ରାଶିଫଳ

ଏହି ରାଶିର ଝିଅମାନେ ବିବାହ ପାଇଁ ରହିଥାନ୍ତି ଏକ୍ସାଇଟେଡ୍‌

ବର୍ତ୍ତମାନ ବିବାହର ସିଜିନ୍‌ ଆରମ୍ଭ ହୋଇସାରିଛି। ଅଧିକାଂଶ ଲୋକମାନେ ମଧ୍ୟ ବାହାଘରକୁ ନେଇ ମଧ୍ୟ ବ୍ୟସ୍ତ ରହିଛନ୍ତି। କିଛି ଝିଅମାନେ ମଧ୍ୟ ଅନ୍ୟମାନଙ୍କର ବିବାହ ସମୟରେ ନିଜ ବିବାହର ସ୍ୱପ୍ନ ଦେଖିଥାନ୍ତି। ସେହି ଝିଅମାନଙ୍କର ଛୋଟବେଳୁ ହିଁ ବିବାହ କରିବାର ସ୍ୱପ୍ନ ରହିଥାଏ। ସେହିଭଳି ନକ୍ଷତ୍ର ଗଣନା ଅନୁଯାୟୀ ୧୨ଟି ମଧ୍ୟରୁ କେବଳ ୩ଟି ରାାିର ଝିଅମାନେ ଏଭଳି ହୋଇଥାନ୍ତି, ଯିଏ ନିଜର ଡ୍ରିମ୍‌ େଓ୍ଵଡିଂ ପାଇଁ ଉତ୍ସାହିତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେମାନେ କେଉଁ କେଉଁ ରାଶିର ଝିଅ।

କର୍କଟ ରାଶି:

କର୍କଟ ରାଶିର ଝିଅମାନେ ବହୁତ ପିଲାଳିଆ ଭଳି ହୋଇଥାନ୍ତି। ଏହି ଗୁଣ ପାଇଁ ଝିଅମାନଙ୍କ ଉପରେ ପୁଅମାନେ ସର୍ବଦା ଫିଦା ହୋଇଥାନ୍ତି। କର୍କଟ ରାଶିର ଝିଅମାନେ ସର୍ବଦା ବିବାହକୁ ନେଇ ଚିନ୍ତାରେ ରହିଥାନ୍ତି। ଏହି ରାଶିର ଝିଅମାନେ ଯେଉଁ ପୁଅକୁ ପସନ୍ଦ କରିଥାନ୍ତି ସେମାନେ ଯେସହି ପୁଅମାନଙ୍କ ସହ ବିବାହ କରିବା ପାଇଁ ସ୍ଥିର କରିଥାନ୍ତି। ଏହି ରାଶିର ଝିଅମାନେ ଆଗକୁ ନିଜର ପୁଅ ନା ମଧ୍ୟ ଭାବି ରଖିଥାନ୍ତି।

deepveerକନ୍ୟା ରାଶି:

କନ୍ୟା ରାଶିର ଝିଅମାନେ ବହୁତ ଭାବ ବିହ୍ଵଳ ହୋଇଥାନ୍ତି। ଏହି ରାଶିର ଝିଅମାନେ ଯେତେବେଳେ ରିଲେସନସିପ୍‌ ରେ ଆସିଥାନ୍ତି ସେହି ସମୟରେ ପୁଅମାନଙ୍କ ବିଷୟରେ ପୁରା ଖବର ରଖିଥାନ୍ତି। ଏହି ରାଶିର ଝିଅମାନେ ପୁଅ ବିଷୟରେ ସମସ୍ତ ଖବର ରଖି ବିବାହ କରିବା ପାଇଁ ସ୍ଥିର କରିଥାନ୍ତି।

ମେଷ ରାଶି:

ମେଷ ରାଶିର ଝିଅମାନେ ବହୁତ ବୁଝିବା ସ୍ୱଭାବର ହୋଇଥାନ୍ତି। ଏହି ରାଶିର ଝିଅମାନେ ବିବାହକୁ ନେଇ ସର୍ବଦା ଉତ୍ସାହିତ ହୋଇଥାନ୍ତି। ବିବାହ କଥା କହିଲେ ଏହି ରାଶିର ଝିଅମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ଏହି ରାଶିର ଝିଅମାନେ ବିବାହ କଥା ଶୁଣିବା ପରେ ଲାଜ ନକରି ବରଂ ଉତ୍ସାହିତ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button