ଦେଶ ବିଦେଶ

ଯଦି ଆପଣଙ୍କୁ ସ୍ଵପ୍ନରେ ଏହି ୪ଟି ଜିନିଷ ଦେଖା ଯାଏ, ତେବେ ଜାଣିନେବେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଗଲାଣି

ରାତିରେ ତ ସ୍ଵପ୍ନ ସମସ୍ତେ ଦେଖନ୍ତି । ସ୍ଵପ୍ନ ଦୁଇ ପ୍ରକାରର ହୋଇଥାଏ ଗୋଟେ ଯାହା ଆମେ ଖାଲି ଦେଖୁ ଅନ୍ୟଟି ଯାହା ଆମେ ଶୋଇଥିବା ସମୟରେ ଦେଖୁ । ଜଣେ ବ୍ୟକ୍ତି ଦିନସାରା ଥକାନ ପରେ ରାତିକୁ ଖାଇ ପିଇ ଆରମରେ ଶୋଇପଡେ । ଶୋଇଗଲା ପରେ ସେ ଅନେକ ସ୍ଵପ୍ନ ଦେଖେ କିନ୍ତୁ ସକାଳୁ ଶୋଇକି ଉଠିଲା ପରେ ସେ ତାର ସ୍ଵପ୍ନ ଭୁଲି ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାତିର କି ସକାଳର ସ୍ଵପ୍ନ ଆମ ଜୀବନରେ ଅନେକ ପ୍ରଭାବ ପକାଏ । ଆଜି ଆମେ ଏମତି କିଛି ସ୍ଵପ୍ନର ପ୍ରଭାବ ବିଷୟରେ କହିବୁ ଯାହା ଆପଣ ଜାଣି ନାହାନ୍ତି ।

I
ଙ୍ଖର ଶବ୍ଦ ଶୁଣାଯିବା

ଅନେକ ସମୟରେ ଲୋକଙ୍କୁ ସ୍ଵପ୍ନରେ ମନ୍ଦିର ନହେଲ ଦେବୀ ଦେବତାଙ୍କ ଦର୍ଶନ ହୁଏ । ଯଦି ଆପଣ ଶଙ୍ଖର ଶବ୍ଦ ଶୁଣନ୍ତି ତେବେ ଆପଣଙ୍କ ଘରକୁ ବହୁତ ଶିଘ୍ର ଲକ୍ଷ୍ମୀ ଆସୁଛନ୍ତି । ଆଉ ମଧ୍ୟ ଯଦି ଆପଣଙ୍କ ସ୍ଵପ୍ନରେ ଯଦି ପରିବେଶ ସମ୍ବନ୍ଧ କିଛି ସ୍ଵପ୍ନ ଆସିଲା ତେବେ ଏହା ନିଶ୍ଚିନ୍ତ କି ଆପଣଙ୍କୁ ବହୁତ ଶୀଘ୍ର ଧନ ମିଳିବ ।ମୂଷା ଦେଖା ଦେବା

ଯଦି ଆପଣ ସ୍ଵପ୍ନରେ ମୂଷା ଦେଖନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହି ସ୍ଵପ୍ନର ମାନେ କି ଆପଣ ବହୁତ ଶୀଘ୍ର ଧନବାନ ହେବେ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ ।

ସଧବା ମହିଳାଙ୍କୁ ଦେଖିଲେ

ଯଦି ଆପଣ ସ୍ଵପ୍ନରେ ଏମିତି ଏକ ମହିଳାଙ୍କୁ ଦେଖନ୍ତି ଯିଏ ଲାଲ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ମଥାରେ ସିନ୍ଦୁର ପିନ୍ଧିଛନ୍ତି ତେବେ ଜାଣିନେବେ କି ମା ଲକ୍ଷ୍ମୀ ଆପଣଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହିତ ଯଦି ଆପଣ କେହି କନ୍ୟାଙ୍କୁ ପଇସା ଦେଇଥିବାର ଦେଖିଥାନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଧନବର୍ଷା କରାଇବ ।

ଗାଇର ଦର୍ଶନ

ଯଦି ଆପଣଙ୍କୁ ସ୍ଵପ୍ନରେ କୌଣସି ଗାଇର ଦର୍ଶନ ହୁଏ ତେବେ ଏହା ବହୁତ ଶୁଭ ହୋଇଥାଏ । ସ୍ଵପ୍ନରେ ଗାଇରେ ଦର୍ଶନ ହେବା ମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆପଣଙ୍କ ଜୀବନରେ ଆଗମନ ହେବା । ଆପଣଙ୍କ ଘରେ ଧନ ବର୍ଷା ହେଇପାରେ । ଗାଇରେ ୩୬ କୋଟି ଦେବୀ ଦେବତା ବାସ କରନ୍ତି । ସେଥିପାଇଁ ଗାଇମାନଙ୍କୁ ପୂଜା କରାଯାଏ । ଏହା ଯୋଗୁଁ ଗାଈ ସ୍ଵପ୍ନରେ ଆସିବା ଶୁଭ ହୋଇଥାଏ । ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧିତ ଟିପ୍ସ ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button