ମନୋରଞ୍ଜନ

ଓଃ କି ଡ୍ୟାନ୍ସ ! ” KESARIYA ” ଗୀତରେ ଯୁବକ , ଯୁବତୀ କଲେ ଏମିତି ରୋମାଣ୍ଟିକ ଡ୍ୟାନ୍ସ , ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଆଜିର ଦିନରେ ଯୁବପୀଢ଼ି ଙ୍କ ପ୍ରଥମ ପସନ୍ଦ ସୋସିଆଲ ମିଡ଼ିଆ।ଇ-ଣ୍ଟ-ର-ନେ-ଟ ଯୁଗର ସବୁଠାରୁ ବଡ଼ ଦାନ ହେଉଛି ସୋସିଆଲ ମିଡିଆ। ଏହି ସୋସିଆଲ ମିଡିଆର ଚାହିଦା ଆଜିର ଦିନରେ ଖୁବ୍ ଅଧିକ୍। ଯଦି ଆଜିର ଦିନରେ ଯୁବପିଢି ନିଜ ବ୍ୟସ୍ତ ବହୁଳ ଜୀବନରୁ ଟିକେ ସମୟ ପାଉଛନ୍ତି ତେବେ ସେମାନେ ପ୍ରଥମେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି।ଖାଲି ଯୁବପିଢ଼ି ନୁହଁନ୍ତି ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ଏକ୍ଟିଭ୍ ରହିଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆ ଏପରି ଏକ ମାଧ୍ୟମ ପାଲଟିଛି ଯେଉଁଟି ଆମେ ଗୋଟିଏ ସ୍ଥାନ ରେ ରହି ଆମ ଚାରିପାଖରେ ଦେଶ ବିଦେଶ ରେ ଯେଉଁ ସବୁ ଛୋଟ ବଡ ଯେ କୌଣସି ଘଟଣା ଘଟି ଚାଲିଛି ତାର ଅପଡେଟ୍ ଆମେ ଆମ ହାତ ପାହନ୍ତାରେ ପାଇ ପାରୁଛୁ।

ତେବେ ଆପଣ ମାନେ ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ। ଏହି ସବୁ ଭିଡ଼ିଓ ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ପସନ୍ଦ କରୁଥିବା ବେଳେ ଆଉ କିଛି ଭିଡିଓ ଦର୍ଶକ ମାନଙ୍କୁ ଇମୋସନାଲ୍ କରି ଦେଇଥାଏ ଆଉ କିଛି ଭିଡିଓ ଏଭଳି ରହିଥାଏ ଯାହାକୁ ଦର୍ଶକ ମାନେ ହସି ହସି ବେଦମ୍ ହୋଇ ଯାଆନ୍ତି। ଆଉ କିଛି ଏଭଳି ଭିଡିଓ ରହିଛି ଯାହା ଦେଖି ଦର୍ଶକ ଝୁମି ଉଠନ୍ତି ଆଉ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ଗୀତ ନାଚ ଆଦି ଦେଖିବା ପାଇଁ ଦର୍ଶକ ମାନେ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ଟ୍ରେସଫୁଲ୍ ଲାଇଫ ରୁ ଟିକେ ରିଲିଫ୍ ପାଇବା ପାଇଁ ଅନେକ ସମୟରେ ଦର୍ଶକ ଡାନ୍ସ ଓ ଗୀତ ଶୁଣି ସମୟ ବିତାଉ ଥିବାର ଦେଖିବାକୁ ମିଳୁଛି। ତେବେ ନିକଟରେ ସେମିତି ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଝୁମି ଉଠିବେ।

ହଁ ଆଜ୍ଞା ନିକଟରେ ସୋସିଆଲ ମିଡିଆ ରେ ଏକ ଡାନ୍ସ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଟି ଖୁବ୍ ସୁନ୍ଦର୍ ୱେଡିଂ କପୁଲ ଡାନ୍ସ କୋରିଅଗ୍ରାଫି ଦେଖିବାକୁ ମିଳୁଛି।ଏହି ଭିଡିଓ ଟି “ଦି ଡାନ୍ସ ମାଫିଆ” ୟୁଟ୍ୟୁବ ଚ୍ୟାନେଲ ରେ ପୋଷ୍ଟ ହୋଇଥିବା ବେଳେ ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।ଏହି ଭିଡିଓ କୁ ଅନେକ ଖୁବ୍ ପସନ୍ଦ କରୁଥିବାର ଦେଖିବା ପାଇଁ ମିଳୁଛି। ତେବେ ଆପଣ ମାନେ ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ ଆପଣଙ୍କୁ ଏହି ଡାନ୍ସ ଭିଡିଓ ନିଶ୍ଚିତ ଭାବେ ପସନ୍ଦ ଆସିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button