ଜୀବନଶୈଳୀ

ଦୈନନ୍ଦିନ ଜୀବନରେ ବ୍ୟବହୃତ ଏହି ୬ଟି ଜିନିଷକୁ ସମୟ ପୂର୍ବରୁ ବଦଳାଇ ଦେବା ଉଚିତ, ଜାଣନ୍ତୁ ତାହା କେଉଁ କେଉଁ ଜିନିଷ

ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କିଛି ଜିନିଷକୁ ସମୟ ପୂର୍ବରୁ ବଦଳାଇ ଦେବା ଉଚିତ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବି ଠିକ ହେବ। କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ ଜିନିଷକୁ କେତେବେଳେ ବଦଳାଇବା ଉଚିତ ଏବଂ କାହିଁକି ବଦଳାଇବା ଉଚିତ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ।

fddf

୧. ସ୍ଲିପର୍ସ: ଗୋଡ଼ରେ ଫଙ୍ଗଲ ଇନଫେକ୍ସନ ହୋଇଥାଏ। ତେଣୁ ଆମେ ଆମ ସ୍ଲିପର୍ସକୁ ପ୍ରତି ୬ ମାସରେ ବଦଳାଇ ଦେବା ଉଚିତ।

୨. ରନିଂ ଶୁଜ: ବେଳେବେଳେ ପାଦ କୁଣ୍ଡାଇ ହେବା ସହିତ ଯନ୍ତ୍ରଣା ହୋଇଥାଏ। ଆପଣ ରନିଂ ଶୁଜକୁ ବି ୬ ମାସରେ ଥରେ ବଦଳାନ୍ତୁ।

fft

୩. ହେୟାର ବ୍ରଶ: ମୁଣ୍ଡ ସ୍କିନ ସୁସ୍ଥ ରଖିବା ପାଇଁ ଆପଣ ହେୟାର ବ୍ରଶକୁ ୪ ବର୍ଷରେ ଥରେ ବଦଳାଇ ଦିଅନ୍ତୁ।

୪. ଅପର ବଡି ଇନର: ଏହାର ଇଲାକଷ୍ଟିକ ଲୁଜ ହୋଇଗଲେ ଏହା ଫିଟ ହୋଇ ନ ଥାଏ। ଏହାକୁ ୮ ମାସ ପରେ ବଦଳାଇ ଦେବା ଉଚିତ।

ddr

୫. ଟୁଥବ୍ରଶ: ଏହାକୁ ୩ ମାସରେ ଥରେ ବଦଳାନ୍ତୁ। କାରଣ, ଲୁଜ ବ୍ରିସଲ୍ସରୁ ଦାନ୍ତ ମାଢିରୁ ରକ୍ତ ବାହାରିବାର ସମ୍ଭାବନା ରହିଛି।

୬. ତକିଆ: ୨/୩ ବର୍ଷ ଭିତରେ ଏହାକୁ ବଦଳାଇ ଦେବା ଉଚିତ। କାରଣ, ଲୁଜ ତକିଆରେ ବଡି ଅଲାଇମେଣ୍ଟ ବିଗିଡିଯିବାର ଡର ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button