ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ? 15+ GK Questions And Answers
ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।
ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । ଯାହାର ଉତ୍ତର ହୁଏ ତ ଖୁବ କମ ଲୋକ ଜାଣିଛନ୍ତି ।
ଏହାର ଉତ୍ତର ବହୁତ ସହଜ କିନ୍ତୁ ଅନେକ ସମୟରେ କିଛି ଲୋକ ଏହାର ଉତ୍ତର ଦେଇ ପାରନ୍ତି ନାହିଁ । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।
1- କେଉଁ ଜୀବ ଆଖି ଓ କାନ ବାଟେ ନିଶ୍ଵାସ ପ୍ରଶ୍ଵାସ ନେଇଥାଏ ?
ଉତ୍ତର- ହରିଣ ।
2- କେଉଁ ମାଛ ମୁଣ୍ଡ ରେ ପାକସ୍ଥଳୀ ଥାଏ ?
ଉତ୍ତର- ଚୁଙ୍ଗୁଡି ।
3- କାହାର 8ଟି ଆଖି ଅଛି ?
ଉତ୍ତର- ମାଙ୍କଡସା ।
4- ମୟୁର ପଛରେ କେତୋଟି ଚନ୍ଦ୍ରିକା ଅଛି ?
ଉତ୍ତର- 18 ଟି ।
5- କାହାର ଆଖି ନାହିଁ ?
ଉତ୍ତର- ଜିଆ ।
6- କିଏ ପହଁରିପାରେ ନାହିଁ ?
ଉତ୍ତର- ଓଟ ।
7- କାହାର ମେରୁଦଣ୍ଡ ନାହିଁ ?
ଉତ୍ତର- କଙ୍କଡା ।
8- କାହାର 5ଟି ଆଖି ଅଛି ?
ଉତ୍ତର- ମହୁମାଛି ।
9- କେଉଁ ଜୀବ ସବୁଠାରୁ ବେଶୀ ଦିନ ବଞ୍ଚିଥାଏ ?
ଉତ୍ତର- କଇଁଛ ।
10- କାହାର 10 ଟି ଗୋଡ ଅଛି ?
ଉତ୍ତର- କଙ୍କଡା ।
11- କିଏ ସର୍ବଦା ଜିଭ ବାହାର କରେ ?
ଉତ୍ତର- ସାପ ।
12- କିଏ ବସା ତିଆରି କରିପାରେ ନାହିଁ ?
ଉତ୍ତର- ବାଦୁଡି ।
13- କେଉଁ ପକ୍ଷୀ ର ଦାନ୍ତ ଅଛି ?
ଉତ୍ତର- ବାଦୁଡି ।
14- କେଉଁ ଗଛର ଫୁଲ ନାହିଁ ?
ଉତ୍ତର- ଛତୁ ।
15- ଚୁଲି ର ତିନି ମୁଣ୍ଡକୁ କଣ କୁହାଯାଏ ?
ଉତ୍ତର- ଝିଙ୍କା ।
16- ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର- ନୀଲକୁରଞ୍ଜ ।