ସ୍ୱାସ୍ଥ୍ୟ

କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ବ୍ଲୁ ବଟରଫ୍ଲାଇ ଚା’

ସୁସ୍ଥ ରହିବା ପାଇଁ ଲୋକମାନେ ଗ୍ରୀନ ଟି ଏବଂ ବ୍ଲାକ ଟି ଭଳି ହର୍ବାଲ ଚା’ ପିଇଥାନ୍ତି। ଆଜିକାଲି ମାର୍କେଟରେ ଅନେକ ଶସ୍ତା ଏବଂ ହର୍ବାଲ ଟି ମଧ୍ୟ ମିଳୁଛି, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ କ୍ୟାନସର , ଡାଇବେଟିଜ୍‌ ଭଳି ଅନେକ ରୋଗରୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ ନେଳି ଚା’ ବିଷୟରେ କହିବୁ ଯାହା ଆପଣଙ୍କୁ ଅନେକ ଭୟଙ୍କର ରୋଗଠାରୁ ଦୂରେଇ ରଖିଥାଏ।

ନେଳି ଚା’ ପ୍ରସ୍ତୁତ କରିବା ପ୍ରଣାଳୀ

blueବ୍ଲୁ ଟି ପ୍ରସ୍ତତ କରିବା ପାଇଁ ପ୍ରଥମେ ପ୍ୟାନରେ ଏକ କପ୍‌ ପାଣିକୁ ହାଲୁକା ଗରକ କରିବା ପରେ ସେଥିରେ ୪ ରୁ ୫ଟି ଅପରାଜିତା ଫୁଲ ପକାଇ ଭଲଭାବେ ଫୁଟାନ୍ତୁ। ଏବେ ଏହି ଚା’ କୁ ଛାଣି ସେଥିରେ ଅଳ୍ପ ମହୁ ମିଶାନ୍ତୁ। ଆପଣ ଚାହିଁଲେ ଏହାକୁ ଗରମ ମଧ୍ୟ ସେବନ କରିପାରିବେ। ବ୍ଲୁ ବଟରଫ୍ଲାଇ ଅର୍ଥାତ ନେଳି ଚା’ ଡାଇବେଟିଜ୍‌ ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button