ଦେଶ ବିଦେଶ

ଏକା ବେଳକେ ୩-୩ ଟା ନ-ଗ୍ନ ଝିଅ ଙ୍କ ସହ ଶୋଇଲା ଯୁବକ..କହିଲା, ୩ ଟା ସ୍ତ୍ରୀ ଙ୍କ ସହ ସମ୍ପର୍କ କରିବା ଗର୍ବ ର କଥା..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗୋଟେ ସ୍ତ୍ରୀ ପାଖରେ ମନ ଭରୁ ନଥିଲା ବୋଲି ସ୍ଵାମୀ ତିନି ତିନିଟା ବାହା ହୋଇ ଥିଲା। ତିନି ଜଣକ ସହ ମଜା ମଧ୍ୟ ଉଠାଉ ଥିଲା। ହେଲେ ଶେଷରେ ତାଙ୍କର ସବୁ ଖେଳ ପଦା ରେ ପଡି ଯାଇଥିଲା।
ଗୋଟେ ସ୍ତ୍ରୀ ରେ ଶାନ୍ତି ହେଲା ନାହିଁ ବୋଲି ଜଣେ ଜଣେ କରି ତିନି ଜଣ ସ୍ତ୍ରୀ କୁ ବାହାହେଲା ପରେ ବାଜି ମାରି ଚାଲିଥିଲା। ହେଲେ ସେହି ଖେଳରେ ସେ ନିଜେ ହାରି ଯିବ ବୋଲି ଏକଥା ସେ ଜାଣି ନଥିଲା।
Vg
ପ୍ରଶାନ୍ତ ନାମକ ଏହି ଯୁବକ ଜଣକ ହେଉଛନ୍ତି ପେଶାରେ ଜଣେ ସରକାରୀ ଶିକ୍ଷକ। ଶିକ୍ଷକତା କରିବା ବ୍ୟତିତ ସେ ଅନ୍ୟାନ୍ୟ କାମରେ ମଧ୍ୟ ବେଶ ଧୁରନ୍ଧର ଅଟନ୍ତି। ଝିଅ ମାନଙ୍କୁ ଫସାଇ ମଜା ନେବା ସହ ସେ ସେମାନଙ୍କୁ ବାହା ହେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇ ଥାଆନ୍ତି।
ହେଲେ ସେହି ମଜା ଏବେ ପ୍ରଶାନ୍ତ ଙ୍କ ପାଇଁ ସଜା ହେବାକୁ ଯାଉଛି। ପ୍ରଶାନ୍ତ ନାମକ ଏହି ଯୁବକ ପ୍ରଥମେ ଶଶି ନାମକ ଏକ ମହିଳାଙ୍କୁ ବିବାହ କରିଥିଲେ।
ଶଶି ସହ ମନ ଭରିଯିବା ପରେ ଲୁଚି ଛପି ଲାଲି ନାମକ ଆଉ ଏକ ମହିଳାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ। ପୁଣି ଲାଲି ସହ ବାହା ହୋଇ ମଜା ନେବା ପରେ ଆଉ ଏକ ବିବାହିତ ମହିଳାଙ୍କୁ ପୁଣି ଥରେ ବାହା ହୋଇଥିଲେ।
Vh
ଏହି ତିନି ଜଣକୁ ବିବାହ ପରେ ସେ ଗୋଟେ ପରେ ଗୋଟେ ସ୍ତ୍ରୀ ସହ ପାଳି କରି ମଧ୍ୟ ରହୁଥିଲେ। ଧୀରେ ଧୀରେ ସେ ସମସ୍ତଙ୍କୁ ଭକୁଆ ମଧ୍ୟ ବନାଇ ଦେଇଥିଲେ। ହେଲେ କେମିତି କେଜାଣି ତାଙ୍କର ସବୁ ସତ ଧରା ପଡି ଯାଇଥିଲା।
ଆଉ ଏବେ ଦୁଇଟି ସ୍ତ୍ରୀ ପ୍ରଶାନ୍ତ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏବଂ ପ୍ରଶାନ୍ତ ଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି। ଅନ୍ୟପଟେ ପ୍ରଶାନ୍ତ ତୃତୀୟ ସ୍ତ୍ରୀ ର ସ୍ୱାମୀ ବବଲୁ କୁ ମଧ୍ୟ ଧମକ ଦେଉଛି।
ଯାହାକୁ ନେଇ ତୃତୀୟ ସ୍ତ୍ରୀ ର ସ୍ୱାମୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button