ହୃଦୟରୁ ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ମନେ ପାକଉଛନ୍ତି କି ନାହିଁ- Love Quiz

ପ୍ରିୟ ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ସବୁ ଖୁବ ଭଲ ରେ ଥିବେ । ଆପଣ ମାନଙ୍କ ପାଇଁ ଆଜି ଆମେ ଏକ ଏଭଳି ମଜାଦାର ବିଷୟ ଟିଏ ନେଇ ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ କୌଣସି ଏକ ବ୍ୟକ୍ତି ଙ୍କ ନାମ ଚିନ୍ତା କରି ଏକ ନମ୍ବର ଟିର ଚୟନ କରି ଜାଣି ପାରିବେ ସେ ବ୍ୟକ୍ତି ଆପଣ ଙ୍କ ପାଇଁ ନିଜ ମନରେ କେଉଁ ଭଳି ପ୍ରତିକ୍ରିୟା କୁ ରଖିଛନ୍ତି । ବନ୍ଧୁଗଣ ଏହା ଏକ ପ୍ରକାର ର ଜେନେରାଲ ରିଡିଂ ଅଟେ ।
ଜରୁରୀ ନୁହେଁ କି ଏହା ସବୁବେଳେ ସମସ୍ତ ଙ୍କ ସହ କନେକ୍ଟ ହେବ । ତେଣୁ ଆପଣ ଏହାକୁ ନିଜର ମନ ଖୁସି ପାଇଁ ମଧ୍ୟ ପଡି ପରିବେ । ବନ୍ଧୁଗଣ ଏଥରେ 4 ଟି ନମ୍ବର ରହିଛି । ଆପଣ 4 ଟି ନମ୍ବର 4 ଟି ବ୍ୟକ୍ତି ଙ୍କ ପାଇଁ ମଧ୍ୟ ଚୟନ କରି ପାରିବେ, ଏହା ଜାଣିବା ପାଇଁ କି ସେ ଆପଣ ଙ୍କୁ କେଉଁ ନଜର ରେ ଦେଖୁଛନ୍ତି ।
ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତି ମାନେ ନମ୍ବର 1 କୁ ଚୟନ କରିଛନ୍ତି, ଯେଉଁ ବ୍ୟକ୍ତି ଙ୍କ ବିଷୟରେ ଆପଣ ଜାଣିବାକୁ ଚାହାନ୍ତି ତାଙ୍କ ନଜରେ ଆପଣ ଏକ ବୋକା ବ୍ୟକ୍ତିତ୍ବ ର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଜଣା ନାହିଁ ଜୀବନ ରେ କଣ କରାଯିବା ଠିକ ବା ଭୁଲ । ତାହାଛଡା ତାଙ୍କ ନଜର ରେ ଆପଣ ଙ୍କର କୌଣସି ସେପରି ଖାସ ଇଜ୍ଜତ ମଧ୍ୟ ନାହିଁ ।
ନମ୍ବର 2 ଯେଉଁ ମାନେ ଚୟନ କରିଛନ୍ତି, ଜାଣି ରଖନ୍ତୁ ସେ ବ୍ୟକ୍ତି ଆପଣ ଙ୍କୁ ଏକ ସ୍ଵାର୍ଥୀ ପ୍ରକାରର ବ୍ୟକ୍ତି ଭାବନ୍ତି । ଯେ କି କେତେବେଳେ ମଧ୍ୟ ସାଥ ଛାଡି ଯାଇ ପାରେ। ତେଣୁ ଆପଣ ଟିକେ ସଚେତନ ହୋଇ ରୁହନ୍ତୁ । ନମ୍ବର 3, ଏହି ବ୍ୟକ୍ତି ଙ୍କ ନଜରେ ଆପଣ ଏକ ଦୁଃଖୀ ଆତ୍ମା ଅଟନ୍ତି । ସେ ନିଜର ସ୍ଵାର୍ଥ ପାଇଁ ଆପଣ ଙ୍କ ସହ ରହିଛନ୍ତି । ତାହାଛଡା ତାଙ୍କ ପାଇଁ ଆପଣ ଏକ ବୋଝ ସଦୃଶ୍ୟ ଅଟନ୍ତି ।
ଶେଷ ନମ୍ବର 4 କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନେ ଯାହା ପାଇଁ ମଧ୍ୟ ଏହି ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣଙ୍କ ପାଇଁ କିଛି ଭଲ ମଧ୍ୟ ବିଚାର କରନ୍ତି ନାହିଁ କି ଖରାପ ମଧ୍ୟ ବିଚାର କରନ୍ତି ନାହିଁ । କିନ୍ତୁ ତାଙ୍କ ନଜର ରେ ଆପଣ ଜଣେ ଏପରି ବ୍ୟକ୍ତି ଅଟନ୍ତି ଯାହାଙ୍କୁ କୌଣସି ଫରକ ପଡେ ନାହିଁ କି କାହା ଉପରେ କଣ ପଡୁଛି ବା କିଏ କେଉଁ ଭଳି ପରିସ୍ଥିତି ରେ ଅଛି । ସେ ଆପଣଙ୍କୁ ଏକ ସ୍ଵାର୍ଥୀ ପ୍ରକାରର ମଣିଷ ବୋଲି ଚିନ୍ତା କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି, ତାହା ଆପଣ କମେଣ୍ଟ ରେ ଜଣାଇବାକୁ ଭୁଲିବେନି ।