ଜୀବନଶୈଳୀ

ନିଜ ସ୍ବାମୀଙ୍କୁ କୋଟିପତି କରନ୍ତି, ଏହି 5ଟି ଲକ୍ଷଣ ଥିବା ମହିଳା

ଯଦି ଆମେ ସାମୁଦ୍ରିକ ଶାସ୍ତ୍ର ବିଷୟ ରେ କହିବୁ ତେବେ ହସ୍ତ ରେଖା ଏବଂ ଦେହ ରେ ରହି ଥିବା ବିଭିନ୍ନ ଚିହ୍ନ ଏବଂ ଶାରିରୀକ ଗଠନ ରୁ ହିଁ ଜଣେ ଯୁବତୀ ଙ୍କ ସ୍ୱଭାବ ବିଷୟ ରେ ଜଣା ପଡେ। ଆପଣ ମାନଙ୍କୁ କହି ଦେବୁ କି ଏହା ଏକ ପ୍ରଚୀନ ଶାସ୍ତ୍ର ଅଟେ । ଏହି ଶାସ୍ତ୍ର ଅନୁସାରେ କନ୍ୟା ର ଲକ୍ଷଣ ଯଦି ଏହି 5 ପ୍ରକାରର ହୋଇ ଥାଏ ତେବେ ସେମାନେ ନିଜର ସ୍ୱାମୀ ଙ୍କୁ ମାଲା ମାଲ କରି ଦେଇ ଥାନ୍ତି । ତେବେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ସେହି ସବୁ ଲକ୍ଷଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ।

ତେବେ ପ୍ରଥମ ଲକ୍ଷଣ ଟି ହେଲା ସିଧା ବା ଉନ୍ନତ ସାଶା ବା ନାକ କୁ ଶୁଭଙ୍କର ବୋଲି କୁହା ଜାଇଛି । ଏହା ସହିତ ଲାଲ ରଙ୍ଗ ର ଓଠ ହୋଇ ଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା ହୋଇଛି । ଏମାନେ ନିଜ ସ୍ୱାମୀ  ଙ୍କୁ ଭାଗ୍ୟ ଶାଳୀ କରି ଥାନ୍ତି ।ଦ୍ୱତୀୟ ଲକ୍ଷଣ ଯେଉଁ କନ୍ୟା ମାନଙ୍କ ଜିଭ ଲମ୍ଭା ଏବଂ ବେକ ଛୋଟ ହୋଇ ଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନେ ନିଜ ସ୍ୱାମୀ ଙ୍କ ଅଧିକ ଯତ୍ନ ନେଇ ଥାନ୍ତି ।

ତୃତୀୟ ଲକ୍ଷଣ ହେଲା କନ୍ୟା ର ଶୀର ଯଦି ଆଗ ପଟକୁ ଉଚ୍ଛା ରହି ଥାଏ ତେବେ ବି ସେ ସ୍ୱଭାଗ୍ୟବତୀ ହୋଇ ଥାନ୍ତି । ଏମାନେ ସବୁ ବେଳେ ସ୍ୱାମୀ ଙ୍କ ପ୍ରତି ବିଶ୍ୱସ୍ଥ ହୋଇ ଥାନ୍ତି । ଏବଂ ଚାରି ନମ୍ବର ଲକ୍ଷଣ ହେଲା ଯେଉଁ କନ୍ୟାଙ୍କର ତଳିପାଦ ଚିକଣ ଏବଂ ସମତଳ ହୋଇ ଥାଏ ସେମାନେ ଲକ୍ଷ୍ମୀବନ୍ତ ହୋଇ ଥାନ୍ତି ।

ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ପାଇଁ ବହୁତ ଶୁଭ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କୁ ଧନୀ ହେବାର ବି ବହୁତ ସାହାଯ୍ୟ କରି ଥାନ୍ତି ।ସେହି ପରି ଶେଷ ଲକ୍ଷଣ ହେଲା ଯେଉଁ ନାରୀ ର ଗଭୀର ନାଭୀ ଥାଏ ସେମାନେ ବି ଧନ ସଂମ୍ପତୀ କ୍ଷେତ୍ର ରେ ବହୁତ ଗୁରୁତ୍ୱର ହୋଇ ଥାନ୍ତି ।

ଏମାନେ ସ୍ୱାମୀ ଙ୍କୁ ଧନୀ କରିବାରେ ଲାଗି ପଡି ଥାନ୍ତି ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button