ଜୀବନଶୈଳୀ

ଗୋଡ଼ରେ ଏପରି ମୁଦି ( ଝୁଣ୍ଟିଆ) ପିନ୍ଧିବା ଦ୍ୱାରା ହୋଇ ଥାଏ ଅନର୍ଥ, ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଗୋଡ଼ରେ ଏପରି ମୁଦି ( ଝୁଣ୍ଟିଆ) ପିନ୍ଧିବା ଦ୍ବାରା ହୋଇଥାଏ ଘୋର ଅନର୍ଥ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଯଦି ଆପଣ ମଧ୍ୟ ନିଜ ଗୋଡ଼ ମୁଦି ( ଝୁଣ୍ଟିଆ) ସହିତ ଏହି ଭୁଲ କରୁଛନ୍ତି ତେବେ ହୋଇଯାନ୍ତୁ ସତର୍କ। ଗୋଡରୁ ମୁଦି ଓହ୍ଲାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ। ଏହି ଭୁଲ କରିବା ଦ୍ବାରା ହୋଇଥାଏ ଘୋର ଅନର୍ଥ। ସେଥିପାଇଁ ଆପଣ ପୁରୁଣା ଗୋଡ଼ ମୁଦି କିମ୍ବା ବିଛୁଆ ବଦଳାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ। ମହିଳା ମାନଙ୍କ ପାଇଁ ସୁହାଗ ସହିତ ଜଡ଼ିତ ଜିନିଷ ଯଥା ସିନ୍ଦୂର, ଚୁଡ଼ି,ମଙ୍ଗଳସୂତ୍ର ଏବଂ ଗୋଡ଼ ମୁଦି ଇତ୍ୟାଦି ବହୁତ ଗୁରୁତ୍ବପୂର୍ଣ ହୋଇଥାଏ। କିନ୍ତୁ ଏହି ପୋଷ୍ଟରେ ଆମେ ଖାସ କରି ଗୋଡ଼ ମୁଦି ବିଷୟରେ ଆଲୋଚନା କରିବା। ଶାସ୍ତ୍ରରେ ବର୍ଣ୍ଣିତ ରହିଛି କି ଗୋଡ଼ ମୁଦି ପିନ୍ଧିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହା ସହିତ ସ୍ବାମୀଙ୍କ ଉପରେ ବିପଦ ଆସିନଥାଏ। ସାଧାରଣତଃ ମହିଳା ମାନେ ଗୋଡରୁ ମୁଦି ଓହ୍ଲାଇବା ସମୟରେ ଅନେକ ଭୁଲ କରିଥାନ୍ତି। ଯାହା ଫଳରେ ଅଜାଣତରେ ତାଙ୍କ ସ୍ବାମୀଙ୍କ ଉପରେ ସଙ୍କଟ ଆସିଯାଇଥାଏ। ସେଥିପାଇଁ ପାଦରେ ମୁଦି ପିନ୍ଧିବା ସମୟରେ ଓ ମୁଦି ଓହ୍ଲାଇବା ସମୟରେ କିଛି ବିଶେଷ କଥାର ଧ୍ୟାନ ଦେବାକୁ ପଡ଼ିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଉଭୟ ହିନ୍ଦୁ ଏବଂ ମୁସଲିମ ଗୋଡ଼ରେ ମୁଦି ପିନ୍ଧି ଥାନ୍ତି। ସେଥିପାଇଁ ଆସନ୍ତୁ ଗୋଡ଼ ମୁଦି ବିଷୟରେ କିଛି ଗୁରୁତ୍ବପୂର୍ଣ ତଥ୍ୟ ଜାଣିବା।

Google

ଯଦି ଆପଣ ବିବାହିତ ତେବେ ଆପଣଙ୍କୁ ଗୋଡ଼ରେ ମୁଦି ପିନ୍ଧିବା ନିହାତି ଦରକାର। ଶାସ୍ତ୍ର ଅନୁସାରେ ଏହାକୁ ବିବାହିତ ମହିଳା ମାନଙ୍କର ସୁହାଗର ପ୍ରତୀକ ବୋଲି ମାନାଯାଏ। ଏବଂ କୁଆଁରୀ କନ୍ୟାକୁ ପାଦରେ ମୁଦି ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କୁ ଘୋର ପାପ ଲାଗିଥାଏ।

ଗୋଡରୁ ପୁରୁଣା ମୁଦି କାଢିବା ସମୟରେ ଓ ନୁଆ ମୁଦି ପିନ୍ଧିବା ସମୟରେ ଅନେକ କଥାର ଧ୍ୟାନ ଦେବାକୁ ପଡ଼ିଥାଏ। ନହେଲେ ଆପଣଙ୍କ ସ୍ୱାମୀଙ୍କ ଉପରେ ବିପଦ ଆସିପାରେ। ଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନଙ୍କୁ କେବେବି ପାଦରୁ ମୁଦି କାଢିବା ଉଚିତ ନୁହେଁ। ଯଦି କାଢୁଛନ୍ତି ତେବେ ତୁରନ୍ତ ନୁଆ ମୁଦି ପିନ୍ଧି ନିଅନ୍ତୁ। ନହେଲେ ଅଶୁଭ ହୋଇଥାଏ।

ଗୋଡ଼ ମୁଦି ସୁହାଗର ପ୍ରତୀକ ହୋଇଥିବାରୁ ଏହାକୁ କୌଣସିବି ମହିଳାଙ୍କୁ କାହାକୁବି ଦେବା ଉଚିତ ନୁହେଁ। ଏହାକୁ ପାପ ବୋଲି ମାନାଯାଏ। ଯଦି ଆପଣ ପୁରୁଣା ଗୋଡ଼ ମୁଦି ଗୋଡ଼ରୁ କାଢୁଛନ୍ତି ଏହାକୁ ଫୋପାଡ଼ନ୍ତୁ ନାହିଁ। କେଉଁ ଜାଗାରେ ଏହାକୁ ସମ୍ଭାଳିକି ରଖି ଦିଅନ୍ତୁ। କାରଣ ଏହାକୁ ଫୋପାଡ଼ିବା ପାପ ବୋଲି ମାନା ଯାଇଥାଏ।

Google

ଗୋଡ଼ ମୁଦି କେବଳ ସୁହାଗର ପ୍ରତୀକ ହୋଇନଥାଏ। ଏହାକୁ ପିନ୍ଧିବା ଦ୍ବାରା ଅନେକ ରୋଗ ଦୂର ହୋଇ ଯାଇଥାଏ। ରୂପା ନିର୍ମିତ ଗହଣା ଚନ୍ଦ୍ରମାଙ୍କର ଶୀତଳତାର ପ୍ରତୀକ ହୋଇଥାଏ। ସେଥିପାଇଁ ଅଣ୍ଟା ବା କମର ଉପରକୁ ସୁନା ଜିନିଷ ଓ କମର ତଳକୁ ରୂପାର ନିର୍ମିତ ଆଭୁଷୋଣ ପିନ୍ଧିବା ଉଚିତ। ଗୋଡ଼ ମୁଦି ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ମିଳିଥାଏ। ଏହା ଦ୍ବାରା ମହିଳାଙ୍କ ମାସିକ ଚକ୍ର ଠିକସେ ଚାଲିଥାଏ। ମହିଳାଙ୍କ ବିପି ମଧ୍ୟ କଣ୍ଟ୍ରୋଲରେ ରହିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button