ମନୋରଞ୍ଜନ

ପଶୁ ମାନଙ୍କର କିଛି ଏମିତି କାରନାମା ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ପଶୁମାନଙ୍କ ଏହି Funny Video ଦେଖିଲେ ହସି ହସି ଗଡିଯିବେ ଆପଣ…

ବନ୍ଧୁଗଣ, ପଶୁପକ୍ଷୀ ମାନଙ୍କର ଏଭଳି କାର୍ଯ୍ୟ ତ ଆପଣ ମାନେ ସବୁ ଜାଗାରେ ଦେଖୁଥିବେ । ଏବଂ ଏହା ସଂପୂର୍ଣ୍ଣ ଭାବରେ ସାଧାରଣ କଥା ଅଟେ । ମାତ୍ର ଅନେକ ସମୟରେ ଏହି ପଶୁ ମାନେ କିଛି ଏଭଳି କାର୍ଯ୍ୟ କରିଦେଇଥାନ୍ତି ଯାହା ଯଦି ରେକର୍ଡ କରାଯାଇନଥାଏ ତେବେ ତାହା ଉପରେ କେହି ବିଶ୍ଵାସ କରି ନଥାନ୍ତି । ତେବେ ଆଜି ଆମ୍ଭେ ପଶୁ ମାନଙ୍କ ସମ୍ବନ୍ଧରେ ଏଭଳି କିଛି ମୂହୁର୍ତ୍ତ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଆଦୌ ଦେଖି ନଥିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ଗୋଟିଏ ଭିଡିଓ ରେ କିଛି କୁକୁର ଅଯଥା ରେ ଏକ ଘୋଡା ସହିତ ପଙ୍ଗା ନଉଥିଲେ ଏବଂ ଏହି ଘୋଡା କିଛି କରୁ ନଥିଲା ମାତ୍ର ଯେତେବେଳେ ଘୋଡା କୁ କ୍ରୋଧ ଆସିଲା ସେତେବେଳେ ସେ କୁକୁର କୁ ଜମେଇକି ଲାତ ମାରିଲା ଯାହା କାରଣରୁ ଏହି କୁକୁର ଗୋଟିଏ ଜାଗାରେ ବସିଗଲା । ଏପରି ହେବା ସହିତ ଦ୍ଵିତୀୟ କୁକୁର ଟି ଅଟକିବାର ନାମ ନେଉ ନଥିଲା ।

୨;- ଆଉ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଦୁଇଟି ମାଙ୍କଡ ଉଭୟ ଙ୍କ ମଧ୍ୟରେ ଝଗଡା କରୁଥିଲେ । ମାତ୍ର ସେଥି ମଧ୍ୟରୁ ଗୋଟିଏ ମାଙ୍କଡ ଉଡି ଉଡି ନିଞ୍ଜା ଫାଇଟିଙ୍ଗ କରୁଥିଲା । ଏହାକୁ ଦେଖି ୩ ୟ ମାଙ୍କଡ ମଝିରେ ଆସି ପ୍ରଥମ ମାଙ୍କଡ କୁ କହୁଛି ଯେ ସେତିକି ଥାଉ ଆଉ ଝଗଡା କରେ ନାହିଁ । ଏବଂ ଅନ୍ୟ ମାଙ୍କଡ କୁ ମଧ୍ୟ ବୁଝାଉଥାଏ ଯେ ଥାଉ ଆଊ ଝଗଡା କରେ ନାହିଁ । ଏବଂ ଏହି ଦୁଇ ଜଣ ତୃତୀୟ ମାଙ୍କଡ ର କଥା ମାନି ନେଉଛନ୍ତି ।

୩;- ଆଊ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଦୁଇଟି ବେବି ରକୁଂସ ନଦୀ ପାରା କରୁଥିଲେ, ଯେଉଁଥିରେ ଗୋଟିଏ କୁମ୍ଭୀର ମଧ୍ୟ ଥିଲା ଯାହା କି ସେହି କାଠ ପାଖରେ ଆସି ଛିଡା ହେଲା, ମାତ୍ର ତାହାକୁ ବେବିରକୁଂସ ଦେଖି ସେଠାରୁ ତୁରନ୍ତ ପଳାଇଲେ ।

ମାତ୍ର ସେଠାରେ ଅନ୍ୟ ରକୁଂସ ର ଧ୍ୟାନ ସେଠାରେ ଥିବା ମହିଳା ରକୁଂସ ଉପରେ ଥିଲା ଯାହା ତାକୁ କହୁଥିଲା ଯେ ସେଠାରେ କୁମ୍ଭୀର ଅଛି । ଏବଂ ସେଠାରୁ ବେବି ରକୁଂସ ପଳାଇବ ପରେ କୁମ୍ଭୀର ଟି ଭକୁଆ ହୋଇଗଲା ।

୪;- ଆଉ ଏକ ଭିଡିଓ ରେ ଗୋଟିଏ ମାଙ୍କଡ ନିଜର ବାହାଦୂରତା ର ପରିଚୟ ଦେଇଛି । କାରଣ ଗୋଟି ଝିଲ ରେ କଦଳୀ ପଡିଥିଲା ଏବଂ ଯେଉଁଭଳି  ଭାବରେ ସେ ଏହାକୁ ନେବାକୁ ପ୍ରୟାସ କରିବାକୁ ଯାଉଥିଲା ମାତ୍ର ଝିଲ ରେ ଏତେ ମାତ୍ରାରେ ବାଘ ରହିଥିବା କାରଣରୁ ସେ ଭୟ ମଧ୍ୟ କରୁଥିଲା ମାତ୍ର ସେ ବିନା ଡରି ଶେଷରେ କଦଳୀ କୁ ଧରି ପକାଇଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button