ସ୍ୱାସ୍ଥ୍ୟ

ରାତିରେ ଶୋଇବାକୁ ଯିବା ପୂର୍ବରୁ ଏହିଭଳି ଗୁଡ ଖାଇଲେ ଏହି ୩ଟି ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ଆଜି ଆମେ ଆପଣଙ୍କୁ ଘରୋଇ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଶୋଇବା ଆଗରୁ ଖାଇଲେ ଆପଣାଙ୍କ ଶରୀରରେ କେବେ ରକ୍ତ ଅଭାବ ହୋଇନଥାଏ, ଆମ ପୂର୍ବଜ ମାନେ ମଧ୍ୟ ଏନିମିୟା ସମସ୍ଯା ଦୂର କରିବା ପାଇଁ ଏହି ଉପାୟ ପ୍ରୟୋଗ କରୁଥିଲେ, ତେବେ ଆସନ୍ତୁ ଏହାର ଉପାୟ ଓ ବିଧି ବିଷୟରେ ବିସ୍ତାର ସହ ଜାଣିବା । ଅଦା ଆମ ଭାରତ ସବୁ ଘରେ ପ୍ରାପ୍ତ ହୋଇଥାଏ, ଏହି ଉପାୟ ତିଆରି କରିବା ପାଇଁ ଆପଣଙ୍କୁ ଦୁଇଟି ଜିନିଷ ଆବଶ୍ୟକ ଅଟେ ଗୋଟେ ଅଦା ଓ ଅନ୍ୟଟି ହେଲା ତୁଲସୀ ପତ୍ର ।

Image Courtesy: Google

ବନେଇବା ବିଧି :

ରାତିରେ ଆପଣଙ୍କୁ ଶୋଇବା ଆଗରୁ ଅଦା ଓ ତୁଳସୀର କାଢା ବନେଇ ସେବନ କରିବା ଉଚିତ । କାଢା ବନେଇବା ପାଇଁ କୌଣସି ବାସନରେ ପାଣି ଗରମ କରନ୍ତୁ, ଏଥିରେ ୩ଟି ଜିନିଷ ମିଶାଇ ଏହାକୁ ଫୁଟେଇ ଦିଅନ୍ତୁ । ୫ରୁ ୬ ମିନିଟ ପରେ ବାସନକୁ ଗ୍ଯାସରୁ କାଢି କାଢା ଛାଣି ନିଅନ୍ତୁ, ଏବେ ଏହି କାଢାକୁ ଆପଣ ଶୋଇବା ଆଗରୁ ପି ପାରନ୍ତି ।

Image Courtesy: Google

ଆପଣଙ୍କୁ ଆଗ ପାଣି ଫୁଟେଇବାକୁ ହବ ଏହା ପରେ ଆପଣ ଅଳପ ଅଦା ଛେଚି ସେହି ଗରମ ପାଣିରେ ପକାନ୍ତୁ ଏହା ପରେ ଆପଣ ଗୁଡ ପକାନ୍ତୁ ଓ ଅନ୍ତିମରେ କିଛି ତୁଳସୀ ପତ୍ର ପକାଇ ଏହାକୁ ଭଲରେ ଫୁଟିବା ପାଇଁ ଛାଡି ଦିଅନ୍ତୁ ପାଣି ଭଲ ଭାବରେ ଫୁଟିଲା ପରେ ଆପଣ ସେହି ପାଣି ଛାଣି ଥଣ୍ଡା କରନ୍ତୁ ଓ ଶୋଇବା ଆଗରୁ ଏହାକୁ ଉଷୁମ ପିଅନ୍ତୁ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଜିନିଷ ଅଟେ । ଆଜି ଆମେ ଯେଉଁ ଉପାୟ କହିଛୁ ଏହି ଉପାୟ ଦ୍ଵାରା ଆପଣଙ୍କ ଶରୀରରେ କେବେ ବି ରକ୍ତ ଅଭାବ ହୋଇନଥାଏ ।

Image Courtesy: Google

ଗୁଡ ଲାଭକାରୀ ଗୁଣ :

ଗୁଡରେ ଆଇରନ ଭଲ ମାତ୍ରା ରେ ହୋଇଥାଏ, ଆଇରନ ପାଇଁ, ଗୁଡ ଆମ ଶରୀରରେ ହ୍ୟୋମୋଗ୍ଲୋବିନ ମାତ୍ରା ବଢେଇ ଥାଏ ଓ ଆମ ରକ୍ତ ଅଭାବ ସମସ୍ଯା ସବୁଦିନ ପାଇଁ ସମାପ୍ତ ହୋଇଥାଏ । ଆପଣ ମାନେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ ରକ୍ତରେ ହ୍ୟୋମୋଗ୍ଲୋବିନ ହୋଇଥାଏ ଯାହା ଶରୀରରେ ଅକ୍ସିଜେନ ନବା ଆଣିବା ପାଇଁ ସାହାୟକ ହୋଇଥାଏ ।

ହିମୋଗ୍ଲୋବିନ ଆମ ରକ୍ତକୁ ନାଲି କରିଥାଏ, ଗୁଡ ମଧ୍ୟ ପୋଟାସିୟମ ଭରପୁର ହୋଇଥାଏ ସେଥିପାଇଁ ଯଦି କୌଣସି ବ୍ୟକ୍ତିକୁ ଉଚ୍ଚ ରକ୍ତଚାପ ସମସ୍ଯା ଅଛି ତେବେ ଗୁଡ ଖାଇବା ବହୁତ ଆବଶ୍ୟକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button