ବିଚାର

କାହାର ନାମ ଭାବି କୌଣସି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଉ ଏକ ନୂତନ କାର୍ଡ ରିଡିଂ । ଆଜିର ଏହି ରିଡିଂ ରେ ଆପଣ ନିମ୍ନୋକ୍ତ ଚାରୋଟି ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ର କଳସ ଟି କୁ ଆପଣ ଚୟନ କରି ନିଅନ୍ତୁ । ଆପଣ ଯେଉଁ ବ୍ୟକ୍ତି ଙ୍କ ବିଷୟରେ ଜାଣିବାକୁ ଚହୁଁଛନ୍ତି, ତାଙ୍କୁ ସ୍ମରଣ କରି ତଳେ ଥିବା ନମ୍ବର ମାନଙ୍କୁ ଦେଖନ୍ତୁ । ଯେଉଁ ନମ୍ବର ଟି ଆପଣଙ୍କୁ ଅଧିକ ଆକର୍ଷିତ ଲାଗୁଥିବ, ସେହି ନମ୍ବର ଟିକୁ ଆପଣ ଚୟନ କରି ନିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନେ ମଧ୍ୟ ପ୍ରଥମ 1 ନମ୍ବର ର କଳସ ଟିକୁ ଚୟନ କରିଛନ୍ତି ଜାଣି ରଖନ୍ତୁ, ସେହି ବ୍ୟକ୍ତି ଜଣକ ଆପଣ ଙ୍କ ପାଇଁ ଭଲ ଅଟନ୍ତି । ଆପଣ ଙ୍କ ପାଇଁ ସେ କେବେ କୌଣସି କିଛି ଖରାପ ଚିନ୍ତା କରି ନାହାନ୍ତି । ଆପଣଙ୍କ ସହ ତାଙ୍କର ଯେ କୌଣସି ସମ୍ପର୍କ ରହିଛି ସେ ସେହି ସମ୍ପର୍କ କୁ ଆଉ ଗୋଟେ ନୂତନ ସୁଯୋଗ ଦେବାକୁ ଚହୁଁଛନ୍ତି । ଯଦି ସମ୍ପର୍କ ଭଲ ଅଛି, ତେବେ ସେ ଏହି ସମ୍ବନ୍ଧ କୁ ଆହୁରି ମଧ୍ୟ ସୁଦୃଢ କରିବାକୁ ଚହୁଁଛନ୍ତି ।

ଆସନ୍ତୁ ଜାଣିବା ଦ୍ଵିତୀୟ ନମ୍ବର ବିଷୟରେ, 2 ନମ୍ବର କାର୍ଡ ଟି କୁ ଚୟନ କରିଥିବା ବ୍ୟକ୍ତି ମାନେ ଯାହାକୁ ଚିନ୍ତା କରି ଏହି ନମ୍ବର ର ଚୟନ କରିଛନ୍ତି, ସେହି ବ୍ୟକ୍ତି ଆପଣଙ୍କ ବିଷ୍ୟ ରେ ସବୁବେଳେ ଏପରି ଚିନ୍ତା କରନ୍ତି କି ଆପଣ ଜଣେ ଏକ ଏଭଳି ମନୀଷ ହୋଇଥାନ୍ତି ଯିଏ କି ସବୁବେଳେ ନିଜ ମନର ଶୁଣିବା ପୂର୍ବରୁ ପ୍ରଥମେ ଅନ୍ୟର ଶୁଣିଥାନ୍ତି । ଏଥିପାଇଁ ସେ ଭାବନ୍ତି କି ଆପଣ ଙ୍କ ପାଖରେ ବୋଧ ହୁଏ କିଛି ମାତ୍ରାରେ ନିଜସ୍ଵ ବୁଦ୍ଧିର ଅଭାବ ଅଛି ।

କିନ୍ତୁ ସେ ଆପଣ ଙ୍କୁ ଖୁବ ଭଲ ମଧ୍ୟ ପାଇଥାନ୍ତି । ଯେଉଁମାନେ 3 ନମ୍ବର କୁ ଚୟନ କରିଛନ୍ତି । ସେ ବ୍ୟକ୍ତି ସବୁବେଳେ ଆପଣଙ୍କୁ ନେଇ ଖୁବ ଚିନ୍ତା କରିଥାନ୍ତି । ସେ ଚାହାନ୍ତି କି ଆପଣ ନିଜ ଜୀବନ ରେ ସବୁବେଳେ ଅଧିକ ରୁ ଅଧିକ ଉନ୍ନତି କରନ୍ତୁ । ସେ ଚିନ୍ତା କରନ୍ତି ଆପଣ ଙ୍କର କାରଣ ତାଙ୍କୁ ଲାଗିଥାଏ କି ଆପଣ ଜଣେ ଏଭଳି ବ୍ୟକ୍ତି ଅଟନ୍ତି, ଯାହାକୁ ନିଜ ବିଷୟ ରେ ବା ଦୁନିଆ ବିଷୟ ରେ ଜଣା ନାହିଁ ।

ଯଦି ଶେଷ 4 ନମ୍ବର ଟିକୁ କୌଣସି ବ୍ୟକ୍ତି ଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ସେ ବ୍ୟକ୍ତି ଜଣକ ମନରେ ଏପରି ବିଚାର ଚାଲିଥାଏ କି ଆପଣଙ୍କ ଜୀବନରେ ଖୁସି ରହିବା ପାଇଁ ଅନେକ କାରଣ ଅଛି । ତ ଆପଣ ସେଥିପାଇଁ ତାଙ୍କୁ ଅଣଦେଖା କରୁଛନ୍ତି । ଏହି କାରଣ ରୁ ଆପଣ ତାଙ୍କୁ ବୋଧ ହୁଏ ତାଙ୍କୁ ସମ୍ମାନ ମଧ୍ୟ ଦେଇ ନଥାନ୍ତି ।  କିନ୍ତୁ ସେ ଆପଣ ଙ୍କର ଅତି ନିଜର ହୋଇ ଥିବାରୁ ସେ ଜାଣି ଥାନ୍ତି କି ଆପଣ କିଛି ସମସ୍ଯା ଆକୁ ନେଇ ନିଜ ଜୀବନରେ ଚିନ୍ତିତ ହୋଇ ରହିଥାନ୍ତି ।

ତାହାଛଡା ତାଙ୍କ ମନରେ ଏପରି ବିଚାର ଧାରା ଥାଏ କି ଯିଏ ନାହିଁ ଆପଣ ତା ପଛରେ ଦୌଡି ଥା’ନ୍ତି, କିନ୍ତୁ ଯିଏ ଆପଣ ଙ୍କ ପାଖରେ ଅଛି ଆପଣ ତାକୁ ଅଣଦେଖା କରନ୍ତି । ତେଣୁ ଆପଣ ନିଜ ମଧ୍ୟରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button