ବିଚାର

ଭଗବାନ ହନୁମାନଙ୍କ ପୂଜା କରିବା ପାଇଁ ଏହି ପାଞ୍ଚ ଦିନ ହୋଇଥାଏ ସର୍ବଶ୍ରେଷ୍ଠ , ମିଳିଥାଏ ବଜରଙ୍ଗବଳୀଙ୍କ କୃପା

ହନୁମାନଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଫଳଦାୟକ ଅଟେ। ତାଙ୍କର ପୂଜା କରିବା ଦ୍ୱାରା ସବୁ ଦୁଃଖକଷ୍ଟ ନା-ଶ ହୋଇଥାଏ। ଶାସ୍ତ୍ରରେ ଏଭଳି ପାଞ୍ଚ ଦିନ କୁହାଯାଇଛି ଯାହାକି ଏହାଙ୍କ ପୂଜା କରିବାର ସର୍ବଶ୍ରେଷ୍ଠ ମାନା ଯାଇଛି। ଏଥିପାଇଁ ଆପଣ ପାଞ୍ଚଦିନ ତାଙ୍କର ପୂଜା ନିଶ୍ଚିତ ରୂପରେ କରନ୍ତୁ। ମାନା ଯାଇଥାଏ କି ଯେଉଁ ଲୋକେ ଏହି ପାଞ୍ଚ ଦିନ ହନୁମାନଙ୍କ ନାମ ନେଇ ଥାନ୍ତି, ତାଙ୍କର ରକ୍ଷା ଭୂତ ପିଶାଚ , ଶନି ଗ୍ରହ, ଖରାପ ସ୍ବପ୍ନ ଏବଂ ଦୁର୍ଘ-ଟଣା ଦ୍ୱାରା ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା ଦ୍ୱାରା କେଉଁ ପାଞ୍ଚଟି ରାଶିକୁ ଉତ୍ତମ ମାନା ଯାଇଥାଏ।

ମଙ୍ଗଳବାର ଦିନ –

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା କରିବା ଦ୍ୱାରା ମଙ୍ଗଳ ଦୋଷର ସମାପ୍ତି ହୋଇଥାଏ। ଏହି ଗ୍ରହର ଖରାପ ପ୍ରଭାବରୁ ର-କ୍ଷା ମିଳିଥାଏ। ଯେଉଁ ଲୋକେ ଏହିଦିନ ହନୁମାନଙ୍କୁ ପୂଜା କରିଥାନ୍ତି, ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଋଣରେ ବୁଡି ରହିଥିବା ଲୋକଙ୍କୁ ମୁକ୍ତି ମିଳିବ। ଯେଉଁ ଲୋକଙ୍କୁ ଭୟ ଲାଗୁଛି ସେମାନଙ୍କୁ ହନୁମାନ ଚାଳିଶା ପାଠ କରିବା ଉଚିତ।

ଶନିବାର ଦିନ –

ଭଗବାନ ହନୁମାନଙ୍କ ପୂଜା ଶନିବାର ଦିନ କରିବା ଉତ୍ତମ ହୋଇଥାଏ। ଏହିଦିନ ହନୁମାନଙ୍କ ପୂଜା କରିବା ସହିତ ସୁନ୍ଦରକା-ଣ୍ଡ ର ପାଠ କରିବା ଉଚିତ। ମାନ୍ୟତା ରହିଛି କି ଶନିବାର ଦିନ ଭଗବାନ ହନୁମାନଙ୍କ ପୂଜା କରିବା ଦ୍ୱାରା ଶନି ଗ୍ରହର କୋପ ରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କ କୁଣ୍ଡଳୀ ରେ ଗ୍ରହ ଭାରୀ ରହିଥାଏ, ତାହା ଶାନ୍ତ ହୋଇଯାଏ। ଆପଣ ଶନିବାର ଦିନ ସନ୍ଧ୍ୟା ସମୟରେ ସୁନ୍ଦରକା-ଣ୍ଡ ପାଠ କରନ୍ତୁ ଏବଂ ହନୁମାନ ମନ୍ଦିର ଯାଇ ଅଟା ର ଦୀପ ପ୍ରଜ୍ବ-ଳନ କରନ୍ତୁ।

