ଜୀବନଶୈଳୀ

ଆପଣ ନିଦରେ ଶୋଇବା ପରେ ଆପଣଙ୍କ ସହ କଣ ହୋଇଥାଏ ? କଣ ଆପଣ ଜାଣିଛନ୍ତି

ମଣିଷ ହେଉ ବା ପଶୁ ସବୁ ଜୀବନକୁ ନିଦ ଆସିଥାଏ ଏବଂ ସମସ୍ତଙ୍କୁ ଶୋଇବା ଦରକାର । କଣ ଆପଣ ଜାଣିଛନ୍ତି ଯେ ଶୋଇବା ଅବସ୍ତାରେ ଆମେ ପାରାଳାଇଜ ହୋଇଥାଉ କେବଳ ସେତିକି ସମୟ ପାଇଁ ଯେତେ ସମୟ ଆମେ ନିଦରେ ସୋଇଥାଉ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ କିନ୍ତୁ ସମସ୍ତେ ଜାଣି ନଥିବେ, ଶୋଇବା ବେଳେ ଆମ ଶରୀର ସବୁ ଅଙ୍ଗ ଆରାମ କରିଥାଏ ଏବଂ ଋଚାର୍ଜ ହୋଇଥାଏ ଯେମିତି ଆମେ ଆମ ସ୍ମାର୍ଟଫୋନ ଋଚାର୍ଜ କରିଥାଉ ଠିକ ସେମିତି ସୋଇଲେ ଆମ ଶରୀର ଋଚାର୍ଜ ହୋଇଥାଏ ।

Image Courtesy: Google

୧. ପାରାଲାଇଜ :

ଆପଣ କେବେ ପାରାଲାଇଜ ଲୋକଙ୍କୁ ଦେଖିଛନ୍ତି ସେ ତାଙ୍କ ପାରାଲାଇଜ ଅଙ୍ଗ ହଲେଇ ପାରନ୍ତି ନାହିଁ, ଠିକ ସେମିତି ଆପଣ ଆମେ ସାମାନ୍ଯ ହେଲେ ମଧ୍ୟ ଶୋଇଲା ବେଳେ ପାରାଲାଇଜ ହୋଇଥାଉ ଯେତେବେଳେ ଆମେ ନିଦରେ ଥାଉ ଆମ ଶରୀର ହଲଚଲ କରି ନଥାଏ ଯେଉଁ ପର୍ଯ୍ୟନ୍ତ ଆମ ନିଦ ଭାଙ୍ଗେ ନାହିଁ ସେ ପର୍ଯ୍ୟନ୍ତ ଆମ ଶରୀର ପାରାଲାଇଜ ପଡି ରହିଥାଏ, ତେବେ ଡରିବାର କିଛି ନାହିଁ ଏହା ସମସ୍ତଙ୍କ ସହ ହୋଇଥାଏ ।

Image Courtesy: Google

୨. ଆଖି :

ଆମକୁ ଏହା ଲାଗିଥାଏ ଯେ ଶୋଇଲା ବେଳେ ଆମ ଆଖି ସ୍ଥିର ରହିଥାଏ କିନ୍ତୁ ଏହା ସତ ନୁହ ଆମେ ଶୋଇଲା ପରେ ମଧ୍ୟ ଆଖି ସ୍ଥିର ହୋଇ ଗୋଟେ ଜାଗାରେ ରୁହେ ନାହିଁ ଆମ ଆଖି ହାଲ୍କା ଏପଟ ସେପଟ ହେଉଥାଏ, ଏହା କୌଣସି ବଡ କଥା ନୁହ ଏହା ସମସ୍ତଙ୍କ ସହ ହୋଇଥାଏ ।

୩. HGH:

ଏହାର ଅର୍ଥ ହ୍ୟୁମନ ଗ୍ରୋଥ ହର୍ମୋନ ଏହା ଗୋଟେ ମହତ୍ଵ ପୂର୍ଣ ହର୍ମୋନ ଅଟେ ଯାହା ଅନୁଯାଇ ଏହା ଜଣା ପଡିଥାଏ ଯେ ଆପଣଙ୍କ ଓଜନ ଆପଣ କେବେ ବଡ ହୋଇବେ ଏବଂ ବଡ ହୋଇ କେଉଁ ଭଳି ଦେଖା ଯିବେ ଏହା ସବୁ ଏଚଜିଏଚ ଉପରେ ନିର୍ଭର କରିଥାଏ ଏବଂ ବୈଜ୍ଞାନିକଙ୍କ କହିବା ଅନୁଯାଇ ଏଚଜିଏଚ ଶୋଇଲା ବେଳେ ସଠିକ ଭାବରେ ଶରୀରରେ କାମ କରିଥାଏ ସେଥିପାଇଁ ଦରକାର ଅନୁଯାଇ ଶୋଇବା ଉଚିତ ।

Image Courtesy: Google

୪. ନିଶ୍ଵାସ :

ଯେତେବେଳେ କୌଣସି ମଣିଷ ସୋଇଥାଏ ସେତେବେଳେ ସେ ସାମାନ୍ଯ ଠାରୁ କମ ନିଶ୍ଵାସ ଗ୍ରହଣ କରିଥାଏ ସେହି ସମୟରେ ବେକ ମଧ୍ୟ ଆରାମ କରିଥାଏ ଏବଂ ଶରୀର ନିଜ କାମ କରିଥାଏ ତେବେ ଅତି କମ ନିଶ୍ଵାସ ଗ୍ରହଣ କରିବା ଦ୍ଵାରା ଘୁଙ୍ଘୁଡି ଆସିଥାଏ ତେବେ ଘର ପରିବାରରେ ଏମିତି ଜଣେ କେହି ହୋଇଥାଏ ଯିଏ ଘୁଙ୍ଘୁଡି ମାରିଥାଏ । ତେବେ ଏହା କୌଣସି ବଡ କଥା ନୁହ ପ୍ରାୟତଃ ବହୁତ ଲୋକ ଘୁଙ୍ଘୁଡି ମାରନ୍ତି ଏବଂ ଏହା କୌଣସି ପ୍ରକାର ଚିନ୍ତା ବିଷୟ ନୁହ ଏହା ଆମ ଶରୀର ପାଇଁ ସାମାନ୍ଯ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button