ସ୍ୱାସ୍ଥ୍ୟ

ସ୍ଵର୍ଗର ଅମୃତ ତୁଲ୍ୟ ଏହି ଗଛ, ମୃତ୍ୟୁ ମୁଖରେ ପଡ଼ିଥିବା ରୋଗୀକୁବି କରିଥାଏ ଭଲ

ଆଜିକା ଯୁଗରେ ସମସ୍ତଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ରହୁଛି, ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ ରୋଗ ମୁକ୍ତ ଅଛି କିଛି ନା କିଛି ରୋଗ ସମସ୍ତଙ୍କୁ ହେଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଶାସ୍ତ୍ର ଅନୁଯାଇ ଆମ ବାତାବରଣରେ ଥିବା କିଛି ଗଛ ପତ୍ର କୌଣସି ଅମୃତ ଠାରୁ କମ ନୁହେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ମଣିଷ ପାଇଁ ଅମୃତ ସମାନ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ନାମ ପୁଦିନା ଅଟେ ଏହା ସବୁ ପ୍ରକାର ମାଟି ଓ ବାଲିରେ ମଧ୍ୟ ବଞ୍ଚିଥାଏ । କଣ ଆପଣ ଜାଣିଛନ୍ତି ପୁଦିନା ପେଟ ଗ୍ଯାସ, ଝାଡା ବାନ୍ତି ସବୁ ପ୍ରକାର ସମସ୍ଯାରୁ ମୁକ୍ତି ଦେଇଥାଏ ।

Image Courtesy: Google

ପୁଦିନା ବ୍ୟକ୍ତି ପାଇଁ ରାମବାଣ ଚିକିତ୍ସା ଅଟେ କାହିଁକିନା ଏହା ଦ୍ଵାରା ଆମ ପେଟ ଭଲ ହୋଇଥାଏ ଓ ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପେଟ ସବୁ ପ୍ରକାର ରୋଗର କେନ୍ଦ୍ର ହୋଇଥାଏ । ପେଟ ଦ୍ଵାରା ସବୁ ପ୍ରକାର ରୋଗ ର ଉତପତି ହୋଇଥାଏ, ତେବେ ଅଜିନ ଭଳି ରୋଗ ପାଇଁ ଆପପଣଙ୍କୁ କିଛି ପୁଦିନା ପତ୍ର ଓ କଳା ଲୁଣ ଓ କିଛି ଗୁଜୁରାତି ବାଟି ପିବା ଉଚିତ ଏହା ଦ୍ଵାରା ଆପଣଙ୍କ ଅଜିନ ରୋଗ ଦୂର ହୋଇଥାଏ ଓ ଆପଣଙ୍କୁ ଆରାମ ମିଳିଥାଏ ।

Image Courtesy: Google

ତେବେ ଯଦି ଆପଣ ପୁଦିନା ପତ୍ର ଓ କିଛି ଗୋଲମରୀଚ ମିଶିରି ପାଣିରେ ଗୋଳାଇ ସେବନ କରନ୍ତି ତେବେ ବାନ୍ତି, ପତଳା ଝାଡା, ରକ୍ତ ଝାଡା, ନାଳୁଆ ଝାଡା ଭଳି ଯାବତିୟ ଝାଡାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କୁ ବାୟୁ ବା ଶୂଳ ରୋଗ ଅଛି ତେବେ ଆପଣଙ୍କୁ ପ୍ପୁଦିନା ପତ୍ର ସହ ସୁଣ୍ଠି ଓ ଜୁଆଣୀ ସମାନ ମାତ୍ରାରେ ଗୋଳାଇ ପିବା ଦ୍ଵାରା ଆପଣଙ୍କ ଏହି ରୋଗରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।

Image Courtesy: Google

ଆପଣଙ୍କୁ ପୁଦିନା ପତ୍ର ଏତେ ଲାଭକାରୀ ଗୁଣ ଜଣା ଥିଲା କି ଯଦି ନଥିଲା ତେବେ ଏହାକୁ ଉପଯୋଗ କରନ୍ତୁ ଓ ନିଜ ସ୍ୱାସ୍ଥ୍ୟ ଭଲ ରଖନ୍ତୁ । ପୁଦିନା ପତ୍ର ସହ କଞ୍ଚା ହଳଦୀ ବାଟି ଛୁଆ ମାନଙ୍କୁ ପିଆଇଲେ ଛୁଆଙ୍କ ପେଟରେ କୁର୍ମି ରୋଗ ଓ ଅନ୍ୟ ପେଟ ଯାବତିୟ ରୋଗ ଭଲ ହୋଇଥାଏ ଓ ଆପଣ ନିଜ ଛୁଆଙ୍କୁ କିଛି ବି ଖାଇବାକୁ ଦେଇ ପାରନ୍ତି ଓ ଏହା ଦ୍ଵାରା ଆପଣଙ୍କ ଛୁଆ ପାଚନ ଶକ୍ତି ମଧ୍ୟ ବଢିବାକୁ ଲାଗିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button