ଧର୍ମ

ସାବିତ୍ରୀ ବ୍ରତ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ସ୍ଵାମୀଙ୍କ ଜୀବନରେ ମାଡି ଆସିବ ଭୟଙ୍କର ବିପଦ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସଧବା ନାରୀ ମାନଙ୍କ ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ପର୍ବ । ସାବିତ୍ରୀ ପର୍ବ ଆସନ୍ତା 30 ମେ ରେ ଏହି ଓଷା ପାଳନ ହେବାକୁ ଯାଉଛି । ଏହି ବ୍ରତ ରେ ଓଡ଼ିଆ ଘର ନାରୀ ମାନେ ସେମାନଙ୍କ ସ୍ଵାମୀ ମାନଙ୍କ  ଶୁଭ ମନାସି ଏବଂ ଦୀର୍ଘ ଆୟୁଷ ର କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀ ଙ୍କ ଇଛା ଥାଏ କି ମା ସାବିତ୍ରୀ ଙ୍କ ପରି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ।

ସେଥି ପାଇଁ ଏହି ବ୍ରତ କୁ ଖୁବ୍ ନିଷ୍ଠା ର ସହିତ ପାଳନ କରିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣନ୍ତି କି ଏହି  ପୂଜାରେ ନାରୀ ମାନେ କେଉଁ ସବୁ କାମ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଏହି ବ୍ରତ ରେ ନାରୀ ମାନେ ଅନେକ କଥା ରେ ଗୁରୁତ୍ବ ଦେବା ଆବଶ୍ୟକ ଅଟେ ଯାହା ଫଳରେ ସେମାନଙ୍କ ବୈବାହିକ ଜୀବନରେ ସୁଖ ଶାନ୍ତି ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ କାମ ବିଷୟରେ ।

ବନ୍ଧୁଗଣ ଜେଷ୍ଠ ମାସ ଅମାବାସ୍ୟା ତିଥି ରେ ସାବିତ୍ରୀ ଓଷା ପାଳନ କର ଯାଇଥାଏ । ଏହି ଦିନ ସତ୍ୟବାନ, ସାବିତ୍ରୀ ଏବଂ ଯମରାଜ ଙ୍କ ପୂଜା କରାଯାଇଥାଏ । ଏହା ସଧବା ନାରୀ ମାନ ଙ୍କ ପାଇ ଏକ ସୁଲୋଲିତ ପର୍ବ ହୋଇଥାଏ । ଏହି ଦିନ ସତ୍ୟ ବାନ ସାବିତ୍ରୀ ଏବଂ କାମ ରାଜା ଙ୍କ ପୂଜା କାର ଯାଇଥାଏ । ସବିତ୍ରୀ ଏହି ବ୍ରତ କରି ସତ୍ୟବାନ୍ ଙ୍କୁ ଜମ ରାଜ ଙ୍କ ନିକଟ ରୁ ଫେରାଇ ଆଣିଥିଲେ ।

ସେହି ଦିନ ରୁ ଏହି ବ୍ରତ କୁ ଗୁରୁତ୍ଵ ଦିଆ ଯାଉଚି । କୌଣସି ଓଷା ବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ ସାବିତ୍ରୀ ଓଷା ଦିନ ନାଲି ରଙ୍ଗର ବସ୍ତ୍ର ଅତ୍ୟନ୍ତ ସୁଗଭା ହୋଇଥାଏ । ଏହି ଅମାବାସ୍ୟା ଦିନ ରାତିରେ ବାହାରେ ଲୁଗା ପଟା ସୁଖାନ୍ତୁ ନାହିଁ ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏହି ଦିନ ଅମାବାସ୍ୟା ହେତୁ ଏହା କାଳ ରାତ୍ରି ବୋଲି କୁହାଯାଏ ।

କେବେବି ଏହି ବ୍ରତ ପାଳନ ଶାରୀରିକ ସଂପର୍କ ରଖନ୍ତୁ ନାହିଁ । ଯାହା ଦ୍ଵାରା ସ୍ବାମୀ ଙ୍କ ଆୟୁଷ କମ ହୋଇଥାଏ । ଏହି ବ୍ରତ ପାଳନ କୌଣସି ଜିନିଷ ଫଳ ବ ପାରିବ କୁ କାଟନ୍ତୁ ନାହିଁ । ଯଦି ଆପଣଙ୍କର ଛୁତିକିଆ ବା ମୃତିକିଆ ହୋଇଚି ତାହେଲେ ଏହି ବ୍ରତ କରନ୍ତୁ ନାହିଁ । ଯଦି ମାସିକ ଧର୍ମ ଚାଲୁଥାଏ ତାହଲେ ଏହାକୁ ପାଳନ କରିବା ଉଚିତ୍ ନୁହେଁ । କଳସ କୁ କେଉଁଠାରେ ରଖିବେ ନାହିଁ ବା ଫୋପଡ଼ିବେ ନାହିଁ ଏହାକୁ ପାଣି ରେ ବିସର୍ଜନ କରିଦେବ ଆପଣ ଙ୍କ ପାଇ ଶୁଭ ହେବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button