ଜୀବନଶୈଳୀ

୧୬ ବର୍ଷ ବୟସ ରେ ଝିଅମାନଙ୍କ ଭିତରେ ଆସିଥାଏ ଏହି ଭଳି ପରିବର୍ତନ, ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ

ଏହି କଥା ଆପଣ ସମସ୍ତେ ଜାଣନ୍ତି ଯେ ସମୟ ଅନୁଯାଇ ଯେମିତି ଯେମତି ଝିଅ ବଡ ହୋଇ ଥାନ୍ତି ତାଙ୍କ ଶରୀର ସହ ତାଙ୍କ ମନ ମଧ୍ୟ ବିକାଶ କରି ଥାଏ ଏବଂ ତାଙ୍କ ଚିନ୍ତା ଧାରା ପରିବର୍ତନ ହୋଇ ଥାଏ । ବାସ୍ତବ ରେ ଝିଅମାନଙ୍କ ଭିତରେ ୧୬ ବର୍ଷ ପରେ ଏହି ପରିବର୍ତନ ଆରମ୍ଭ ହୋଇ ଯାଏ, ଏହି କାରଣ ପାଇଁ ୧୬ ବର୍ଷ ବୟସ ବହୁତ ବିଶେଷ ବୋଲି କୁହା ଯାଏ ।

୧୬ ବର୍ଷ ଝିଅମାନଙ୍କ ପାଇଁ ବହୁତ ବିଶେଷ ହୋଇ ଥାଏ କାହିଁକିନା ଏହି ବୟସ ରେ ସେ ନୂଆ ଜିନିଷ ଅନୁଭବ କରିବା ଆରମ୍ଭ କରନ୍ତି ଏବଂ କେତେକ ନୂଆ ଇଛା ତାଙ୍କ ମନରେ ଉଠି ଥାଏ ।

ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ୧୬ ବର୍ଷ ପରିବର୍ତନ ବିଷୟ ରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ । ଏହି ବୟସ ରେ ଝିଅଙ୍କ ଶାରୀରିକ ବିକାଶ ବହୁତ ଶୀଘ୍ର ଗତି ରେ ହୋଇ ଥାଏ, ଝିଅଙ୍କ କେବଳ ଶାରୀରିକ ବିକାଶ ନୁହଁ ମାନସିକ ବିକାସ ମଧ୍ୟ ଆରମ୍ଭ ହୋଇ ଥାଏ ।

୧୫ ବର୍ଷ ବୟସ ରେ ଝିଅଙ୍କ ପରିବର୍ତନ ଆରମ୍ଭ ହୋଇ ଯାଇଥାଏ ଓ ୧୬ ବର୍ଷ ବୟସ ରେ ଏହି ପରିବର୍ତନ ଚରମ ସୀମା ରେ ପହଞ୍ଚି ଯାଇଥାଏ । ଏହି ବୟସ ରେ ଶାରୀରିକ ପରିବର୍ତନ ସହ ସ୍ଵଭାବ ପରିବର୍ତନ ସ୍ଵଭାବିକ ଅଟେ, ୧୬ ବର୍ଷ ବୟସ ରେ ଝିଅଙ୍କ ବହୁତ ସ୍ଵଭାବ ବଦଳି ଯାଏ ଏବଂ ତାଙ୍କ କେତେକ ଅଭ୍ୟାସ ମଧ୍ୟ ବଦଳି ଯାଏ । ୧୫ ବର୍ଷ ପରେ ଝିଅଙ୍କ ଶରୀର ରେ ବହୁତ ପ୍ରକାର ହାର୍ମୋନ୍ସ ବିକାଶ କରିବାକୁ ଲାଗନ୍ତି ଯାହା ଫଳରେ ବହୁତ ପ୍ରକାର ପରିବର୍ତନ ଦେଖିବାକୁ ମିଳି ଥାଏ ।

୧୫ ବର୍ଷ ପରେ ଝିଅମାନଙ୍କୁ ସମ୍ପୂର୍ଣ ଭାବରେ ପିରିୟଡ୍ସ ଆସିବା ଆରମ୍ଭ ହୋଇ ଥାଏ, ଯାହା ଦ୍ଵାରା ତାଙ୍କ ସ୍ଵଭାବ ରେ ଚିଡଚିଡ଼ା ସ୍ଵଭାବ ଆସି ଥାଏ । ଯଦି ଆମେ ସାମାନ୍ୟ କଥା ରେ କହୁ ତେବେ ଝିଅମାନେ ଏହି ସମୟ ରେ ଛୋଟ ଛୋଟ କଥା ପାଇଁ ବହୁତ ଚିନ୍ତା କରି ଥାନ୍ତି । ଏହି ସମୟ ଝିଅମାନଙ୍କ ପାଇଁ ବହୁତ ବିଶେଷ ସମୟ ହୋଇ ଥାଏ ଏବଂ ତାଙ୍କୁ ଏହି ସମୟ ରେ ଶାନ୍ତ ରହିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ହରମୋନ୍ସ ରେ ପରିବର୍ତ୍ତନ ପାଇଁ ମୁହଁରେ ପିମ୍ପ୍ଲସ ଆଦି ହେବା ଆରମ୍ଭ ହୁଏ । ସେମାନେ ଏହି ବୟସରେ ନିଜର ସୁନ୍ଦରତା ପ୍ରତି ମଧ୍ୟ ଅଧିକ ସଜାଗ ହେବା ଆରମ୍ଭ କରି ଦିଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button