ଜୀବନରେ ହାରିଯିବା ପୂର୍ବରୁ ଏହାକୁ ଥରେ ନିଶ୍ଚୟ ଶୁଣନ୍ତୁ : Never Give Up
ଆପଣ ମାନେ ଯଦି ନିଜକୁ ସଫଳ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଚେଷ୍ଟା କରି ଚାଳନ୍ତୁ । ଆଜି ଆମେ କହିବା କି ଏକ କାହାଣୀ ଏକ ମୂର୍ତ୍ତିକାର ଯିଏ କି ନିଜ ଦକ୍ଷତା ଓ ବାରମ୍ବାର ଚେଷ୍ଟା ଦ୍ଵାରା ଆପଣ ନିଜ ସଫଳତା କୁ ପାଇବେ । ଦକ୍ଷତା ଓ କୌଶଳ ଠାରୁ ଭଲ ହୋଇଥାଏ ଧାର୍ଯ୍ୟ ଶକ୍ତି ଓ ଆତ୍ମବିଶ୍ବାଶ । ଆଜି ଯେଉଁ କାହାଣୀ କହିବା ପାଇ ଆମେ ଯାଉଛୁ ଏହା ଏକ ସାଧାରଣ କରିଗରର କାହାଣୀ ।
ଏକ ଦେଶରେ ଏକ ରାଜା ଥିଲେ ସେ ବହୁତ ଭଲ ବ୍ୟବହାର କରୁଥିଲେ ନିଜ ଦେଶର ରହୁଥିବା ଓ ବାହାରୁ ଆସୁଥିବା ସବୁ ବ୍ୟକ୍ତି ମାନଙ୍କ ସମ୍ମାନ କରୁଥିଲେ । ଏକ ଦିନ ଜଣେ ବିଦେଶୀ କାରିଗର ଏହି ରାଜ୍ୟକୁ ଆସିଥିଲେ । ସେ କିଛି ଦିନ ରହିବା ପରେ ଯିବା ସମୟରେ ରାଜାଙ୍କୁ ଏକ ପଥର ଦେଇକି ଗଲେ ଓ କହିଲେ ଏହା ମଧ୍ୟରୁ ଯଦି ଆପଣ କିଛି ଭି ବନାଇବେ ତେବେ ଏହା ବହୁତ ସୁନ୍ଦର ଲାଗିବ ।
ଏହା ପରେ ରାଜା ଏକ ମଉକା ଦେବା କଥା ଚିନ୍ତା କରିକି ତାକୁ ଅନୁମତି ଦେଲେ ଏହା ପରେ ରାଜା ଙ୍କ ଅନୁମତି ରେ ସେ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଲେ । କିଛି ସମୟ ଗଲା ପରେ ସେ ଏକ ସୁନ୍ଦର ମୂର୍ତ୍ତି ନିର୍ମାଣ କରିକି ଆଣିଲେ । ଏହା ଦେଖିକି ସବୁ ଆଶ୍ଚର୍ଯ୍ୟ ହୋଇଗଲେ ।
ରାଜା ସେହି ସମୟରେ ବୁଝି ଯାଇଥିଲେ କି ଦକ୍ଷତା, ଅଭିଜ୍ଞତା ଦ୍ଵାରା ମଣିଷ ସବୁ କାମ କରି ପାରିବ କିନ୍ତୁ ଯଦି ଆପଣଙ୍କ ପାଖରେ ଧର୍ଯ୍ୟ ନାଇ ତେବେ ଆପଣ ସଫଳତା ପାଇ ପରିବେନି । ଆପଣଙ୍କୁ ଆଉ ଏକ ଉଦାହରଣ ଆମେ ଦେବା ପାଇଁ ଚାହିଁବୁ । ସେ ହେଉଛନ୍ତି ମହାନ ବିଜ୍ଞାନ ଥୋମାସ ଅରଲ୍ବର୍ଟ 9999 ଥର ଅସଫଳ ହେବା ପରେ ଇଲେଟ୍ରିକ ବଲ୍ବ ର ଆବିଷ୍କାର କରିଥିଲେ ।