ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ କଣ ? ଜାଣନ୍ତୁ ଏହାର ପୌରଣିକ କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ  ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପକୁ ଧାରଣ କରି ହି ପୃଥିବୀପୁଷ୍ଟକୁ ଆସିଥିଲେ । ତେବେ ଭଗବାନ ଶ୍ରୀକୃଷ୍ଣ କରିଥିବା ମହତ୍ଵ କାର୍ଯ୍ୟ ସମ୍ବନ୍ଧରେ ଆମେ ଅନେକ ଶାସ୍ତ୍ରମାନଙ୍କରେ ପଢିଛୁ ଓ ସାନ ବେଳୁ ଶୁଣିଆସିଛୁ । ମାତ୍ର ଶ୍ରୀକୃଷ୍ଣଙ୍କ ମୃତ୍ୟୁର ରହସ୍ୟ ବିଷୟରେ କେତେକ ଲୋକେ ଜାଣିନଥାନ୍ତି କିନ୍ତୁ ମୁଁ ଆଜି ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ କହିବାକୁ ଇଛା କରୁଛୁ  ।

ତେଣୁ କରି ଏହି ପୋଷ୍ଟଟିକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ଶ୍ରୀକୃଷ୍ଣ ଭଗବାନଙ୍କ ଏହି  ଅବତାର ବିଷ୍ଣୁଙ୍କ ଅବତାର  ଏବଂ ଏହା ସବୁ ଅବତାରରୁ ପ୍ରିୟା ଅଟେ । ଭଗବାନ ଶ୍ରୀକୃଷ୍ଣ ଅସ୍ତ୍ରଶସ୍ତ୍ର ନ ଉଠାଇ ମଧ୍ୟ ଯୁଦ୍ଧର ପରିମାଣ ବାହାର କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣ ପ୍ରଥମରୁ କହିଛନ୍ତି କୁ  ମଣିଷ ଯେଉଁ ଭଳି କର୍ମ କରିଥାଏ ସେହିରୂପେ ଫଳ ପାଇଥାଏ । କର୍ମଠାରୁ ସେ ସ୍ଵୟଂ ବି ବଞ୍ଚିପାରିବେ ନାହିଁ ।

କାରଣ ସୃଷ୍ଟିର ନିୟମ ସମସ୍ତଙ୍କ ପାଇଁ ସମାନ ରୂପେ ହୋଇଥାଏ । ପ୍ରାଣୀ , ମଣିଷ ପ ଭଗବାନ ପାଇଁ ମଧ୍ୟ ନିୟମ ସମାନ ରହିଥାଏ । ଯେତେବେଳେ ମହାଭାରତ ଯୁଦ୍ଧରେ ଦୁର୍ଜ୍ୟୋଧନଙ୍କ ମୃତ୍ୟୁ ଖବର ଶୁଣି ମାତା ଗାନ୍ଧାରୀ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଏହା ହୋଇଛି ବୋଲି ମନେ କରି ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ କି ତାଙ୍କର ମୃତ୍ୟୁର 36 ବର୍ଷ ପରେ ହେବ ଏବଂ ଶ୍ରୀକୃଷ୍ଣଙ୍କ ନଗର ବୁଢିଯିବ ଓ ତାଙ୍କ ବଂଶ ନାଶ ହେବ । ଭଗବାନ ଶ୍ରୀକୃଷ୍ଣ ଏହା ଶୁଣିମଧ୍ୟ ଖୁସି ହୋଇଯାଉଥିଲେ ।

ଯେତେବେଳେ ଶ୍ରୀକୃଷ୍ଣଙ୍କ ଉପରେ ଗାନ୍ଧାରୀଙ୍କ  କ୍ରୋଧ ଶାନ୍ତ ହୋଇଗଲା ସେ କହିଲେ ମୋ କ୍ଷମା କର ଏଥିରେ ଶ୍ରୀକୃଷ୍ଣ କହିଲେ ହେ ମାତା ଆପଣ କ୍ଷମା କଣ ପାଇଁ ମାଗୁଛନ୍ତି ଏହାର ବିଧିର ବିଧାନ ଅଟେ ଏବଂ ଏଥିରେ ମୁଁ ମଧ୍ୟ ଅଛି । ଏହା ପରେ ଶ୍ରୀକୃଶନ ଦ୍ଵାରିକା ନଗର ଚାଲିଗଲେ ଓ ଶ୍ରୀକୃଷ୍ଣଙ୍କ ପୁତ୍ରମାନେ ଧୀରେ ଧୀରେ ମହାଶକ୍ତିଶାଳି ହୋଇଥିଲେ ଏବଂ ପୁରା ଯଦୁ ବଂଶ ବିକ୍ରମଶାଳି ହୋଇଥିଲା ।

ମାତ୍ର ଗାନ୍ଧାରୀଙ୍କ ଅଭିଶାପ ଯୋଗୁଁ ଦ୍ଵାରିକାରେ ସବୁ ସୁଖଶାନ୍ତି ଥାଇ ମଧ୍ୟ ଅଭିଶାପରୁ ବଞ୍ଚିପାରିଲେ ନାହିଁ । ଯଦୁବଂଶରେ ଉଭୟ ଉଭୟଙ୍କ ପ୍ରତି ଯୁଦ୍ଧ କରି ବିନଷ୍ଟ ହୋଇଗଲେ । ଏହା ଦେଖିବା ପରେ ଭଗବାନ ଶ୍ରୀକୃଷ୍ଣ ଜଙ୍ଗଲକୁ ପଳାଇଥିଲେ ଏବଂ ଭଗବାନ ଶ୍ରୀ କୃଷ୍ଣଙ୍କ ଭାଇ ବଳରାମ ଦେହତ୍ୟାଗ କରିଦେଇଥିଲେ । ଭଗବାନ ଶ୍ରୀକୃଷ୍ଣ ଗଛ ତଳେ ବସିଥିବା  ସମୟରେ ବନ୍ୟଶିକାରୀ ଶ୍ରୀ କୃଷ୍ଣଙ୍କ ପାଦକୁ ପକ୍ଷୀର ଆଖି ଭାବି ତୀର  ମାରିଥିଲେ ଯାହାକୁ ଦେଖିଥିବା ଶିକାରୀ ଶ୍ରୀକୃଷ୍ଣକୁ କ୍ଷମା ପ୍ରାଥନା କରିଥିଲେ।

ଭଗବନ ଶ୍ରୀକୃଷ୍ଣ କହିଥିଲେ କି ତମେ କ୍ଷମା ମାଗନି ତ୍ରପାୟ ଯୁଗରେ ତୁମେ ବାଳି ଥିଲ ଯାହାକୁ ମୁଁ ରାମ ଅବତାରରେ ଭୁଲରେ ଧକା ଦେଇ ପ୍ରାଣ ନେଇଥିଲେ । ତେଣୁ ମୁଁ ଆଜି ମୋର କର୍ମର ଫଳ ଭୋଗୁଛି କହି ତାଙ୍କ ଶେଷ ନିଶ୍ଵାସ ପରିତ୍ୟାଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button