ବିଚାର

ଧନତେରାସ ଦିନ କରନ୍ତୁ ଏହି ଛୋଟିଆ କାମ, ବର୍ଷିବ ଧନ ଆସିବେ ଲକ୍ଷ୍ମୀ

ଧନତେରାସ ଦିନ ଯଦି ଆପଣ ଦୋକାନ ର ଦ୍ୱାର ପାଖରେ କିଛି ଖାସ୍ ଜିନିଷ ରଖିନ୍ତି ତେବେ ନା କେବଳ ମା’ଲକ୍ଷ୍ମୀ ପ୍ରସନ୍ନ ହେବେ ବରଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

-ଧନତେରାସ ଦିନ ଘରର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦ ଲଗାଇବା ବହୁତ ଶୁଭ ବୋଲି ଧରାଯାଏ। ଆପଣଙ୍କୁ କେବଳ ଏହା ଧ୍ୟାନ ରଖିବାକୁ ହେବ ଯେ ପାଦର ଦିଗ ଦ୍ୱାର ଆଡକୁ ରହିଥିବା ଆବଶ୍ୟକ। ଏହାକୁ ଲଗାଇବା ଦ୍ୱାରା ଘରେ କିମ୍ବ ବ୍ୟବସାୟରେ କେବେବି ଧନର ଅଭାବ ନଥାଏ। ଘରର ଅଗଣାରେ ମାତା ଲକ୍ଷ୍ମୀଙ୍କ ପାଦ ବ୍ୟତୀତ ଦୋକାନରେ ମୁଖ୍ୟ ଦ୍ୱାରରେ ଓମ୍ ବନାଇ ଶୁଭ ଲାଭ ଲେଖନ୍ତୁ। ଏହାକୁ ପୂର୍ବ ଏବଂ ଉତ୍ତର ଦିଗରେ ହିଁ ବନାଇବା ଉଚିତ। ଏମିତି କଲେ ଘରେ ରୋଗ ବୈରାଗ ହୋଇନଥାଏ।

dhanteras-ଧନତେରାସ ମଉକାରେ ଦୋକାନ ଦ୍ୱାରରେ ଚାନ୍ଦିରେ ସ୍ୱସ୍ତିକ ଲଗାଇବା ଶୁଭ ଫଳଦାୟକ ବୋଲି ଧରାଯାଏ। ବାସ୍ତୁ ଅନୁସାରେ ଏହାଦ୍ୱାରା ଘରେ ଶୁଭ ଶାନ୍ତି ଲାଗି ରହିଥାଏ। ଏମିତି କରିବା ଦ୍ୱାରା ଲାଲ କୁମକୁମ ମଧ୍ୟ ସ୍ୱସ୍ତିକ ବନାଇପାରିବେ।

-ଦୀପାବଳି ପୂର୍ବରୁ ଘରର ଦ୍ୱାରରେ ସୁନ୍ଦର ଏବଂ ରେଙ୍ଗ ବେରଙ୍ଗ ତୋରଣ ବାନ୍ଧିବା ଉଚିତ। ଯଦି ତୋରଣ ଆମ୍ଭ ପତ୍ର, ଓଶସ୍ଥ ଗଛ କିମ୍ବା ଅଶୋକ ପତ୍ରରେ ବନା ହୋଇଥିଲେ ତାହା ଆହୁରି ଶୁଭ ହୋଇଥାଏ।

-ଦୀପାବଳି ଦିନ ଘର କିମ୍ବା ଦୋକନାର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ। ଫଟୋରେ ଯେପରି ମାତା ଲକ୍ଷ୍ମୀ ବିରାଜମାନ ହୋଇଥିବେ। ଏମିତି କଲେ ଦୋକାନ ଏବଂ ଘର ସବୁବେଳେ ଧନରେ ଭରି ରହିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button