ମନୋରଞ୍ଜନ

କେବେ ବିଉଟି କ୍ଵିନ ହୋଇ ଜିତିଥିଲେ ସମସ୍ତଙ୍କ ହୃଦୟ, ଆଜି ଆର୍ମୀ ଅଫିସର ହେଇ କରୁଛନ୍ତି ଦେଶ ସେବା, ଯାହାଙ୍କ କାହାଣୀ ଶୁଣିଲେ ଗର୍ବରେ ଫୁଲି ଉଠିବ ଆପଣଙ୍କ ଛାତି

ବନ୍ଧୁଗଣ ସାଧାରଣତଃ ଝିଅ ମାନେ ଯଦି କୌଣସି ବିଉଟି କଣ୍ଟେଷ୍ଟ ଜିତିବେ ତା ହେଲେ ସେମାନେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଚେଷ୍ଟା କରିବେ । ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଅଧିକାଂଶ ବଲିଉଡ ଅଭିନେତ୍ରୀ ମାନେ ନିଜ କାରିୟରର ଆରମ୍ଭ ମଡେଲିଙ୍ଗରୁ କରିଥାନ୍ତି ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗୋଟେ ସମୟରେ ମଡେଲିଙ୍ଗ କରୁଥିଲେ ହେଲେ ବର୍ତ୍ତମାନ ସେ ଭାରତୀୟ ସେନାରେ ଅଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଜଣକଙ୍କ ବିଷୟରେ ।


ବନ୍ଧୁଗଣ ଏହି ମହିଳା ଜଣକ ହେଉଛନ୍ତି ଗରିମା ଯାଦବ । ଗରିମାଙ୍କ ପିଲା ଦିନରୁ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଇଛା ଥିଲା, ଗୋଟେ ସମୟରେ ଗରିମା ୨୦୧୭ରେ ହୋଇଥିବା ଇଣ୍ଡିଆଜ ମିସ ଚାର୍ମିଙ୍ଗ ଫେମର ବିଜେତା ହୋଇଥିଲେ । ଏହି ପ୍ରତିଯୋଗୀତା ଟି ମୁମ୍ବାଇରେ ହୋଇଥିଲା ଓ ଏଥିରେ ଅଲଗା ଅଲଗା ରାଜ୍ୟର ୨୦ ଜଣ ପ୍ରତିଯୋଗୀତା ଭାଗ ନେଇଥିଲେ ।

ଗରିମା ଏହି ପ୍ରତିଯୋଗୀତାକୁ ଜିତିବା ପରେ ନିଜ କାରିୟରକୁ ଆକଟିଙ୍ଗ ଓ ମଡେଲିଙ୍ଗକୁ ନନେଇ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ଚେଷ୍ଟା କରିଥିଲେ । ସେ ପ୍ରଥମେ କମ୍ବାଇଣ୍ଡ ଡ଼ିଫେନ୍ସ ସର୍ଭିସର ପରୀକ୍ଷା ପାସ କରିଥିଲେ ଓ ଅଫିସର ଟ୍ରେନିଙ୍ଗ ଆକାଡେମିରେ ନିଜର ଖାସ ସ୍ଥାନ ନିରୂପଣ କରିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ସେ ଭାରତୀୟ ସେନାରେ ଭର୍ତି ହେବା ପୂର୍ବରୁ ତାଙ୍କୁ ବିଉଟି କଣ୍ଟେଷ୍ଟର ଅନ୍ତଃ ରାଷ୍ଟ୍ରୀୟ ସ୍ତରର ଅନ୍ୟ ତମ ଚରଣରେ ଡକା ଯାଇଥିଲା । ଏହି ଇଭେଣ୍ଟଟି ଇଟାଲୀରେ ହୋଇଥିଲା । ହେଲେ ସେହି ସମୟରେ ସେ ଓଟିଏରେ ନିଜର ସ୍ଥାନ ନିରୂପଣ କରିଥିଲେ । ହେଲେ ସେ ଏହି ପ୍ରତିଯୋଗୀତାକୁ ତ୍ୟାଗ କରି ନିଜ ଦେଶର ସେବା କରିବା ପାଇଁ ନିଜ ପାଦ ଦେଇଥିଲେ ।

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ମଡେଲ ମାନେ ନିଜ କାରିୟର ବଲିଉଡରେ କରିବା ପାଇଁ ଇଛା କରିଥାନ୍ତି । ହେଲେ ସମସ୍ତ ମଡେଲ ଏମିତି ନଥାନ୍ତି । କେତେକ ମଡେଲ ଏପରି ଅଛନ୍ତି ଯେଉଁମାନେ ମଡେଲିଙ୍ଗ କରିବା ପରେ ମଧ୍ୟ ନିଜ ସ୍ଵପ୍ନ ପୂରଣ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button