ମନୋରଞ୍ଜନ

ମାଉସୀଙ୍କ ଧୁମଧାମ ରେ Holi ଖେଳିଲେ ସୁପର ଷ୍ଟାର Babushan Mohanty, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଉସୀ ମାନଙ୍କ ସହ ଖୁସି ମନରେ ପାଳନ କରିଲେ ରଙ୍ଗର ପର୍ବ ହୋଲି ! ହଁ ବନ୍ଧୁଗଣ ସୁପରଷ୍ଟାର ବାବୁଶାନ ଆଜି ନିଜ ଘର ପାଖ ପଡୋଶୀ ମାଉସୀ ମାନଙ୍କ ସହ ହୋଲି ଖେଳିଛନ୍ତି । ଆଜି ହେଉଛି ରଙ୍ଗର ବହୁତ ବଡ ଏକ ପର୍ବ । ଯାହାକୁ ଆମେ ହୋଲି ବୋଲି କହିଥାଉ । ତେବେ ବର୍ଷକୁ ଥରେ ଯେତେବେଳେ ଏହି ହୋଲି ଆସିଯାଇଥାଏ । ସମସ୍ତେ ନିଜର ଜଞ୍ଜାଳମୟ ଜୀବନକୁ ଆଉ ଥରେ ନୂଆ କରି ରଙ୍ଗ ଭରି ଦେବା ପାଇଁ ଚାହିଁଥାନ୍ତି ।

ତେଣୁ ମିଳିମିଶି ନିଜ ପରିବାରବର୍ଗ ଓ ସାଙ୍ଗସାଥି ମାନଙ୍କ ସହ ହୋଲି ଖେଳିଥାନ୍ତି । ତେବେ ବଡ ବଡ ଷ୍ଟାରମାନେ ବଡ ବଡ ମଞ୍ଚରେ ବହୁତ ଆଡମ୍ବର ସହକାରେ ହୋଲି ପର୍ବକୁ ଏଞ୍ଜୟ କରୁଥିବା ସମୟରେ ଜଣେ ଏତେ ବଡ କଳାକାର ହୋଇ ଗୋଟିଏ ସାଧାରଣ ମନ ନେଇ ବାବୁଶାନଙ୍କର ମାଉସୀ ମା’ ମାନଙ୍କ ସହ ହୋଲି ଖେଳିବା ଦ୍ରୁଶ୍ଯଟି ବହୁ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ଯିଏ ଦେଖୁଛି ।

ସିଏ କହୁଛି ସତରେ ବାବୁଶାନ ଅଭିନୟରେ ଯେତିକି ଭଲ ଜଣେ ମଣିଷ ହିସାବରେ ମଧ୍ୟ ସେତିକି ଭଲ । କାରଣ ଏତେ ବଡ ଷ୍ଟାର ହୋଇ ସୁଦ୍ଧା ତାଙ୍କ ବାବୁଙ୍କ ମନରେ ଟିକେ ମଧ୍ୟ ଗର୍ବଭାବନା ଦେଖିବାକୁ ମିଳେନାହିଁ । କିଛି ଦିନ ତଳେ ବାବୁଶାନ ନିଜର ପାରିବାରିକ କଳହକୁ ନେଇ ବିବାଦ ଘେରକୁ ଆସିଯାଇଥିଲେ । ତେବେ ବହୁତ ଶୀଘ୍ର ମଧ୍ୟ ସେଥିରୁ ମୁକୁଳି ନିଜ ଅଭିନୟ କ୍ଯାରିଅର ଉପରେ ପୁଣି ଥରେ ଫୋକୋଷ କରିଥିଲେ ସୁପରଷ୍ଟାର ବାବୁଶାନ ।

ତେବେ ଅଭିନେତା ବାବୁଶାନଙ୍କର ଦମନ ଚଳଚିତ୍ର ସୁପରଡୁପର ହିଟ୍ ହେବା ପରେ ପୁଣି ଥରେ ଅଭିନେତା ତଥା ହିରୋ ବାବୁଶାନ ମହାନ୍ତି ଚର୍ଚାକୁ ଆସିଯାଇଥିଲେ । ତେବେ ଖାଲି ଓଡିଶାବାସୀ କାହିଁକି ଓଡିଶା ବାହାରେ ମଧ୍ୟ ଦମନ ମୁଭିକୁ ବହୁ ସଂଖ୍ୟକ ଭଲ ପାଇବା ମିଳିପାରିଥିଲା ।

ତେବେ ଏହାରି ମଧ୍ୟରେ ହୋଲି ପର୍ବକୁ ମଧ୍ୟ ବାବୁଶାନ ଖୁସି ଖୁସି ମନରେ ମାଉସୀ ମା’ ମାନଙ୍କ ସହ ଏଞ୍ଜୟ କରି ରଙ୍ଗ ଖେଳିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button