ଜୀବନଶୈଳୀ

ନୂଆ ବାହା ହୋଇଥିବା ବୋହୂ କାହିଁକି ଉଠି ପାରନ୍ତିନି ସକାଳୁ? କାରଣ ଜାଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

ଆପଣ ଜାଣନ୍ତି ନୂଆ ନୂଆ ବାହା ହୋଇଥିବା ବୋହୂମାନେ ସତରେ ସକାଳୁ ଉଠି ପାରନ୍ତି ନାହିଁ। ଯେମିତି କି ଆମେ ପ୍ରଥମରୁ କହିଛୁ ଯେ, ଆପଣ ଯେଉଁ କାରଣ ପାଈଁ ଭାବିଛନ୍ତି ପ୍ରକୃତରେ ସେୟା ମୁଖ୍ୟ କାରଣ ନୁହଁ। ଅନେକ କାରଣ ମଧ୍ୟରେ କିନ୍ତୁ ଏହା ଏକ କାରଣ ସତ କିନ୍ତୁ ଶୀର୍ଷକ କୁ ନେଇ ଯଦି ଆପଣ ଭାବୁଥିବେ ତେବେ ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ। ଆଛା ଆପଣ କହିବେ ତାହେଲେ କେଉଁ କାରଣରୁ ନୂଆ ବୋହୂମାନେ ସକାଳୁ ସକାଳୁ ଉଠି ପାରନ୍ତି ନାହିଁ। ଆଜି ଆମେ ସେହି ସମ୍ପର୍କରେ ହିଁ ଆଲୋଚନା କରିବା ।

ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ସବିତା ଭାଉଜଙ୍କ ସହଯୋଗ ଲୋଡ଼ିଥିଲୁ, ଭାଉଜଙ୍କ କହିବା ଅନୁସାରେ…

୧. ନୂଆ ନୂଆ ବାହା ହୋଇଥିବା କାରଣରୁ ଶୋଇବା ବିଳମ୍ବ ହୋଇଥାଏ
୨.ଘରକାମ ସରିବା ବେଳକୁ ବିଳମ୍ବ ହୋଇଥାଏ
୩. ଘରକାମ ସରିବା ସହ ଘର ଲକ୍ କରିବା, ଲାଇଟ୍ ସବୁ ଅଫ କରିବା ଏବଂ ବାସନ କୁସନ ସବୁ ଠିକ ଠାକ୍ ସ୍ଥାନରେ ରଖିବା ବେଳକୁ ସମୟ ହୋଇ ଯାଇଥାଏ
୪. ଘର କାମ ସରିବା ପରେ ଶାଶୁ ଓ ଶ୍ଵଶୁରଙ୍କ ସେବା କରିବା
୫. ଶାଶୂଙ୍କ ପାଦରେ ତେଲ ମାଲିଶ୍ କରିବା ଏବଂ ଶଶୁରଙ୍କୁ ଠିକଣା ଟାଇମ୍ ରେ ମେଡିସିନ ଦେବାକୁ ବି ପଡ଼ିଥାଏ
୬. ଯା ଏବଂ ପୁତୁରା ଝିଆରୀକୁ ସେମାନଙ୍କ ପାଠ ପଢ଼ାରେ ହେଲ୍ପ କରିବାକୁ ବିବନୁଆ ବୋହୂଙ୍କୁ ପଡ଼ିଥାଏ
୭. ଶେଷରେ ସ୍ଵାମୀଙ୍କ ପାଖକୁ ଆସିବାର ସମୟ
୮. ସ୍ଵାମୀଙ୍କ ପାଖକୁ ଆସିଲେ ପ୍ରଥମେ ସେ ବ୍ୟସ୍ତ ଥିବା ଏବଂ ଅଫିସ କାମ ଘରେ କରୁଥିବା ଯୋଗୁଁ ତାଙ୍କୁ ଅଟକାଇବା ଲାଗି ମନାଇବା
୯. ସ୍ବାମୀଙ୍କୁ ଗରମ ଗରମ କ୍ଷୀର ପିଇବାକୁ କହି ରାଜି କରାଇବା ସହ ପିଆଇବାକୁ ବି ପଡ଼ିବ
୧୦. ସ୍ଵାମୀଙ୍କ ସହ ମିଶିକି କ୍ଷୀର ପିଇବା ପରେ ଖଟରେ ପୁଣି ଅଧ ରାତିରେ ଖଟଣି ଖଟିବାକୁ ବି ପଡ଼ିଥାଏ, ଭୋର ସମୟରେ ଯଦି ପୁଣି ଖଟଣି ଖଟିବାକୁ ପଡ଼େ ତେବେ କଥା ସରିଲା…

ଏବେ ଆପଣ କୁହନ୍ତୁ ଏମିତି ଯଦି ଚାଲିବ ତେବେ କେଉଁ ନୂଆ ବୋହୂ ସକାଳୁ ଠିକଣା ସମୟରେ ଉଠିବ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button