ବିଚାର

ଭଗବାନ କୃଷ୍ଣ କହିଛନ୍ତି ଏହି ସବୁ କଥା ଈଶ୍ବରଙ୍କ ଉପରେ ହିଁ ଛାଡି ଦେବା ଉଚିତ !

ମଣିଷର ଭାବନାକୂ ବୁଝିବା ପାଇଁ ଆମକୁ ସେତିକି ଚିନ୍ତା କରିବା ପାଇଁ ପଡିଥାଏ । ଆପଣ ମାନେ ନିଜ ଜୀବନର ଯାତ୍ରା ମଧ୍ୟରେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ପାଇଁ ଯାଉଛେ ଏହା ପାଇଁ ଆମେ ଆମ ନିଜକୁ ଦାଇ କରିବା ଦରକାର ନାଇ ଆମେ ଯଦି ଦେଖିବା କି ଆମେ ଜନାନକ ଭଲ କରିବା ପରେ ମଧ୍ୟ କିଛି ଲୋକମାନେ ଆମକୁ ଭଲ ପାଇବା ଦେଉଛନ୍ତି ତ କିଛି ଲୋକମାନେ ଆମକୁ ଅପଯଶ ଦେଉଛନ୍ତି ।

ଆଜି ଆମେ କହୁଛୁ କି ଏହା ଆମ ହାତରେ ନାଇ ଭଗବାନ ଙ୍କ ପାଇଁ ରଚିତ ତୁଳଷୀ ଦାସଙ୍କ ହସ୍ତରୁ ବାହାରିଥିବା କଥା ଅନୁସାରେ ଆମ ଜୀବନର ସବୁ କିଛି କ୍ଷତି ଲାଭ ଓ ଖୁଶି ଦୁଃଖ ସବୁ କିଛି ଆମକୁ ଆମ ଜୀବନ କାଳରେ ମିଳି ଯାଇ ଥାଏ ଆମ ସହ ଅନ୍ୟ ମାନଙ୍କ କର୍ମ ମଧ୍ୟ ଜଡିତ ଥାଏ ଓ ଅନ୍ୟମାନଙ୍କ ସହ ଆମ କର୍ମ ମଧ୍ୟ ଜଡିତ ହୋଇ ରହିଛି ତ ସେଇ ପାଇଁ ଅନେକ ସମୟରେ ଆମକୁ କିଛି ଡେରି ରେ ମିଳି ଥାଏ କିନ୍ତୁ ମିଳିବାର କଥା ନିଶ୍ଚିତ ଭାବେ ମିଳି ଥାଏ ।

କିଛି ବ୍ୟକ୍ତି ମାନେ ସାମାନ୍ଯ ଘଟଣା କୁ ନେଇ ଏତେ ଅଧିକ ଚିନ୍ତାରେ ରହି ଯାନ୍ତି କି ତାଙ୍କୁ ଲାଗେ ତାଙ୍କ ଜୀବନରେ କିଛି ଆଉ କରିବାର ନାଇ । ଏହା ସହ କିଛି ଲୋକମାନେ ଏହା ମଧ୍ୟ ଭାବି ନେଇ ଥାନ୍ତି କି ଆମ ଜୀବନରୁ ଚାଲି ଯାଇ ଥିବା ଲୋକମାନେ ଏବେ  ଆମ ସହ ନାହାଁନ୍ତି ଏହାର ମାନେ ହେଉଛି କି ଆମେ ଆମ ଯିବନର ମୂଲ୍ୟ ଆଉ ନାହି ତେଣୁ ସେମାନେ ଭାବି ଥାନ୍ତି କି ସେମାନେ ବଞ୍ଚିବା ପାଇଁ କଷ୍ଟ ହୋଇ ଥାଏ ।

ଭଗବାନ ଗୀତାରେ କହିଛନ୍ତି କି ଯେଉଁ ଲୋକମାନେ ମୋ ଉପରେ ଭରଷା କରିଛନ୍ତି ସେମାନଙ୍କୁ ମୁ କେବେହେଲେ ଏକା କରି ଦେଇ ନଥାଏ । ଏହା ଗୀତାର ୧୧ ତମ ଶ୍ଳୋକ ରେ କୁହାଯାଇଛି । ଏହା ଅପରେ ଦ୍ଵିତୀୟ ଅଧ୍ୟାରେ ଏହା ମଧ୍ୟ କହିଛନ୍ତି କି ସୁଖ ଓ ଦୁଃଖ ଉଭୟ ଆମ ଜୀବନର ଆସୁଥିବା ଋତୁ ଭଳି ହୋଇ ଥାଏ । ଯାହା ପାଇଁ ଆମେ ଏହାକୁ ସାଧାରଣ ଭାବେ ଗ୍ରହଣ କରି ନେବା ନିଶ୍ଚୟ ଦରକାର ।

ଯେତେବେଳେ ଆପଣଙ୍କ ଜୀବନରେ ଯଦି କେବେ ବିପତି ଆସିଯାଇ ଥାଏ ଯାହା ଆପଣ ସମାଧାନ କରି ପରିବେନି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଭଗବାନ ଙ୍କ ହାତରେ ଛାଡି ଦେବା ଉଚିତ । ଆମେ ବେଳେ ଦୁଃଖହୀ ହେବା କାରଣରୁ ନିଜ କର୍ମ ରୁ ବିମୁଖ ହୋଇ ଯାଇଥାଏ । ଯାହା ଆମକୁ ଭଲ ଲାଗେ କେବଳ ତାହା ହେଉଥିବା ସହ ଆମେ ଆମ ଜୀବନର ମୂଲ୍ୟ କୁ ଭୁଲି ଯାଇ ଥାଉ ।

ତେଣୁ ଆପଣ ଯଦି ଉଭୟ ସୁଖ ଓ ଦୁଖ କୁ ଭଗବାନ ଙ୍କ ଆଶୀର୍ବାଦ ବୋଲି ଭାବିବେ ତ ଅପାଣ ଖୁଶି ହେବା ବେଳେ କିଛି ଭୁଲ କରିବେ ନି କି ଏହା ପାଇଁ ଆପଣ କିଛି ଖରାପ କରିବେଣୀ କାହାର ଈର୍ଷା ଓ ଅହଂକାର ରେ ଆସିକି । ଯାହା ପାଇଁ ଆପଣଙ୍କ ସହ ଖରାପ କର୍ମ ହେବନି କି ଆପଣ ଖରାପ କର୍ମ କରିବେନି ଓ ଆପଣଙ୍କ ପାଇଁ ଖରାପ ସମୟ ଭି ଖୁବ କମ ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button