ବିଚାର

ବନ୍ଦ ଘରେ କିଛି ଏମିତି କରୁଥିବାର ଧରା ପଡିଲେ ଏହି କପଲ, ବହୁତ ଭାଇରାଲ ହେଉଛି ଭିଡିଓ

ସୋଶିଅଲ ମିଡିଆ ରେ ଆଜିକା ସମୟରେ ଲୋକ ସବୁକିଛି ଶେୟର କରୁଛନ୍ତି, କିନ୍ତୁ କେତେକ ଏମିତି ଭିଡିଓ ଆସି ଥାଏ ଯାହା ଆପଣ କେବେ ଭାବି ବି ନଥିବେ । ଏମିତି ଗୋଟେ ଭିଡିଓ ଏବେ ସୋଶିଆଲ ମିଡିଆ ରେ ମଧ୍ୟ ଭାଇରାଲ ହେଇଛି, ଏହି ଭିଡିଓ ରେ ଗୋଟେ ପ୍ରେମୀ ଯୁଗଳ ଖରାପ କାମ କରୁଥିବାର ଦେଖା ଯାଇଛି । ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯେ ଏହି କପଲ ରୁମ ଭିତରେ କିଛି ଖରାପ କରୁ ଥିବାର ଦେଖା ଯାଇଛନ୍ତି ।

ଯାହା ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ  ହୋଇ ଯାଇଛନ୍ତି । ତେବେ ଚଲାନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

ଆଜିକା ସମୟରେ ଲୋକ କିଛି ଅଲଗା କରି ସୋଶିଅଲ ମିଡିଆ ରେ ଦବା ପାଇଁ ପସନ୍ଦ କରନ୍ତି, କାହିଁକିନା କିଛି ଭିନ୍ନ କଲେ ୟୁଜର୍ସ ଏହାକୁ ପସନ୍ଦ କରି ଥାନ୍ତି । ଏହି କପଲ କିଛି ଅଲଗା କରିବା ପାଇଁ ପ୍ରୟାଶ କରୁ ଥିଲେ ଏହି ସମୟରେ ଗୋଟେ ଲୋକ ତାଙ୍କ ଘରେ ପଶି ଆସିଲେ ଏବଂ କପଲକୁ ସେହି ଅବସ୍ତା ରେ ଧରିଲା ।କେବଳ ଏତିକି ନୁହ ସେହି ଲୋକ ଏହି ସବୁ ଘଟଣା ନିଜ ମୋବାଇଲ ରେ ରେକୋର୍ଡ କରି ଥିଲେ ।

କିନ୍ତୁ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ ଏହା କେବଳ ଗୋଟେ ପ୍ରାଙ୍କ ଅଟେ ଯାହା ଏହି ପରି କପଲ ମାନଙ୍କୁ ଜାଗରୁକ କରିବା ପାଇଁ ବନା ଯାଇଛି । ଏହି ଭିଡିଓ କୁ ଯୁଟୁବ ରେ ପକାଇ ଲୋକଙ୍କୁ ମନୋରଞ୍ଜନ କରା ଯାଉଛି, ଏହା ସହ ଏହି ଭିଡିଓ ଦ୍ଵାରା ଲୋକଙ୍କୁ ନିଜ ସମ୍ପର୍କ ପାଇଁ ଜାଗରୁକ ମଧ୍ୟ କରା ଯାଉଛି । ସମସ୍ତେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି କିନ୍ତୁ ଝିଅ ପୁଅ ପରେ ଏହାର ସତ୍ୟତା ସମସ୍ତଙ୍କୁ କହୁଛନ୍ତି, ତେବେ ଆସନ୍ତୁ ଦେଖିବା ଏହି ଭିଡିଓ ଏବଂ ଜାଣିବା କଣ ଅଛି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିବ, ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥାଏ ତେବେ ଶେୟାର ନିଶ୍ଚୟ କରନ୍ତୁ । ଏହି ପୋଷ୍ଟ ଉପରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜାଣନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button