Google

ମାର୍ଗଶିର ମାସ –

ମାର୍ଗଶିର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିକୁ ହନୁମାନଙ୍କ ବ୍ରତ ନିଶ୍ଚିତ ରୂପରେ ରଖନ୍ତୁ। ଏହିଦିନ ହନୁମାନଙ୍କ ବ୍ରତ ରଖନ୍ତୁ, ହନୁମାନ ଚାଳିଶା ପାଠ, ଜପ, ଅନୁଷ୍ଠାନ ଆରମ୍ଭ କରିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିବ। ଯେଉଁ ଲୋକଙ୍କର କୌଣସି କାର୍ଯ୍ୟ ସମ୍ପନ୍ନ ହେଉନାହିଁ, ସେମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଭଗବାନ ହନୁମାନଙ୍କ ନାମ ନେଇ ଆପଣ ଯେଉଁ କାର୍ଯ୍ୟ କରିବେ , ସବୁଥିରେ ସଫଳତା ପାଇବେ।

ହନୁମାନ ଜୟନ୍ତୀ –

ହନୁମାନ ଜୟନ୍ତୀ ଦିନ ଅନେକ ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଏ। ହନୁମାନ ଜୟନ୍ତୀ ପର୍ବ ଦୁଇ ଥର ଆସିଥାଏ। କହିବାକୁ ଗଲେ କିଛି ରାଜ୍ୟରେ ଏହି ପର୍ବ ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଦିନ ମାନା ଯାଇଥାଏ। ଆଉକିଛି ସ୍ଥାନରେ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ କୁ ହନୁମାନ ଜୟନ୍ତୀ ପାଳନ କରାଯାଏ। ଦୁଇଟି ଦିନ ସର୍ବଶ୍ରେଷ୍ଠ ହୋଇଥାଏ। ପ୍ରଥମ ତିଥି ଅନୁସାରେ ଏହିଦିନ ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବା ପାଇଁ ପଳା-ୟନ କରିଥିଲେ। ସେହି ଦିନ ରାହୁ ମଧ୍ୟ ସୂର୍ଯ୍ୟ କୁ ଗ୍ରାସ କରିବା ପାଇଁ ଆସିଥିଲା। କିନ୍ତୁ ହନୁମାନଙ୍କୁ ଦେଖି ସୂର୍ଯ୍ୟ ତାଙ୍କୁ ଦ୍ଵିତୀୟ ରାହୁ ଭାବି ନେଲେ। ଦ୍ୱିତୀୟ ତିଥି ଅନୁସାରେ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀକୁ ତାଙ୍କର ଜନ୍ମ ହୋଇଥିଲା। ସେହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସବୁ ସ-ଙ୍କଟ ଦୂର ହୋଇଯିବ।

ପୂଜା ପୂର୍ଣ୍ଣିମା ଏବଂ ଅମାବାସ୍ୟା –

ହନୁମାନଙ୍କ ପୂଜା ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ କରିବା ଲା-ଭକାରୀ ସାବ୍ୟସ୍ତ ହୋଇଥାଏ। ଏହିଦିନ ପୂଜା କରିବା ଦ୍ୱାରା ଭ-ୟ, ଚନ୍ଦ୍ରଦୋଷ, ଦେବ ଦୋ-ଷ, ମାନସିକ ଅ-ଶାନ୍ତି, ଭୂତ ପିଶାଚ ଏବଂ ଦୁର୍ଘ-ଟଣାରୁ ର-କ୍ଷା ହୋଇଥାଏ।

Google

ଏହି ପ୍ରକାରର କରନ୍ତୁ ପୂଜା –

ହନୁମାନଙ୍କ ପୂଜାର୍ଚ୍ଚନା ପାଇଁ ରାତି ସମୟ ସବୁଠାରୁ ଉତ୍ତମ ଅଟେ। ଏଥିପାଇଁ ସର୍ବଦା ସାତ ଘଟିକା ପରେ ତାଙ୍କର ପୂଜା କରନ୍ତୁ।

ପୂଜା କରିବା ସମୟରେ ହନୁମାନଙ୍କୁ ସିନ୍ଦୂର ଏବଂ ଚମେଲିର ତେଲ ନିଶ୍ଚିତ ଅର୍ପଣ କରନ୍ତୁ।

ପୂଜା ଆରମ୍ଭ କରିବା ସମୟରେ ସୋରିଷ ତେଲର ଦୀପ  ଜ-ଳାଇ-ଲେ ଏବଂ ଭଗବାନ ରାମଙ୍କ ନାମ ନେଇ ପୂଜା କରନ୍ତୁ। ଏଭଳି ପୂଜା ସମାପ୍ତ ହେବା ପର୍ଯ୍ୟନ୍ତ ଭଗବାନ ରାମଙ୍କ ନାମ ଜପ କରନ୍ତୁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button