ନାରୀର ଏହି ଅଙ୍ଗ ହୋଇଥାଏ ବହୁତ ପବିତ୍ର, ଛୁଇଁବା ଦ୍ୱାରା ଭିକାରୀ ମଧ୍ୟ ବନିଯାଏ କୋଟିପତି, ଲାଜ କଲେ ହୁଏ ସର୍ବନାଶ

ନାରୀର ଏହି ଅଙ୍ଗକୁ ଏତେ ପବିତ୍ର କୁହାଯାଇଥାଏ କି ଯାହାକୁ ଛୁଇଁବା ସମୟରେ ଆପଣ ଙ୍କ ମାନ ସମ୍ମାନ ବୃଦ୍ଧି ପାଇବା ସହ ଆପଣଙ୍କ ଧନ ଅଭିବୃଦ୍ଧି ହୋଇଥାଏ । ଯେପରିକି ଘରର ବୟସ୍କ ମାନଙ୍କର ପାଦ ସ୍ପର୍ଷ କରିବା ଦ୍ୱାରା ଶୁଭ ହୋଇଥାଏ ଓ ଆପଣଙ୍କୁ ଆଶିର୍ବାଦ ମିଳିଥାଏ ଓ ସେହିପରି ଗାଈର ପିଠିକୁ ସ୍ପର୍ଶ କଲେ ଶୁଭ ହୋଇଥାଏ ଓ ଅନ୍ୟ ପଶୁର ମୁଖକୁ ସାରସ କଲେ ଶୁଭ ହୋଇଥାଏ ଠିକ ସେହିପରି ନାରୀର ସମ୍ପୁର୍ଣ ଶରୀର ହିଁ ଶାସ୍ତ୍ର ଅନୁସାରେ ପବିତ୍ର ହୋଇଥାଏ । ଏଥିପାଇଁ ଆପଣ ନାରୀର ସଦା ସର୍ବଦା ସମ୍ମାନ କରିବା ସହ ତାଙ୍କୁ କୌଣସି ସ୍ଥାନରେ ନୀଚ ଦେଖାଇବା ଭଳି କଥାବାର୍ତ୍ତା କରନ୍ତୁ ନାହିଁ ।
ଏମିତି କରିବାଦ୍ୱାରା ଭଗବାନ ସ୍ୱୟଂ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରାହିଥାନ୍ତି ଓ ଆପଣ ଯେତେ ବି ରୋଜଗାର କରିବା ପରେ ମଧ୍ୟ ଆପଣଙ୍କୁ ସର୍ବଦା ଅଭାବ ରହିଥାଏ । ଏଥିପାଇଁ କୁହାଯାଇଛି କି ପ୍ରତ୍ୟେକ ନାରୀ ସହ ସେହି ବ୍ୟକ୍ତିର ଧନ ଓ ମାନ ସମ୍ମାନ ଉପରେ କିଛି କଥା ଜଡିତ ରହିଛି ।
ଏପରି ଏକ ଅଙ୍ଗ ରହିଛି ଯାହାକୁ ଛୁଇଁବା ଦ୍ୱାରା ଭିକାରୀ ମଧ୍ୟ କୋଟିପତି ହୋଇଯାଏ। ନାରୀ ସଶକ୍ତିକରଣ ଆମ ଦେଶ ରେ ବହୁତ ପୂର୍ବରୁ ରହି ଆସିଛି । କୁହାଯାଏ ନାରୀ ଙ୍କ ମନରେ କଣ ଚାଲେ କେହି ଜାଣନ୍ତି ନାହିଁ । ନାରୀ ମାନଙ୍କ ମନ କୁ ଜାଣିବା ବହୁତ କଷ୍ଟକର ହୋଇଥାଏ । ଭଗବାନ ମଧ୍ୟ ନାରୀ ଙ୍କ ମନରେ କଣ ଚାଲୁଛି ଜାଣି ପାରନ୍ତି ନାହିଁ । ଆମ ଗୁରୁଜନ ମାନେ ଆମକୁ ଅନେକ କଥା କୁ ବାରଣ କରନ୍ତି ଏବଂ ଏଭଳି ଅନେକ କାର୍ଯ୍ୟ କରିବାକୁ କୁହନ୍ତି ଯାହା ଆମକୁ ଅନ୍ଧ ବିଶ୍ୱାସ ବୋଲି ଲାଗେ।
କିନ୍ତୁ ଏହାର ପ୍ରଭାବ ବହୁତ ମହତ୍ୱପୂର୍ଣ୍ଣ ଅଟେ । ମହିଳା ଙ୍କ ଶରୀର କୌଣସି ରହସ୍ୟ ଠାରୁ କମ୍ ନୁହେଁ। ଆମ ଶାସ୍ତ୍ର ଅନୁସାରେ ବହୁତ ଚମତ୍କାରୀ ନିୟମ ସବୁ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ନିତିଦିନ ଜୀବନ ବଦଳି ପାରିବ । କିନ୍ତୁ ଏପରି କାର୍ଯ୍ୟ କରିବାକୁ ଅନେକ ପୁରୁଷ ଲଜ୍ୟା କରିଥାନ୍ତି । ତେଣୁ ସେମାନେ ଜୀବନ ରେ ସଫଳତା ପାଆନ୍ତି ନାହିଁ।