ରାସନ କାର୍ଡ ଧାରୀ ଙ୍କ ଆସିଲା ଏହି ବଡ ଖବର । ଜାଣି ନିଅନ୍ତୁ ନହେଲେ ପସ୍ତେଇବେ
ଏବେ ଏବେ ଆସିଗଲା ଆଉ କିଛି ଦମଦାର ଖବର ଆପଣ ମାନେ ଶେଷ ଯାଏ ପଢନ୍ତୁ । ଯଦି ଆପଣ ମାନଙ୍କର ରାସନ କାର୍ଡ ରହିଛି ତେବେ ଆପଣ ମାନଙ୍କୁ ମିଳିବାକୁ ଯାଉଛି ନୂଆ ସୁବିଧା ଏହା ସହିତ ଅନ୍ୟାନ ଖବର ଗୁଡିକ ରହିଛି । ପ୍ରଥମ ବଡ ଖବର ଟି ହେଲା ଆଧାର କାର୍ଡ ଧାରୀ କରନ୍ତୁ ଏହି କାମ ପାଇବେ ମାଗଣା ରାସନ । ଦେଶରେ ଲୋକ ମାନେ ଗରିବ ଲୋକ ମାନଙ୍କୁ ରାସନ କାର୍ଡ ମାଧ୍ୟମ ରେ ମାଗଣା ରାସନ ଯୋଗେଇ ଦେଉଛନ୍ତି । କିନ୍ତୁ ପ୍ରୟତଃ ଦେଖିବାକୁ ମିଳେ ଯେ ଗୋଟିଏ ସହର ରୁ । ଅନ୍ୟ ସହର ରୁ ସ୍ଥାନାନ୍ତରିତ ହେବା ପରେ ଠିକଣା ବଦଳି ଜାଇଥାଏ ।
ସେହିଥି ପାଇଁ ବହୁତ ସଂଖ୍ୟକ ଲୋକ ମାଗଣା ରାସନ ପାଇବାରୁ ବଞ୍ଚିତ ହୁଅନ୍ତି । ବହୁତ କମ୍ ଲୋକ ରହିଛନ୍ତି ଯେଉଁମାନେ ଜାଣିଛନ୍ତି ଯେ ଆଧାର କାର୍ଡ ମାଧ୍ୟମ ରେ ୱାନ ନେସନ ୱାନ ରାସନ ମାଧ୍ୟମ ରେ ରାସନ କାର୍ଡ ଧାରୀ ମାନେ ଯେକୈଣସି ରାଜ୍ୟ ତଥା ସହର କୁ ଜାଇ ମାଗଣା ରାସନ ପାଇ ପାରିବେ । ଯଦି ଆପଣ ମାନେ ମାଗଣା ରାସନ ପାଇବାକୁ ଚାହୁଁଛନ୍ତି ତେବେ ଏହିଥି ପାଇଁ ଆଧାର ପ୍ରଦାନ କାରୀ ସଂସ୍ଥା । UIDAI ଅଫିସିଆଲ ମିଡିଆ ରେ ଏହି ସୂଚନା ଦେଇଛି ଯେ ଆଧାର ମାଧ୍ୟମ ରେ ୱାନ ନେସନ ୱାନ ରାସନ ଅଧିନ ରେ ଦେଶର ଯେକୈଣସି ସହର ରେ ରାସନ ପାଇ ପାରିବେ । ଏହିଥି ପାଇଁ ରାସନ କାର୍ଡ ଧାରୀଙ୍କୁ ତାଙ୍କର ଆଧାର ଅପଡେଟ କରିବାକୁ ପଡିବ ।
ଆଧାର ଅପଡେଟ କରିବାକୁ ଆପଣ ମାନେ ନିକଟସ୍ଥ ଆଧାର କେନ୍ଦ୍ର କୁ ଯାଇ ପାରିବେ । ଯାହା ଜରିଆରେ ଆପଣ ମାନେ ଯେକୈଣସି ସ୍ଥାନରେ ରହିଲେ ବି ମାଗଣା ରାସନ ର ଲାଭ ଉଠେଇ ପାରିବେ । ଏବଂ ପରବର୍ତି ଖବର ଟି ହେଲା PM ହୀତାଧିକାରୀ ଙ୍କ ଯାଞ୍ଚ ପାଇଁ ସବୁ ଜିଲ୍ଲାରେ ହେବ ଉଜ୍ୱଳା କମିଟି । ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତର୍ଗତ ହୀତାଧିକାରୀ ଙ୍କ ଯାଞ୍ଚ ଏବେ ଜିଲ୍ଲା ସ୍ଥରିୟ କମିଟି କରିବ । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଦେଶର ସବୁ ଜିଲ୍ଲାରେ ଉଜ୍ୱଳା କମିଟି ଗଠନ କରିବା ଲାଗି ।
ନିର୍ଦ୍ଧେଶ ଦିଆ ଯାଇଥିବା ବିଶେଷ ସୂତ୍ର ରୁ ଜଣା ପଡିଛି । ଆହୁରୀ ମଧ୍ୟ ଜଣା ପଡିଛି ଯୋଜନା ର କ୍ରିୟାନୟ ର ତଦାରଖ କମିଟି କରିବ । ଯୋଗ୍ୟ ହୀତାଧିକୀ ଙ୍କୁ ଯେଉଁ ପରି ଉଜ୍ୱଳା ଯୋଜନା ର ଲାଭ ମିଳି ପାରିବ ସେହି ନେଇ କମିଟି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଜିଲ୍ଲା ପାଳଙ୍କ ଅଦକ୍ଷ୍ୟତା ଗଠନ ହେବାକୁ ଥିବା କମିଟି ରେ । ନୋଡାଲ ଅଧିକାରୀ ଙ୍କ କମେତ ତୈଳ କମ୍ପାନୀ ର ତିନି ଜଣ ସଦସ୍ୟ ରହିବେ ବୋଲି ଜଣା ପଡିଛି । ଜିଲ୍ଲା ଖାଦ୍ୟ ବିଭାଗ ର ଜଣେ ଅଧିକାରୀ ମଧ୍ୟ କହିଛନ୍ତି ।