ଜୀବନଶୈଳୀ

ପୃଥିବୀକୁ ମାଡ଼ିଆସୁଛି ବଡ଼ ଉଲକାପିଣ୍ତ ଏହି ୩ ଦେଶ ହେଇଯିବ ଧ୍ବଂସ…

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାଡ଼ି ଆସୁଛି ବଡ ବିପଦ । ପୃଥିବୀକୁ ଧକ୍କା ଦେବ ଉଲକାପିଣ୍ଡ । ଏହି ଉଲକାପିଣ୍ଡ ଧକ୍କା ହେବା ଫଳରେ ତିନୋଟି ଦେଶ ନଷ୍ଟ ହୋଇଯିବ ବୋଲି ସୂଚନା ମିଳୁଛି । ଭାରତ, ପାକିସ୍ତାନ ଆଉ ବଙ୍ଗଳାଦେଶ ଧ୍ଵଂସ ହୋଇଯିବ କି ? ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ ।
ଏହାର ପ୍ରଭାବ ଏତେ ମାତ୍ରାରେ ପଡ଼ିବ ଯେ ଭାରତ, ପାକିସ୍ତାନ ଆଉ ବଙ୍ଗଳାଦେଶ ଭଳି ତିନୋଟି ଦେଶ ଧ୍ଵଂସ ହୋଇଯିବ ବୋଲି ସୂଚନା ମିଳୁଛି । ବିଶ୍ବର ଅନେକ ଅନ୍ତରୀକ୍ଷ ଅନୁସନ୍ଧାନ ବ୍ୟକ୍ତି ଏହି ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଆଜିକୁ ପ୍ରାୟ ୭ ବର୍ଷ ପରେ ପୃଥିବୀ ଉପରେ ଏହି ମହା ବିପଦ ଆସିବାକୁ ଯାଉଛି । ଏହି ଯୋଜନାର ମୁକାବିଲା କରିବା ପାଇଁ ଚେଷ୍ଟା କରାଯାଉଛି । ନାସା ହେଉ ବା ଆଉ କିଛି ଟିମ୍ ଏହି ବିପଦର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି ।
କୁହାଯାଉଛି କି ୨୦୨୫ ମସିହାରେ ପୃଥିବୀକୁ ଧକ୍କା ଦେବ ଉଳକାପିଣ୍ଡ । ଏବେ ଏନେଇ ବିପଦ ଟିକେ କମିଯାଇଛି କିନ୍ତୁ ସତରେ ଯଦି ଏଭଳି ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହୁଏ ତାହେଲେ ଅନେକ କିଛି ନଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି । ଉଲକାପିଣ୍ଡ ଧକ୍କା ଦେବାର ଖବର ପ୍ରଥମେ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଆସୁଛି । ଏହି ଉଲକାପିଣ୍ଡ କେଉଁ ଦେଶକୁ କେତେ ବିପଦ କରାଇବ ଏନେଇ ମଧ୍ୟ ଖବର ଆସୁନାହିଁ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଉଲକାପିଣ୍ଡର ନାମ ୨୦୨୪ ରଖା ଯାଇଥିଲା ।
ଏହି ଉଲକାପିଣ୍ଡ YR4 ର ବିପଦ କେତେ ସାଙ୍ଘାତିକ ବୋଲି ପ୍ରଶ୍ନ ଆସୁଛି । ଏହା ଦ୍ରୁତଗତିରେ ମାଡ଼ି ଆସୁଛି । ଭବିଷ୍ୟତରେ ଏହା କେତେ ମାତ୍ରାରେ ପ୍ରଭାବ ପକାଇବ ଏନେଇ ପରୀକ୍ଷା ଚାଲିଛି । ମାର୍ଚ୍ଚ ମାସରେ ଏହି ଉଲକାପିଣ୍ଡ ଦେଖାଯିବ କିନ୍ତୁ ଏପ୍ରିଲ ମାସରେ ଆଉ ଏହା ଦେଖାଯିବ ନାହିଁ । ଏବେ ବୈଜ୍ଞାନିକମାନେ ଏନେଇ ଅନେକ ସୂଚନା ଦେଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ଏହି ଖବରକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବୈଜ୍ଞାନିକମାନେ ଏହି ଉଲକାପିଣ୍ଡ ଯଦି ସତରେ ପଡେ ତାହେଲେ ଅନେକ କିଛି କ୍ଷତି ହେବ ବୋଲି କହିଛନ୍ତି ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button