନୋପାର୍ଟିକଲ୍ସ କହେ କି ଏକ ଫୁଡ୍ ଏଡିଟିବ ଅଛି ଯାହାର ବ୍ୟବହାର ବାଇଟିନିଙ୍ଗ ଏଜେଣ୍ଟ ଭଳି ବଡ ମାତ୍ରାରେ ଖାଇବା ପିଇବାର ବହୁ ସାମଗ୍ରୀରେ ବ୍ୟବାହାର କରାଯାଇଥାଏ କେବଳ ଏତିକି ନୁହେଁ କିଛି ମେଡିସିନରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ ।

bubbleଏହି ଫୁଡ୍ ଏଡିଟିବ ଆମ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ମୂଷା ମାନଙ୍କ ଉପରେ ଏକ ଗବେଷଣା କରାଯାଇଥିଲା । E171 ର ବ୍ୟବାହାର ୯୦୦ରୁ ବି ଅଧିକ ଫୁଡ୍ ପ୍ରଡକ୍ଟରେ ହୋଇଥାଏ ଏବଂ ନିତିଦିନ ବହୁ ଲୋକେ ଏହି ଫୁଡ୍ ଏଡିଟିବକୁ ସେବନ କରିଥାନ୍ତି ।

chewgummଫ୍ରନଟିୟର୍ସ ନ୍ୟୁଟ୍ରିସନ୍ ନାମକ ଜର୍ନଲରେ ପ୍ରକାଶିତ ଏକ ଷ୍ଟଡି ଅନୁସାରେ ଏପରି ଫୁଡ୍ ଆଇଟମ୍ସର ସେବନ କରିବା ଯେଉଁଥିରେ E171 ଫୁଡ୍ ଏଡିଟିବ ସାମିଲ ଅଛି ତାହାର ସିଧା ପ୍ରଭାବ ଅନ୍ତଃ ଉପରେ ପଡିଥାଏ । ଯାହା କାରଣରୁ ପେଟ ସମ୍ବନ୍ଧୀୟ ବହୁ ରୋଗ ଏବଂ କେଲୋରେକ୍ଟଲ କ୍ୟାନସର ପରି ଭୟାନକ ରୋଗ ହେବାର ଆଶଙ୍କା ଦେଖାଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button