ମନୋରଞ୍ଜନ

ପୁରୁଷମାନେ ପ୍ରତିଦିନ ଓ ମହିଳା ମାନେ ବର୍ଷରେ ଥରେ କେବଳ ପିନ୍ଧିଥାନ୍ତି, ତାହା କଣ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବୁ। ଯାହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ବୃଦ୍ଧି କରି ପାରିବେ ତେବେ ଆସନ୍ତୁ ଜାଣିନେବା ସେହି କିଛି ପ୍ରଶ୍ନ ଉତ୍ତର ବିଷୟରେ।

୧- ନାସା ର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର: ୱାସିଂଟନ

୨- ଭାରତର ବୃହତ୍ତମ ପ୍ଲାନେଟରୀୟମ କେଉଁଠି?
ଉତ୍ତର: ବିର୍ଲା ପ୍ଲାନେଟରୀୟମ କଲିକତା

୩- ଭାରତ ର ପ୍ରଥମ ନିୟୁକ୍ଲିୟର ପାୱାର ପ୍ଲାଣ୍ଟ କେଉଁଠି?
ଉତ୍ତର: ତାରାପୁର, ମହାରାଷ୍ଟ୍ର

୪- ଲୀଳାବତୀ ପୁସ୍ତକ କେଉଁ ବିଷୟ ସହ ସମ୍ବଧିତ?
ଉତ୍ତର: ଗଣିତ

୫- କ୍ରିକେଟ ରେ ଭୂମିଠାରୁ ଷ୍ଟମ୍ପ ର ଉଚ୍ଚତା କେତେ?
ଉତ୍ତର: ୨୮ ଇଂଚ

୬- ଫୁଟବଲ ଖେଳ ରେ ଗୋଲ ପୋଷ୍ଟର ଦୁଇ ଖୁଣ୍ଟ ମଧ୍ୟରେ ଦୂରତା କେତେ?
ଉତ୍ତର: ୭.୩୨ ମିଟର

୭- ବିଶ୍ଵ ର ଦ୍ଵିତୀୟ ଏବଂ ଭାରତର ପ୍ରଥମ ଟେଷ୍ଟଟିୟୁବ ବେବି ଦୁର୍ଗା ର ସ୍ରଷ୍ଟା କିଏ?
ଉତ୍ତର: ସୁଭାଷ ମୁଖପାଧ୍ୟାୟ

୮- କିଏ ଜାତୀୟ କଂଗ୍ରେସ ର ମୁଖ୍ୟ ପ୍ରତିଷ୍ଠାତା ରୂପେ ପରିଚିତ?
ଉତ୍ତର: ଆଲାନ ଆକ୍ଟିଭିଆନ ହ୍ୟୁମ

୯- ୧୭୮୦ ମସିହାରେ କିଏ ଭାରତର ପ୍ରଥମ ଇଂରାଜୀ ଖବର କାଗଜ ବେଙ୍ଗଲ ଗାଜେଟ ପ୍ରକାଶକ ଥିଲେ?
ଉତ୍ତର: ଜେମ୍ସ ଅଗଷ୍ଟସ୍ ହିକି

୧୦- ରାଜସ୍ଥାନ ର କେଉଁ ସିଟି କୁ ହାଇଟ ସିଟି କୁହାଯାଏ।
ଉତ୍ତର: ଉଦୟ ପୁର

୧୧- ରାମାୟଣ ରେ କାହାର ପ୍ରେରଣା ରେ କୋଇକେୟୀ ରାମଚନ୍ଦ୍ର ଙ୍କୁ ବନବାସ ପଠାଇ ଥିଲେ।
ଉତ୍ତର: ମଁଥରା

୧୨- ମହାଭାରତ ରେ କୌରବ ଙ୍କ ର ୧୦୦ ଭାଇ ଙ୍କ ଗୋଟିଏ ଭଉଣୀ ର ନାମ କଣ?
ଉତ୍ତର: ଦୃଶଲା

୧୩- ୨୦୨୧ ମସିହାରେ ଟୋକିଓ ର ପାରାଲଅଲମ୍ପିକ ରେ କୃଷ୍ଣ ନଗର ବ୍ୟାଡମିଣ୍ଟନ ରେ କେଉଁ ମେଡାଲ ହାସଲ କରିଥିଲେ।
ଉତ୍ତର : ଗୋଲଡ଼

୧୪-୨୦୨୧ ମସିହାରେ ଟୋକିଓ ର ପାରାଲଅଲମ୍ପିକ ରେ ସୁହାସ ୟାଥିରାଜ ବ୍ୟାଡମିଣ୍ଟନ ରେ କେଉଁ ମେଡାଲ ହାସଲ କରିଥିଲେ।
ଉତ୍ତର: ସିଲଭର

୧୫- ୨୦୨୧ ମସିହାରେ ଟୋକିଓ ର ପାରାଲଅଲମ୍ପିକ ରେ ମନୋଜ ସରକାର ବ୍ୟାଡମିଣ୍ଟନ ରେ କେଉଁ ମେଡାଲ ହାସଲ କରିଛନ୍ତି।
ଉତ୍ତର: ବ୍ରୋଞ୍ଚ

୧୬. ପୁରୁଷମାନେ ପ୍ରତିଦିନ ଓ ମହିଳା ମାନେ ବର୍ଷରେ ଥରେ କେବଳ ପିନ୍ଧିଥାନ୍ତି, ତାହା କଣ ?

ଉତ୍ତର – ପଇତା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button