ଜୀବନଶୈଳୀ

ଜାଣନ୍ତୁ ଗର୍ଭାବସ୍ଥା ସମୟରେ ମହିଳାମାନେ କେଉଁ ସବୁ ସ୍ଥାନକୁ ଯିବା ଅନୁଚିତ୍

ସାଧାରଣତଃ ମହିଳାମାନେ ଗର୍ଭବତୀ ଥିବା ସମୟରେ ନିଜ ଉପରେ ଧ୍ୟାନ ରଖିବା ଉଚିତ। ଏହି ସମୟରେ ସେ ନିଜର ଯତ୍ନ ନେବା ସହ ଦୁନିଆକୁ ଆସିବାକୁ ଥିବା ନୂଆ ଜୀବନ ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ। ଯାହା ଦ୍ବାରା ମା ଏବଂ ପିଲା ଉଭୟ ସୁସ୍ଥ ରହିଥାନ୍ତି। ଶାସ୍ତ୍ରରେ ମଧ୍ୟ ଏଭଳି କିଛି ଖାସ୍ ପରମ୍ପରା ରହିଛି, ଯାହା ଗର୍ଭବତୀ ମହିଳାମାନେ ପିଲା ଜନ୍ମ କରିବା ପୂର୍ବରୁ ବିଶେଷ ରୂପେ ଧ୍ୟାନ ଦେବା ଉଚିତ।

pragnency-ଗର୍ଭବତୀ ମହିଳାମାନେ ୭ମାସ ପରେ କୌଣସି ନଦୀ ପାର କରିବା ଅନୁଚିତ। ଏହା ଦ୍ବାରା ପିଲା ଉପରେ ନକରାତ୍ମକ ଶକ୍ତି ପ୍ରଭାବ ପଡ଼ିଥାଏ।

-ଗର୍ଭବତୀ ମହିଳାମାନେ ଏହି ସମୟରେ ସ୍ମଶାନ ଘାଟ ଆଖପାଖରେ ବୁଲିବା ମଧ୍ୟ ଅନୁଚିତ। କାରଣ ଏଠାରେ ସବୁଠାରୁ ଅଧିକ ନକରାତ୍ମକ ଉର୍ଜା ରହିଥାଏ।

-ସେହିପରି ଯଦି କୌଣସି ମହିଳାଙ୍କର ଗୋଦ୍ ଭରାଇ ପରେ ତାଙ୍କୁ ବାପ ଘରକୁ ଛଡାଯାଇଥାଏ, ତେବେ ସେମାନେ ଘରୁ ବାହାରି ବାହାରେ ବୁଲିବା ଅନୁଚିତ।

-ଗର୍ଭାବତୀ ମହିଳାମାନେ ରାତିରେ ରାସ୍ତା ପାର କରିବା ମଧ୍ୟ ଅନୁଚିତ।

-ଏହା ବ୍ୟତୀତ ଗର୍ଭବତୀ ଥିବା ମହିଳାମାନେ ଏକୁଟିଆ କୌଣସି ଶୂନଶାନ ଯାଗାର ଛାତ ଉପରକୁ ଯିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button