ବିଚାର

ବାଛନ୍ତୁ ଗୋଟିଏ ରଙ୍ଗର ଗୋଲାପ ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ ( Personality Test )

ଜୀବନ ଯାତ୍ରା ଏକ ସହଜ ଯାତ୍ରା ନୁହେଁ  । ଆମେ କେବେ ହେଲେ କାହାକୁ ଦୋଷ ଦେଇ ପରିବାନି ଯଦି ଆମେ ଏହି ଯାତ୍ରାରେ ନିଜ ପାଇଁ କିଛି କରିବା ପାଇଁ ଚେଷ୍ଟା ନ କରିକି ସବୁ ବେଳେ ଅନ୍ୟ ଉପରେ ନିର୍ଭର ହୋଇ ରହିବା । ସବୁ ଲୋକଙ୍କ ନିଜର ଏକ ସ୍ୱପ୍ନ ଥାଏ ତାହା ଆମେ ଆମ ପାଇଁ ଦେଖୁ ତ କିଛି ଜଣ ନିଜ ପରିବାର ପାଇଁ ଦେଖିଥାନ୍ତି । କିନ୍ତୁ କେବଳ ସ୍ଵପ୍ନ ଦେଖିବା ଦ୍ୱାରା କିଛି ହୋଇନଥାଏ ଏହା ପାଇଁ ଆମକୁ କଠିନ ପରିଶ୍ରମ ମଧ୍ୟ କରିବା ପାଇଁ ପଡି ଥାଏ ।

ବାହାର ଜାଗାରେ ଆମେ ଯଦି ଯାଇକି କିଛି କରି ପାରିଲେ ତେବେ ଲୋକମାନେ ଆମର ପ୍ରଶଂସା କରିଥାନ୍ତି କିନ୍ତୁ ଏହା ଯଦି ଆମେ ଆମ ଘର ପାଖରେ କରିବାକୁ ଚେଷ୍ଟା କରିବା କିଛି ଲୋକ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରନ୍ତି । ତେଣୁ ଏହା ସ୍ପଷ୍ଟ ଯେ ଜୀବନ ରେ ସଂଘର୍ଷ ଖୁବ ଅଛି । ଯାହା ଭି ହେଉ ନା କାହିଁକି ଆମେ ଏହାକୁ ଜିତିବାର ଅଛି । ଆମେ ଯଦି କହିବା କି ଆପଣ ଯଦି ଆଗାମୀ ଦିନ ର କିଛି ଆଭାସ ପାଇ ପାରିବେ କିମ୍ବା ଆପଣ ଯଦି ନିଜ ବିଷୟରେ ଭଲ ଭାବେ ଜାଣି ପରିବେ ତେବେ ଆପଣ ଖୁବ ଭଲ ଫଳା ଫଳ ପାଇବେ ।

ଆଜି ଆମେ ଆପଣଙ୍କ ପାଇଁ ତିନି ରଙ୍ଗର ଫୁଲ ଆଣିଛୁ । ଏହା ମଧ୍ୟରୁ ଆପଣ ଏକ ଫୁଲ ବାଛନ୍ତୁ । ଆପଣ ଯଦି ପ୍ରଥମ ଫୁଲ କିମ୍ବା ନାଲି ଫୁଲ ବାଛି ଛନ୍ତି ତେବେ ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣ ସବୁ କାମ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି । ଆପଣ କାହା କଥା ଅନୁସାରେ କାମ କରିବା ପାଇଁ ଭଲ ପାଇନଥାନ୍ତି । ଆପଣଙ୍କ ଚିନ୍ତାଧାର ଅନ୍ୟ ମାନଙ୍କ ଅପେକ୍ଷା ଅଲଗା ହୋଇଥାଏ । ଯାହା ଦ୍ଵାରା ଆପଣ କାହାକୁ କିଛି କହିବା  ପାଇଁ ମଧ୍ୟ ଭଲ ପାଇନଥାନ୍ତି । ଆପଣ ଯଦି ନୀଳ ରଙ୍ଗର ଫୁଲ ବାଛିଛନ୍ତି ତେବେ ।

ଆପଣଙ୍କ ଜୀବନ ଆପଣ ଙ୍କ ନିଜ ଅଧୀନରେ ଅଟେ । ଆପଣ ଖୁବ ଧର୍ଜବାନ ଓ ଗମ୍ଭୀର ଲୋକ ଅଟନ୍ତି । କାହା ସହ ଗପିବା କିମ୍ବା ସମୟ ବିତାଇବା ଆପଣଙ୍କୁ ପସନ୍ଦ ନୁହେଁ ଆପଣ ଏକା ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣ କାହାକୁ କିଛି ଭି କାମ ଦେବା ଆଗରୁ ଆଗେ ନିଜେ ସେହି କାମର ଯାଞ୍ଚ କରିବା ପାଇଁ ଭଲ ପାଇ ଥାନ୍ତି । ଯାହା ଦ୍ଵାରା ଆପଣ ଆଗକୁ ଯାଇକି ଏକ ଭଲ ଲିଡର ହେବାର ସମ୍ଭାବନା ଅଛି ।

ଆପଣ ଯଦି କଳା ରଙ୍ଗ ବାଛି ଛନ୍ତି ତେବେ ଆପଣ ନିଜ କାମକୁ ନେଇକି ବହୁତ କନଫିଡେଣ୍ଟ ଅଟନ୍ତି । ଆପଣ ସବୁ କ୍ଷେତ୍ରରେ ଆଗରେ ରୁହନ୍ତି । ଆପଣଙ୍କ କାମ ଆପଣଙ୍କ ପରିଚୟ ଅଟେ ।  କାହା ସହ କେଉଁ ଭଳି କଥା ହେବାକୁ ପଡିବ ଏହା ଆପଣ ଖୁବ ଭଲ ଭାବେ ଜାଣି ଥାନ୍ତି । ଯାହା ଦ୍ଵାରା ଆପଣଙ୍କ ଆଖ ପାଖରେ ସବୁ ବେଳେ ଲୋକ ସମର୍ଥନ ଥାଏ । ଆପଣ ରାଜନୀତିରେ ଆଗାମୀ ଦିନରେ ଯୋଗ ଦେଇ ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button