ଜୀବନଶୈଳୀ

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଗୋଟିଏ ଉପାୟ ତାପରେ ଦେଖନ୍ତୁ ଚମତ୍କାର, ଯାହା ଚାହିଁବେ ତାହା ପାଇବେ

ବନ୍ଧୁଗଣ ସ୍ଵୟଂ ଶନିଦେବଙ୍କୁ ଏହି ରାଶି ପସନ୍ଦ ହୋଇଥାଏ। ଭଗବାନ ଶନି ଏହି ରାଶି ଉପରେ ନିଜର କୃପା ବର୍ଷାଇ ଥାନ୍ତି। ଭଗବାନ ଶନିଦେବଙ୍କ କୃପାରୁ ଏମାନଙ୍କ ପାଖକୁ ଧନ ଦୌଲତ, ଟଙ୍କା ସବୁକିଛି ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୁଦାୟ ୧୨ ଟି ରାଶି ରହିଛି। ଯାହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ସହିତ ଜ-ଡ଼ିତ ରହିଛି। କହିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ରାଶି ଜୀବନ ସହିତ ଜଡିତ ରହିଛି। ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ରାଶି ସହିତ ସମ୍ବନ୍ଧ ରହିଥାଏ, ଯେଉଁଥିରୁ ତାର ଭଲମନ୍ଦର ସ୍ଥିତି ମଧ୍ୟ ଜାଣି ହୁଏ। ଏହାସହିତ ରାଶିର ମହତ୍ୱ ଅଲଗା ଅଲଗା ହୋଇଥାଏ। ସେହି ରାଶିର ସ୍ବାମୀ ଅଲଗା ଅଲଗା ହୋଇଥାନ୍ତି। ସାଙ୍ଗମାନେ ମେଷ ରାଶି ଏବଂ ବିଛା ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ। ସେହିପରି ବୃଷ ଏବଂ ତୁଳା ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶୁକ୍ର। ସେହିପରି କନ୍ୟା ଏବଂ ମିଥୁନ ରାଶିର ସ୍ବାମୀ ଗ୍ରହ ବୁଧଙ୍କୁ ମାନା ଯାଇଛି। କର୍କଟ ରାଶିର ସ୍ବାମୀ ଗ୍ରହ ଚନ୍ଦ୍ରକୁ ମାନା ଯାଇଛି। ସିଂହ ରାଶିର ସ୍ବାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି। ମୀନ ରାଶିର ସ୍ବାମୀ ଗ୍ରହ ଗୁରୁ ଗ୍ରହ, ମକର ଓ କୁମ୍ଭ ରାଶିର ସ୍ବାମୀ ଗ୍ରହ ଶନି ଅଟନ୍ତି। ସବୁ ଗ୍ରହର ନ୍ୟା-ୟର ଦେବତା ଶନିଙ୍କୁ ଅଧିକ ମହତ୍ୱ ଦିଆ ଯାଇଛି। ଶନି ଦେବ କର୍ମ ଏବଂ ନ୍ୟା-ୟର ଦେବତା ଅଟନ୍ତି। ସେ କର୍ମ ଅନୁସାରେ ସବୁବେଳେ ଫଳ ଦେଇ ଥାନ୍ତି। ଶନି କଳିଯୁଗର ଦେବତା ଅଟନ୍ତି। ଯେଉଁ ଲୋକ ଭଲ କର୍ମ କରନ୍ତି, ସେ ତାଙ୍କର ସର୍ବଦା ର-କ୍ଷା କରି ଥାନ୍ତି। ଯେଉଁ ଲୋକେ ମନ୍ଦ କର୍ମ କରନ୍ତି, ତାଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି।

ବନ୍ଧୁଗଣ ଶନିଦେବ କର୍ମ ଅନୁସାରେ ଫଳ ଦେଇଥାନ୍ତି। ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଏବଂ ମନ୍ଦ କର୍ମ କରୁଥିବା ବ୍ୟକ୍ତିଙ୍କୁ ଦ-ଣ୍ଡ ଦେଇ ଥାନ୍ତି। ଏଥିପାଇଁ ଭଗବାନ ଶନିଦେବଙ୍କୁ ନ୍ୟା-ୟ ର ଦେବତା କୁହାଯାଏ। ଶନିଦେବଙ୍କ ନାମ ଶୁଣିଲା ମାତ୍ରେ ସମସ୍ୟା ଭ-ୟ କରି ଥାନ୍ତି। ଶନିଙ୍କ ସାଢେ଼ ସାତ ହେଲା ମାତ୍ରେ ବ୍ୟକ୍ତି ଜୀବନ ବଦଳି ଯାଇଥାଏ। ଯଦି ଆପଣଙ୍କ ଜୀବନରେ ବହୁତ ସଂଘର୍ଷ ରହିଛି ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କ ଉପରେ ଶନି ଦଶା ପଡ଼ିଛି। ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟା ଲାଗି ରହିଛି ତାହେଲେ ବୁଝି ନିଅନ୍ତୁ ଯେ ଏହା ଶନି ଦଶା କାରଣରୁ ହୋଇଛି। ଏଥିପାଇଁ ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। ଭଗବାନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରତ୍ୟେକ ଦିନ ଶନି ଚାଳିଶା ପାଠ କରନ୍ତୁ। ଶନି ଚାଳିଶାର ପାଠ ଯଦି ଆପଣ କରି ପାରୁ ନାହାନ୍ତି, ତାହେଲେ ହନୁମାନ ଚାଳିଶା ପାଠ କରନ୍ତୁ। ଏହାସହିତ ଶନି ପ୍ରସନ୍ନ ମନ୍ତ୍ର ଉଚ୍ଚାରଣ କରନ୍ତୁ। ସେହି ମନ୍ତ୍ର ହେଉଛି – ନିଲାଞ୍ଜନମ୍ ସମଭାସମ୍ ରବିପୁତ୍ରମ୍ ୟମାଗ୍ରଜମ୍ ଛୟାମଦ୍ଦମ୍ ସମ୍ଭୂତମ୍ ନମାମି ସନିଶ୍ଚରମ୍।।

Google

ଏହି ମ-ନ୍ତ୍ର ଶନିଦେବଙ୍କ ପ୍ରିୟ ମ-ନ୍ତ୍ର ଅଟେ। ଯଦି କୌଣସି ବ୍ୟକ୍ତି ଏହି ମ-ନ୍ତ୍ରକୁ ଦୁଇଥର ଜପ କରିବା ଦ୍ୱାରା ଆପଣ ଶନି ଦଶାରୁ ମୁକ୍ତି ପାଇବେ। ଏହାସହିତ ଆପଣ ଓଁ ସମ୍ ସନିଶ୍ଚରାୟ ନମଃ ମ-ନ୍ତ୍ର ଜପ କରନ୍ତୁ। ଏହାସହିତ ଓଁ ପ୍ରାଂ ପ୍ରାହ୍ ଶନିଶ୍ଚରାୟ ନମଃ ମ-ନ୍ତ୍ର ଜପ କରନ୍ତୁ। ଏହାସହିତ ଗୁଡ଼ ଏବଂ ଚଣାରୁ ତିଆରି କିଛି ଜିନିଷ କରନ୍ତୁ। ଶନିବାର ଦିନ ସୋରିଷ ତେଲର ଗୋଟେ ପାତ୍ରରେ ତେଲ ରଖନ୍ତୁ ଏବଂ ଏହି ତେଲକୁ ଆପଣ ଦାନ କରି ପାରିବେ। ଦେଖିବେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button