ଜୀବନଶୈଳୀ

ଖାଲିପେଟରେ ପିଅନ୍ତୁ ଏହି ଫ୍ୟାଟ୍‌ କିଲର ଡ୍ରିଙ୍କ୍‌, ୧୦ ଦିନରେ କମିବ ଓଜନ

ମୋଟାପଣ ଏକ ଏଭଳି ସମସ୍ୟା, ଯାହା କେବଳ ପର୍ସନାଲିଟିକୁ ଖରାପ କରେନି ବରଂ ରକ୍ତଚାପ, ଡାଇବେଟିସ୍‌, ହାର୍ଟ ଆଟାକ୍‌ ଭଳି ରୋଗକୁ ବି ବରଣ କରେ। ଶରୀରର ଚର୍ବି କମ୍‌ କରିବା ପାଇଁ ଲୋକମାନେ ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଥାଉ। ତଥାପି ମୋଟାପଣ କମିନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ମ୍ୟାଜିକ୍‌ ଡ୍ରିଙ୍କ୍‌ ବିଷୟରେ କହିବୁ ଯାହା ମାତ୍ର ୧୦ ଦିନ ମଧ୍ୟରେ ଶରୀରରେ ଜମିଥିବା ଚର୍ବିକୁ ହଟାଇବ। ଏହି ଡ୍ରିଙ୍କ୍‌ ବିଷୟରେ ବାବା ରାମଦେବ ସୂଚନା ଦେଇଛନ୍ତି।

ବାବା ରାମଦେବଙ୍କ କହିବାନୁସାରେ ଏହି ଡ୍ରିଙ୍କ୍‌ ସହ ପ୍ରତିଦିନ ଯୋଗ ପ୍ରାଣାୟାମ କରିବା ଦ୍ୱାରା ମୋଟାପଣ କମ୍‌ ହେବ। ତେବେ ଆସନ୍ତୁ ଜାଣିବା ଏହି ଫ୍ୟାଟ୍‌ କିଲର ଡ୍ରିଙ୍କର ପ୍ରସ୍ତୁତି ପ୍ରଣାଳୀ…

drink2

  • ୧ ଗ୍ଲାସ୍‌ ଗରମ ପାଣି
  • ୧ ଚାମଚ ମହୁ
  • ଅଧା ଚାମଚ ଲେମ୍ବୁ ରସ
  • ଅଧା ଚାମଚ ଅଦା ରସ
  • ଅଧା ଚାମଚ ହଳଦୀ

ସକାଳେ ଯୋଗ କରିବା ପୂର୍ବରୁ ଏସବୁ ଜିନିଷକୁ ଭଲ ଭାବେ ଗୋଳାଇ ଉଷୁମ ଥିବା ବେଳେ ପିଅନ୍ତୁ। ଦେଖିବେ ମାତ୍ର ୧୦ ଦିନ ମଧ୍ୟରେ ଓଜନ କମିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button