ଜୀବନଶୈଳୀ

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଜ୍ୟୋତିଷ ଶାସ୍ତ୍ରର ଏହି ଖାସ୍‌ ଉପଚାର

ବହୁତ ଚେଷ୍ଟା କରିବା ପରେ ମଧ୍ୟ ଯଦି ମହିଳାଙ୍କର କୋଳ ଖାଲି ରହିଥାଏ। ଏଥିପାଇଁ ବହୁତ ଚେଷ୍ଟା ପରେ ମଧ୍ୟ ଦମ୍ପତ୍ତି ନିରାଶ ହୋଇ ପଡନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜ୍ୟେତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହାକୁ ଯଦି ଆପଣେଇଲେ ତେବେ କେବଳ ସନ୍ତାନ ପ୍ରାପ୍ତ ହୋଇନଥାଏ ବରଂ ଅପିତୁ ସନ୍ତାନର ଅଜସ୍ୱି ମଧ୍ୟ ହୋଇଥାନ୍ତି।

babyମହିଳାମାନେ ମଙ୍ଗଳବାର ଦିନ କୁମ୍ବାର ଘରକୁ ଯାଆନ୍ତୁ ଏବଂ ପ୍ରାର୍ଥନା କରି ମାଟି ପାତ୍ର ଆଣନ୍ତୁ। ତାହାକୁ କୌଣସି ଗ୍ଲାସରେ ଜଳ ଭରିଦିଅନ୍ତୁ। କିଛି ସମୟ ପଶ୍ଚାତ ପାତ୍ରକୁ ବାହାର କରନ୍ତୁ ଏବଂ ସେହି ପାଣିକୁ ଉଭୟ ସ୍ୱାମୀ-ସ୍ତ୍ରୀ ପିଅନ୍ତୁ। ଏଭଳି କେବଳ ମଙ୍ଗଳବାର ଦିନ କରିବାକୁ ଯଦି ସମ୍ଭବ ହୋଇନଥାଏ ତେବେ ସେହି ଦିନରେ ଦମ୍ପତି ସହବାସ କରନ୍ତୁ।

pregnant ladyଗର୍ଭଧାରଣ ହୋଇସାରିବା ପରେ ସେହୀ ମାଟି ପାତ୍ରକୁ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ। ଲାଲ କିତାବରେ କୁହାଯାଇଛି ଯେତେବେଳେ ଜନ୍ମକୁଣ୍ଡଳୀରେ ରାହୁ ପଞ୍ଚମ ଘରେ ରହିଥାନ୍ତି ଏବଂ ସନ୍ତାନ ସୁଖରେ ସମସ୍ୟା ଆସୁଛି ତେବେ ଏମିତି ସ୍ଥିତିରେ ରାହୁ ଦୋଷ ଦୂର କରିବା ପାଇଁ ଘରର ମୁଖ୍ୟ ଦ୍ୱାର ତଳେ ରୂପାର ପତ୍ର ରଖିବା ଉଚିତ। ଯଦି ଆପଣ ଏହି କାମ କରିପାରୁନାହାନ୍ତି ତେବେ ୪୦ ଦିନ ପଯ୍ୟର୍ନ୍ତ ପାଞ୍ଚୋଟି ମୂଳା ପତ୍ରକୁ ମୁଣ୍ଡ ପାଖରେ ରଖନ୍ତୁ ଏବଂ ସକାଳୁ ଏହାକୁ ଶିବ ମନ୍ଦିରରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ସନ୍ତାନ ପ୍ରାପ୍ତର ସମ୍ଭାବନା ବଢ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button