ମନୋରଞ୍ଜନ

Interesting GK Questions- ଖାଇଲେ ଫଳ ଡାକିଲେ ଝିଅ ଆଙ୍କିଲେ ରଙ୍ଗ, ମୁଁ କିଏ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭିୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ପଶୁ ବିଲକୁଲ କହି ପାରେ ନାହି ବା କିଛି ଶବ୍ଦ ବାହାର କରିପାରେ ନାହି ?

ଉତ୍ତର- ଜିରାଫ

୨- ଗୋଟେ ହାତୀର ବୟସ କେତେ ହୋଇଥାଏ ?

ଉତ୍ତର- ୮୦ରୁ ୧୦୦ ବର୍ଷ

୩- କେଉଁ ଜୀବ ଆଘାତ ପାଇବା ପରେ ମନୁଷ୍ୟ ଙ୍କ ଭଳି କାନ୍ଦିଥାଏ ?

ଉତ୍ତର- ବାହାଲୁ

୪- ଭାରତର ସବୁଠାରୁ ଟପ ୟୁଟ୍ଯୂବର ନମ୍ବର ରେ କିଏ ଅଛି ?

ଉତ୍ତର- କ୍ଯାରି ମିନତୀ

୫- ସବୁଠାରୁ ଅଧିକ ଦାନ୍ତ କେଉଁ ଜୀବ ର ପାଟିରେ ଥାଏ ?

ଉତ୍ତର- କୁମ୍ଭୀର

୬- ଦୁନିଆରେ ସବୁଠାରୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଆଇସଲ୍ୟାଣ୍ଡ

୭- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ଧଳା କାଉ ଦେଖିବାକୁ ମିଳିଥାଏ ?

ଉତ୍ତର- ଇଯିପ୍ଟ

୮- ମଣିଷର ସବୁଠାରୁ ଅଧିକ ଡିଏନଏ କେଉଁ ପ୍ରାଣୀ ଠାରେ ଅଧିକ ମିଳିଥାଏ ?

ଉତ୍ତର- ମାଙ୍କଡ

୯- ଦୁନିଆର ସବୁଠାରୁ ବଡ ସ୍କୁଲ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ଲକ୍ଷ୍ନୌ

୧୦- ଭାରତରେ ମୋଟ କେତୋଟି ଟିଭି ଚ୍ଯାନେଲ ରହିଛି ?

ଉତ୍ତର- ୮୯୨ଟି

୧୧- କିଡନି କୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ବୃକକ

୧୨- ଭାରତୀୟ ମୁଦ୍ରା ର ନାମ ଟଙ୍କା କିଏ ରଖିଥିଲେ ?

ଉତ୍ତର- ସେର ସାହ ସୂରୀ

୧୩- କେଉଁ ଫଳକୁ ଅମୃତ ଫଳ କୁହାଯାଏ ?

ଉତ୍ତର- ପିଜୁଳି

୧୪- କେଉଁ ଦେଶର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି ?

ଉତ୍ତର- କଙ୍ଗୋ ବେଶିନ

୧୫- କେଉଁ ଦେଶର ଲୋକ ମାନେ ଘଣ୍ଟା ପିନ୍ଧି ନ ଥାନ୍ତି ?

ଉତ୍ତର- କ୍ୟୁବା

୧୬- ଏମିତି କେଉଁ ଜୀବ ଅଛି ଯିଏ ନିଜ ଶ୍ବାସକୁ ୬ ଦିନ ଯାଏଁ ଅଟକାଇ ପାରିବ ?

ଉତ୍ତର- ବିଛା

୧୭- ପାକିସ୍ତାନ ରେ ମୋଟ କେତୋଟି ଜିଲ୍ଲା ଅଛି ?

ଉତ୍ତର- ୧୩୫ଟି

୧୮- ଖାଇଲେ ଫଳ ଡାକିଲେ ଝିଅ ଆଙ୍କିଲେ ରଙ୍ଗ, ମୁଁ କିଏ ?

ଉତ୍ତର- କମଳା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button