ସ୍ୱାସ୍ଥ୍ୟ

ଆପେଣ୍ଡିସକ୍ସ ଆଡକୁ ଇସାରା କରିଥାଏ ଏହି ଲକ୍ଷଣ, ପୂର୍ବରୁ ହିଁ ହୋଇଯାନ୍ତୁ ସତର୍କ

ପେଟରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ଏହି ଯନ୍ତ୍ରଣା ବଢ଼ିବାକୁ ଲାଗେ ସେତେବେଳେ ଆପେଣ୍ଡିକ୍ସର ଭୟ ରହିଥାଏ। କିନ୍ତୁ ପ୍ରାୟ ସମୟରେ ଲୋକମାନେ ଏହି ଯନ୍ତ୍ରଣାକୁ ସାମାନ୍ୟରେ ନେଇଯାନ୍ତି, ଯାହା ପରେ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆପେଣ୍ଡିକ୍ସରେ ପେଟରେ ଅଚାନକ ଯନ୍ତ୍ରଣା ହେବାକୁ ଲାଗିଥାଏ। ଛିଙ୍କିଲେ ଏବଂ କାଶିଲେ ଏହି ଯନ୍ତ୍ରଣା ଅଧିକ ବଢ଼ିଯାଏ। ଆଜି ଆମେ ଆପଣଙ୍କୁ ଏହି ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବୁ ଯାହାଦ୍ୱାରା ଆପଣ ସମୟ ପୂର୍ବରୁ ସତର୍କ ହୋଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

appendixଆପେଣ୍ଡିକ୍ସର ଲକ୍ଷଣ

-ପେଟରେ ବହୁତ ଜୋରରେ ଯନ୍ତ୍ରଣା ହେବା

-ଭୋକ ନ ଲାଗିବା

-ବାନ୍ତି

-କବ୍ଜ ସମସ୍ୟା

-ଜ୍ୱର

-ପେଟ ଫୁଲିବା

-ମଳ ତ୍ୟାଗ କରିବାରେ ସମସ୍ୟା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button