ଜୀବନଶୈଳୀ

ପିରିୟଡସ୍‌ ଦିନରେ ଆପଣ କେଶ ସାମ୍ପୋ କରୁଛନ୍ତି କି, ତାହେଲେ ଭବିଷ୍ୟତରେ ଭୋଗିପାରନ୍ତି ଏହି ଗମ୍ଭୀର ସମସ୍ୟା

ମାସିକଧର୍ମ ବା ପିରିୟଡସ୍‌ ମହିଳାଙ୍କର ସବୁ ମାସ ଆସିଥାଏ, ଏହା ଏକ ସାଧାରଣ ପ୍ରକ୍ରୀୟା। ଏହି ଋତୁଚକ୍ରରେ ମହିଳାଙ୍କ ଶରୀରରେ ଥିବା ଅଶୁଦ୍ଧ ରକ୍ତ ବାହାରକୁ ବାହାରି ଯାଇଥାଏ। ଏହି କାରଣ ପାଇଁ ଏହି ସମୟରେ ମହିଳାଙ୍କୁ ନିଜର ଖାସ୍‌ ଧ୍ୟାନ ରଖିବାକୁ କୁହାଯାଏ। ସେହିପରି ପୁରୁଣା ସମୟରେ ହିଁ ମାସିକ ଧର୍ମରେ କେଶ ନଧୋଇବାକୁ ପରାମର୍ଶ ଦିଆଯାଏ, କିନ୍ତୁ ଆଜିକାଲି ମହିଳା ଏହାକୁ ନମାନି କେଶ ଧୋଇଦିଅନ୍ତି। ଆଜି ଆମେ ଆପଣଙ୍କୁ ଏହା ଜଣାଇବୁ ଯେ ପିରିୟଡ୍ସରେ କେଶ ଧୋଇବା ଉଚିତ ନୁହେଁ।

ପିରିୟଡ୍ସ ସମୟରେ ଅଣ୍ଡା ଭାଙ୍ଗି ଯାଇଥାଏ ଏବଂ ଏହାର ଖରାପ ରକ୍ତ ଶରୀରରୁ ବାହାରକୁ ବାହାରିଯାଇଥାଏ। ଏମିତିରେ ଆପଣ ପିରିୟଡ୍ସ ଚାଲିଥିବା ସମୟରେ କେଶ ଧୋଇବା ଦ୍ୱାରା ଶରୀରର ଟେମ୍ପରେଚର ଥଣ୍ଡା ହୋଇଯାଇଥାଏ। ପିରିୟଡ୍ସ ସମୟରେ ଶରୀରକୁ ଗରମ ରଖିବାର ଆବଶ୍ୟକ ହୋଇଥାଏ, ଯାହାଦ୍ୱାରା ପେଟର ଥିବା ଖରାପ ରକ୍ତ ସଫା ହୋଇପାରିବ। ଏହି ସମୟରେ ଅଧିକ କେଶ ଧୋଇବା ଦ୍ୱାରା ବଡିର ଟେମ୍ପରେଚର କମ ହୋଇଯାଇଥାଏ। ଯେଉଁ କାରଣରୁ ଶରୀର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେନାହିଁ।

periodsକେବଳ ଏତିକି ନୁହେଁ ଧିରେ ଧିରେ ଏହି ବିଷାକ୍ତ ପଦାର୍ଥ ବିଣ୍ଡା ହୋଇଯାଏ। ଏପରି ହେବା ଦ୍ୱାରା ୟୁଟେରସ ସହ ଜଡିତ ରୋଗ ବ୍ୟତୀତ କ୍ୟାନସର ହେବାର ଭୟ ମଧ୍ୟ ରହିଥାଏ। ପିରିୟଡସ ସମୟରେ ଗାଧୋଇବା କିମ୍ବା କେଶ ଧୋଇବା ଦ୍ୱାରା ବିଷାକ୍ତ ପଦାର୍ଥ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରିଯାଏ। ଯେଉଁ କାରଣରୁ ଇନଫେକସନ, ପେଟରେ ଯନ୍ତ୍ରଣା ଭଳି ସମସ୍ୟା ହେବାର ବହୁତ ସମ୍ଭାବନା ବଢ଼ିଯାଇଥାଏ।

ଏହି ସମୟରେ ଅତିକମରେ ୩ ଦିନ ପର୍ଯ୍ୟନ୍ତ କେଶ ଧୋଇବା ଅନୁଚିତ। ଆପଣ ପିରିୟଡସର ଶେଷ ଦିନରେ ମୁଣ୍ଡ ଧୋଇପାରିବେ। ଯଦି ଆପଣ ମୁଣ୍ଡ ଧୋଇବା ଅତି ଜରୁରୀ ହୋଇଥାଏ ତାହେଲେ ହାଲକା ଉଷୁମ ପାଣିର ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button