ଜୀବନଶୈଳୀ

ସ୍ୱପ୍ନରେ ଭଗବାନଙ୍କ ଦେଖିଲେ ଭୁଲ୍‌ରେ ବି କରନ୍ତୁ ନାହିଁ ଏମିତି କାମ, ନଚେତ…

ରାତିରେ ଶୋଇବା ପରେ ପ୍ରାୟ ଲୋକ ଅନେକ ପ୍ରକାର ସ୍ୱପ୍ନ ଦେଖନ୍ତି। ସେଗୁଡିକ ମଧ୍ୟରୁ କିଛି ଭଲ ଥିବା ବେଳେ ଆଉ କିଛି ଖରାପ ରହିଥାଏ। ଆପଣ ଦେଖୁଥିବା ଅଧିକାଂଶ ସ୍ୱପ୍ନ ମନେ ରହିନାହିଁ। ରାତିରେ ଶୋଇଥିବା ସମୟରେ ଅନେକ ଲୋକ ଯେଉଁ ସ୍ୱପ୍ନ ଦେଖନ୍ତି, ତାହାକୁ ସକାଳୁ ଉଠିବା ପରେ କାହାକୁ ନା କାହାକୁ କହିଦିଅନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି, ଏପରି କରିବା ବିଲକୁଲ ମଧ୍ୟ ଠିକ୍‌ ନୁହେଁ। ଖାସ୍‌ କରି ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହାକୁ କାହାକୁ କୁହନ୍ତୁ ନାହିଁ।

dre

ପ୍ରାୟ ସମୟରେ ଆପଣ ଶୋଇଥିବା ସମୟରେ ସୌଭାଗ୍ୟ ପ୍ରାପ୍ତ ହେବାର ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ସକାଳୁ ଉଠି ଏହାକୁ ନିଜ ସାଙ୍ଗ କିମ୍ବା ପରିବାର ଲୋକ ସହିତ ସେୟାର କରିଦିଅନ୍ତି। କିନ୍ତୁ ଏମିତି କରିବା ଉଚିତ ନୁହେଁ। ଯଦି ଆପଣ ସ୍ୱପ୍ନରେ ଈଶ୍ୱର ଦର୍ଶନ କରନ୍ତି ତେବେ ଏହାକୁ କାହାକୁ କୁହନ୍ତୁ ନାହିଁ। ଏହାର ଅନୁଭବକୁ ନିଜ ଭିତରେ ଗୁପ୍ତ ହିଁ ରଖନ୍ତୁ।

god

ପ୍ରତ୍ୟେକ ଜୀବରେ ରହୁଥିବା ଆତ୍ମା ପରମେଶ୍ୱରଙ୍କ ସ୍ୱରୂପ ହୋଇଥାଏ। ଏମିତିରେ ଜୀବିତ ରୂପରେ ଯଦି ଆପଣ ଈଶ୍ୱର ଦର୍ଶନ ହୋଇଥାଏ, ତେବେ ଏହାର ଅର୍ଥ ପ୍ରକୃତି ଆପଣଙ୍କ ସହିତ କଥା ହେବାକୁ ଚାହୁଁଛି, ସେଥିପାଇଁ ସ୍ୱପ୍ନ ମାଧ୍ୟମରେ ଅବଗତ କରାଉଛି।

ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖନ୍ତି, ତେବେ ଆପଣ ସେମାନଙ୍କ ଠାରୁ ଅଲଗା ଯେଉଁମାନେ ଈଶ୍ୱରକୁ ପସନ୍ଦ କରିଥାନ୍ତି। ପ୍ରକୃତି ଆପଣଙ୍କ ସହିତ କିଛି ସଙ୍କେତ ଦେବାକୁ ଚାହୁଁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button