ଜୀବନଶୈଳୀ

ଛୁଆ ଜିଦ ଆଗରେ ଜୀବିତ ହୋଇ ଉଠିଲେ ମୃତ ମାଁ, ପୁରା ଖବର ଶୁଣି ନିଜ ଲୁହ ଅଟକେଇ ପାରିବେ ନାହିଁ ଆପଣ

କୁହା ଯାଏ ମା ଓ ଛୁଆ ସମ୍ପର୍କ ଗଭୀର ହୋଇଥାଏ, ଛୁଆ ଯେମିତି ବି ଥାଉ କିନ୍ତୁ ମା ତାକୁ ଭଲ ପାଇବା କେବେ ବି ଛାଡେ ନାହିଁ ଓ ଛୁଆ ଯେବେ ଯାହା ଜିଦ କରିଥାଏ ମା ତାକୁ ଆଣିଦବା ପାଇଁ ଚେଷ୍ଟା ଅବଶ୍ୟ କରିଥାଏ ଓ ଛୁଆ ସୁଖ ରେ ସୁଖୀ ରହିଥାଏ । ଏମିତି ଗୋଟେ ମା ଓ ଛୁଆର ଆଶ୍ଚର୍ଯ୍ୟ କରି ଦଉଥିବା ଘଟଣା ସାମ୍ନାକୁ ଆସିଛି ।

ଯେଉଁଠି ଗୋଟେ ଛୁଆ ଜିଦ ଆଗରେ ତା ମାକୁ ହାରିବାକୁ ପଡିଲା ଓ ମୃତ୍ୟୁ ମୁହଁରୁ ଫେରିବାକୁ ପଡିଲା, ତେବେ ଆସନ୍ତୁ ଆପଣଙ୍କୁ ଏହି ଖବର ପୂର୍ଣ ଭାବରେ କହିବା ।

ଛୁଆକୁ ଜନ୍ମ ଦେଲା ବେଳେ ମା ମୃତ୍ୟୁ ହୋଇଗଲା :

ମା ଛୁଆ ପାଇଁ ଠାକୁର ହୋଇଥାନ୍ତି ଓ ଯେତେବେଳେ ମା ମୃତ୍ୟୁ ହୋଇଯାଏ ସେତେବେଳେ ଛୁଆ ଏହି ଦୁନିଆରେ ଅନାଥ ହୋଇ ଯାଏ । ଏହି ଘଟଣା ବର୍ଗିଘ୍ମ ର କ୍ୱୀନ ଏଲିଜାବେଥ ହସ୍ପିଟଲ ରେ ଜନ୍ମ ହୋଇଥିବା ଗୋଟେ ଛୁଆର ଯାହା ଜନ୍ମ ହବା ଆଗରୁ ତା ମା ମୃତ୍ୟୁ ପାଇଗଲା ।

ଏହି ହସ୍ପିଟଲ ଡକ୍ଟରମାନଙ୍କ କହିବା ଅନୁଯାଇ ଛୁଆକୁ ଜନ୍ମ ଦବା ଆଗରୁ ମା ମରି ଯାଇଥିଲା ଓ ଛୁଆ ବି ପେଟରେ ନ ମରିଯାଉ ସେଥିପାଇଁ ଶୀଘ୍ର ପ୍ରଶବ କରା ଗଲା । ସେଠାରେ ଥିବା ଲୋକଙ୍କ ଅନୁଯାଇ ଛୁଆ ବାହାରୁକୁ ଆସୁ ଆସୁ ଜୋରେ ଜୋରେ କାନ୍ଦିବା ଆରମ୍ଭ କଲା ଯେମିତି ତାକୁ ଜଣା ଅଛି ଯେ ତା ମା ଆଉ ଏହି ଦୁନିଆରେ ନାହିଁ ।

ଛୁଆ ର ଚାରି ଘଣ୍ଟା କ୍ରନ୍ଦନ ପରେ ଜୀବିତ ହୋଇ ଉଠିଲା ମା :

ମା ମୃତ୍ୟୁ ପରେ ଜନ୍ମ ହୋଇଥିବା ଛୁଆ ଲଗାତାର ଚାରି ଘଣ୍ଟା ଧରି କାନ୍ଦିଲା, ହସ୍ପିଟଲ ଅଧିକାରୀମାନେ ଛୁଆକୁ ଶାନ୍ତ କରିବା ପାଇଁ ବହୁତ ପ୍ରୟାସ ମଧ୍ୟ କଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଅନ୍ତ ତହ ହାର ମାନି ହସ୍ପିଟଲ ଅଧିକାରୀ ମାନେ ଛୁଆକୁ ମା ନିକଟକୁ ନେଇ ଗଲେ ଯାହା ପରେ ଛୁଆ ଆହୁରି ଜୋରେ କାନ୍ଦିବା ଆରମ୍ଭ କଲା, ଛୁଆ କ୍ରନ୍ଦନ ଏମିତି ଥିଲା ଯାହାକୁ ଶୁଣି ଆଖ ପାଖ ଲୋକ କାନ୍ଦି ଦେଲେ ।

ଛୁଆ କାନ୍ଦ ଶୁଣି ମା ପଲକ ଉଠେଇଲେ ଯାହା ପରେ ଛୁଆକୁ ମା ପାଖରେ ରଖା ଗଲା । କିଛି ସମୟ ପରେ ମା ପୂର୍ଣ ଭାବରେ ହୋଶ ରେ ଆସିଲେ ଏହା ପରେ ଶେଠୀ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ଓ ଖୁସି ହୋଇ ଗଲେ ସମସ୍ତଙ୍କ ଅନୁଯାଇ ଛୁଆ ନିଜ ମା କୁ ଫେରି ଆସିବା ପାଇଁ ଜିଦ କରୁଥିଲା ଓ ଅନ୍ତ ରେ ମା କୁ ହାର ମାନିବାକୁ ପଡିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button