କଣ ପ୍ରଥମ ଥର ଶାରିରୀକ ସମ୍ପର୍କ ଦ୍ୱାରା ମହିଳା ହୋଇ ଯାଆନ୍ତି ଗର୍ଭବତୀ ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଆପଣ ଜାଣିଛନ୍ତି ବୈବାହିକ ଜୀବନରେ ନିଜର ଦାମ୍ପତ୍ୟ ଜୀବନ କୁ ଖୁସିର ସହିତ ଅତିବାହିତ କରିବା ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସବୁ ଦମ୍ପତ୍ତି ଙ୍କ ମଧ୍ୟରେ ହୋଇଥାଏ।ଏହା ଏକ ଭିନ୍ନ ଖୁସି ଏବଂ ଅନୁଭୂତି ଆଣି ଦେଇଥାଏ ଏବଂ ଉଭୟଙ୍କ ଭିତରେ ପ୍ରେମକୁ ଅଧିକ ମଜବୁତ କରିଥାଏ।ଏହା ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଭରି ଦେଇଥାଏ। କିନ୍ତୁ ଏଥିପାଇଁ ବହୁତ୍ କିଛି କଥା ଜାଣିବାକୁ ପଡ଼ିଥାଏ। ମିଳନ ପରେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ଏବଂ ଦମ୍ପତ୍ତି ଏକ ନୂତନ ସୃଷ୍ଟିକୁ ସମାଜକୁ ଆଣିଥାନ୍ତି।ଏହା ସେମାନଂକୁ ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିବାର ସୁଯୋଗ ଦେଇଥାଏ।

ତେବେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ ଏବଂ ତା ପୂର୍ବରୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଅନେକ ସମୟରେ ଅନେକ ମହିଳା ବା ପୁରୁଷ ଏ ବିଷୟରେ ଅବଗତ ନଥାନ୍ତି ଯେ କିପରି ଗର୍ଭ ଧାରଣ କରି ପାରିବେ। ତେଣୁ ଆଜି ଆମେ ଆଜିର ଏହି ଲେଖାରେ ଆପଣଙ୍କୁ ଜଣାଇବୁ ଯେ ଜଣେ ମହିଳା ଗର୍ଭବତୀ ହେବା ପାଇଁ କେତେଥର ଶାରିରୀକ ସମ୍ପର୍କ ସ୍ଥାପନ କରିବେ। ଆପଣଙ୍କୁ କହି ରଖୁଛୁ ଯେ ଯାହା ଗବେଷଣା ହୋଇଛି ସେହି ଅନୁସାରେ ପାଖାପାଖି ୭୮ ଥର ଶାରିରୀକ ସମ୍ପର୍କ ରଖିବା ପରେ ଜଣେ ମହିଳା ଗର୍ଭବତୀ ହୋଇ