କେବଳ ୧୦ ଦିନରେ ସମସ୍ତ ବନ୍ଧ ଶିର ଖୋଲିଯିବ, ହାର୍ଟ ବ୍ଳକେଜ ଦୂର ହେବ କରନ୍ତୁ ଏହି ଛୁଟିଆ କାମ
ବନ୍ଧୁଗଣ ବର୍ତମାନ ଅଧିକ ଲୋକ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି,ବ୍ୟକ୍ତି ଅଧିକାଂଶ ହାର୍ଟ ଜନିତ ସମସ୍ୟାର ପୀଡିତ ହେଉଛନ୍ତି |ଯଦି ବ୍ୟକ୍ତିର ହାର୍ଟ ଜନିତ ସମସ୍ୟା ରହିଥାଏ ତେବେ ସେ ଯେତେ ଔଷଧ ଖାଇଲେ ମଧ୍ୟ ତାହାର ସେହି ସମସ୍ୟା ସମ୍ପୂର୍ଣ ଭଲ ହୋଇନଥାଏ, ଯଦି ଆପଣଙ୍କ ରକ୍ତ ଗାଢ଼ ହୋଇଥାଏ ତେବେ ଏହା ଆପଣଙ୍କ ହାର୍ଟ ଉପରେ ଅଧିକ ପ୍ରେସର ପକାଇ ଥାଏ |ମୁଁ ଆଜି ଆପଣଙ୍କୁ ଏକ ଆୟୁର୍ବେଦିକ ଦୁଇଟି ଘରୋଇ ଉପଚାର ବିଷୟରେ ଯାହାକୁ ବ୍ୟବହାର କଲେ ଆପଣଙ୍କ ଏହି ହାର୍ଟ ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-ସେଓ, ଲେମ୍ବୁ, ଗୋଲମରିଚ, ରସୁଣ
ପ୍ରଥମ ଉପଚାର -ପ୍ରସ୍ତୁତି :-ପ୍ରଥମେ ଆପଣ ଏହି ହୋମ ରିମିଡ଼ି ପେସ୍ତୁତ କରିବା ପାଇଁ ଏକ ସେଓ ନେଇ ତାହାକୁ ଭଲ ଭାବରେ ଧୋଇ ତାହା ଚୋପା ସହିତ କାଟି ଛୋଟ ପିସ କରନ୍ତୁ |ପରେ ଆପଣ ଏଥିରେ ଫଳେ ଲେମ୍ବୁ ଚିପୁଡ଼ି ନିଅନ୍ତୁ ତାହା ସହିତ ଆପଣ ଏଥିରେ ଦୁଇ ଗୋଲମରିଚ ଏବଂ ଦୁଇ କୋଷ ରସୁଣ ନେଇ ଏହି ସମସ୍ତ ସାମଗ୍ରୀକୁ ଗ୍ୟାସରେ ଏକ ପାତ୍ରରେ ଏକ ଗ୍ଲାସ ପାଣି ନେଇ ସେଥିରେ ଏହି ସମସ୍ତ ସାମଗ୍ରୀ ମିଶାଇ ତାହାକୁ ଫୁଟାନ୍ତୁ ଯେପରି ଏହା ଅଧା ଗ୍ଲାସ ହୋଇଯିବ |ପରେ ଆପଣ ଏହାକୁ ଛାଣି ନିଅନ୍ତୁ |
ବ୍ୟବହାର :-ଆପଣ ପ୍ରସ୍ତୁତ କରି ରଖିଥିବା ଡ୍ରିଙ୍କ ଯଦି ପ୍ରତ୍ୟେକ ଦିନ ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀର ରକ୍ତ ପତଳା ହେବା ସହିତ ଏହାର ରେଗୁରାଲ ବ୍ୟବହାର ଦ୍ଵାରା ଆପଣ ହାର୍ଟ ଜନିତ ସମସ୍ୟାକୁ ସମ୍ପୂର୍ଣ ଦୂର କରିଥାଏ |
ଦ୍ୱିତୀୟ ଉପଚାର :-ଆପଣ ପ୍ରଥମ ଉପଚାରରେ ଗ୍ରହଣ କରିଥିବା ସମସ୍ତ ସାମଗ୍ରୀକୁ ପ୍ରଥମେ ନେଇ ତାହାକୁ ଭଲ ଭାବରେ ଗ୍ରାଇଣ୍ଡୀଙ୍ଗ କରି ତାହାର ଏକ ଗ୍ଲାସ ଜୁସ ପ୍ରସ୍ତୁତ କରନ୍ତୁ |ଆପଣ ପ୍ରସ୍ତୁତ କରି ରଖିଥିବା ଜୁସରେ ଏକ ଚୁଟକୀ ହଳଦି ମିଶାଇ ତାହାକୁ ଆପଣ ପ୍ରତ୍ୟେକ ଦିନ ସେବନ କଲେ ଏହା ଆପଣଙ୍କ ଶରୀରରେ ଯେଉଁ ନର୍ଭ ସମସ୍ୟା ରହିଥିଲା ତାହାକୁ ଦୂର କରିଥାଏ |ଆପଣ ଯେତେବେଳେ ଏହି ଏହି ଜୁସ ସେବନ କରିବା ସେତେବେଳେ ଆପଣ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ସେବନ କରିବେ |
ଜୁସ ପ୍ରସ୍ତୁତ କରି ତାହାକୁ ଆପଣ ବେଶୀ ସମୟ ରଖନ୍ତୁ ନାହିଁ |ଏହିପରି ଆପଣ ଦୁଇଟି ଉପଚାର ମଧ୍ୟରୁ ଯେକୌଣସି ଗୋଟିଏ ବ୍ୟବହାର କଲେ ତାହା ଆପଣଙ୍କ ଶରୀର ଅନେକ ରୋଗକୁ ମୂଳରୁ ଭଲ କରିଥାଏ |ଯାହା ଦ୍ଵାରା ଆପଣଙ୍କ ହାର୍ଟ କିମ୍ବା ନର୍ଭ ଜନିତ କୌଣସି ସମସ୍ୟା ରହିନଥାଏ ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯାଆନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।