ଜୀବନଶୈଳୀ

ଶାସ୍ତ୍ର ଅନୁସାରେ ସକାଳୁ ସକାଳୁ ଗର୍ଭବତୀ ନାରୀ କିମ୍ବା ଲଙ୍ଗଳା ମଣିଷକୁ ଦେଖିଲେ ଘୋର ଅଶୁଭ ହୋଇଥାଏ

ପ୍ରାଚୀନ କାଳରୁ ଏହି ମାନ୍ୟତା ରହିଆସିଛି କି, ଯଦି ଆପଣଙ୍କ ସକାଳ ଭଲରେ କଟୁଛି, ତା’ହେଲେ ପୂରା ଦିନ ହିଁ ଭଲରେ କଟିବ। ଶାସ୍ତ୍ରରେ ଏହା ବି ଲେଖା ହୋଇଛି ଯେ କେଉଁ କେଉଁ ଜିନିଷକୁ ଆପଣ ସକାଳେ ଦେଖିଲେ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ଅଶୁଭ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସକାଳେ ସମୟରେ ଦେଖିଲେ ପୂରା ଦିନଟା ବେକାର ଯାଇଥାଏ।

yugf

୧. ଭସ୍ମ, ଗୁଡ଼, ଔଷଧ, ଲଙ୍ଗଳା ମଣିଷ, ରୋଗୀ ଆଦିଙ୍କୁ ଦେଖିବା ଅଶୁଭ ହୋଇଥାଏ।

୨. ସାପ, ଅପରିଷ୍କାର କପଡ଼ା ପିନ୍ଧିଥିବା ମଣିଷ, ଲୁହା ଏବଂ ନପୁଂସକଙ୍କୁ ଦେଖିଲେ ଆପଣଙ୍କ ପାଇଁ ଦିନଟି ଅଶୁଭ ହୋଇଥାଏ।

୩. କୁକୁରକୁ ମୈଥୁନ କରୁଥିବାର ଦେଖିଲେ ମଧ୍ୟ ଆପଣଙ୍କର ଖରାପ ହୋଇଥାଏ।

ij

୪. ସକାଳୁ ସକାଳୁ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଦେଖିବାକୁ ବାରଣ କରାଯାଇଛି।

୫. ରକ୍ତ, ଚମଡ଼ା, କାଦୁଅ, ଫୁଟି ଯାଇଥିବା ବାସନ ଏବଂ ବନ୍ଦ ପଡ଼ିଥିବା ଘଣ୍ଟା ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button