ବିଚାର

ଏହି ଭଳି କିଛି କଥା ଯାହା ସବୁ ସ୍ତ୍ରୀ ନିଜ ସ୍ଵାମୀ କୁ କୁହନ୍ତି ନାହିଁ

ବିବାହ ଜୀବନ ର ବହୁତ ବଡ ନିଷ୍ପତ୍ତି ଅଟେ ଏହା ଦ୍ଵାରା ଆମ ଜୀବନରେ ସବୁ କିଛି ନୂଆ ହୋଇଥାଏ ଓ ଆମେ ଏହି ଦିନ ପାଇଁ ବହୁତ କିଛି ଭାବିଥାଉ । ଗୋଟେ ଝିଅ ନିଜ ବିବାହ ବିଷୟରେ ବହୁତ କିଛି ସ୍ବପନ ଦେଖିଥାଏ ଓ ଇଛା କରିଥାଏ ଯେ ତା ଭାବି ସ୍ଵାମୀ ଏହା ସବୁ ପୂର୍ଣ କରିବ । ସମସ୍ତଙ୍କ ମନରେ ଏମିତି କିଛି କଥା ଥାଏ ଯାହା ସେ କାହା ସହ ବି ବାଣ୍ଟିବା ବା ନିଜ ଜୀବନସାଥିକୁ ମଧ୍ୟ କହିବା ପସନ୍ଦ କରନ୍ତି ନାହିଁ । ଦୁହିଙ୍କ ଜୀବନରେ ଏମିତି କିଛି ଥାଏ ଯାହା ସେ ଲୁଚେଇ ଥାନ୍ତି । ତେବେ ଏହା କୁହାଯାଏ ଯେ ଯେଉଁ ସମ୍ପର୍କରେ କିଛି ଲୁଚିକି ରୁହେ ନାହିଁ ସେହି ସମ୍ପର୍କ ଗଭୀର ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ପ୍ରାୟତଃ ସ୍ତ୍ରୀ ନିଜ ସ୍ଵାମୀକୁ କୁହନ୍ତି ନାହିଁ ।

Image Courtesy: Google

୧. କୌଣସି ମହିଳା କେବେ ବି ବିବାହ ଆଗରୁ କାହାକୁ ଭଲ ପାଇଥାଏ ବୋଲି କହିବାକୁ ଡଋ ଥାଏ କାହିଁକିନା ଏହା ଦ୍ଵାରା ତାଙ୍କ ବୈବାହିକ ଜୀବନ ଖରାପ ହୋଇଥାଏ ।

୨. ସବୁ ସ୍ତ୍ରୀଙ୍କର ଟଙ୍କା ସ୍ଵାମୀ ଠାରୁ ଲୁଚେଇ ରଖିବାର ଅଭ୍ଯାସ ଥାଏ ଓ ଘର ଛୋଟ ବଡ କାମ ପାଇଁ ସେ ନିଜେ ଖର୍ଚ କରିଥାନ୍ତି ଏହା ଛଡା ସ୍ଵାମୀକୁ ମଧ୍ୟ ଦରକାର ପଡିଲେ ସ୍ତ୍ରୀ ଏହି ଟଙ୍କା ସ୍ଵାମୀକୁ ଦେଇଥାଏ ଯାହା ଦ୍ଵାରା ସ୍ଵାମୀ ର ବହୁତ ବଡ ସାହାଜ୍ଯ ହୋଇଥାଏ ।

Image Courtesy: Google

୩. ବେଳେ ବେଳେ କିଛି କଥା ପାଇଁ ସ୍ଵାମୀ ସ୍ତ୍ରୀ ଦୁହିଙ୍କ ଭାବନା ଗୋଟେ ହୋଇନଥାଏ ଯାହା ଫଳରେ ଦୁହିଙ୍କ ମଧ୍ୟରେ ସମସ୍ଯା ହୋଇଥାଏ ତେବେ ଏହା ଦେଖି ପ୍ରାୟତଃ ସ୍ତ୍ରୀ ନିଜ ସ୍ଵାମୀ କଥାରେ ହଁ ରେ ହଁ ମିଶେଇଥାନ୍ତି ଓ କଥାକୁ ଶେଠୀ ଦାବି ଦିଅନ୍ତି ।

Image Courtesy: Google

୪. ତେବେ ଘର ମହିଳାଙ୍କୁ କିଛି ହେଲେ ସେ ଶୀଘ୍ର ସ୍ବାମୀଙ୍କୁ କହି ନଥାନ୍ତି କିଛି ବଡ ଦେହ ଖରାପ ହେଲେ ସେ ସ୍ବାମୀଙ୍କୁ କହିଥାନ୍ତି, ଏହା ଛଡା ସେ କେବେ ବି ଏହା କୁହନ୍ତି ନାହିଁ କାହିଁକିନା ସେ ଏହା ମନେ କରନ୍ତି ଯେ ଛୋଟ ଛୋଟ କଥା କହି ସ୍ଵାମୀକୁ ବିଜାର କରିବା ଉଚିତ ନୁହ ।

୫. ମହିଳା ମାନଙ୍କ କଥା ମହିଳା ମାନେ ଯେଉଁ କଥା ନିଜ ସ୍ଵାମୀକୁ କହିବା ପାଇଁ ଦରିଥାନ୍ତି ତାହା ସେ ଖୋଲାମ ଖୋଲା ନିଜ ମହିଳା ସାଙ୍ଗକୁ କହି ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button