ରାଶିଫଳ

୯୬ ଘଣ୍ଟା ମଧ୍ୟରେ ଏହି ୪ଟି ରାଶିଙ୍କ ଉପରେ ହେବ ଧନର ବର୍ଷା, ମା ଲକ୍ଷ୍ମୀଙ୍କ ହୋଇଛନ୍ତି ପ୍ରସନ୍ନ

ଆଜି ଆମେ ଆପଣଙ୍କୁ ଏମିତିକା ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭାଗ୍ୟ ହଟାତ ଉଜ୍ଵଳ ହୋଇଯାଇଛି କାହିଁକିନା ଆସନ୍ତା ୯୬ ଘଣ୍ଟା ରେ କୋଟି ଧନ ପ୍ରାପ୍ତ କରିବେ କାହିଁକିନା ମା ଲକ୍ଷ୍ମୀଙ୍କ ଅସିମ କୃପା ହବ । ତେବେ ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବିନା ମାତା ଲକ୍ଷ୍ମୀଙ୍କ କୃପା ରେ କୌଣସି ମଣିଷ ଦରିଦ୍ରତା ବା ସମସ୍ଯା ଠାରୁ ମୁକ୍ତ ହୋଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀ କାହା ଉପରେ ହୋଇଛନ୍ତି ପ୍ରସନ୍ନ ।

Image Courtesy: Google

ତେବେ ଏହି ୪ଟି ରାଶିଙ୍କ ନାମ ସିଂହ, ଧନୁ, କନ୍ୟା ଏବଂ ମୀନ ରାଶି ଅଟେ :

ଆପଣ ବହୁତ ସମୟ ଧରି ଯୋଗାଡ କରୁଛନ୍ତି ଏହା ଦ୍ଵାରା ଆପଣଙ୍କ ଅସୁବିଧା ଦୂର ହୋଇବ, ଲୋକ କାରୋବାର ବା ବ୍ୟବସାୟ ରେ ଆଜି ଶୀଘ୍ର ଉନ୍ନତି କରିବେ,କିଛି ଦିନ ଆଗରୁ ହୋଇ ଥିବା କାପ୍ତ ହୋଇବ,ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି । କିଛି ଭଲ କାମ ପାଇଁ ଦାନ ମଧ୍ୟ କରନ୍ତୁ, ବ୍ୟବସାରେ ଲାଭ ପାଇଁ ମନ ପ୍ରଶାନ ରହିବ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।

Image Courtesy: Google

ପାରିବାରିକ ପ୍ରତିଷ୍ଠା ଓ ମାନ ସମ୍ମାନ ରେ ବୃଦ୍ଧି ହବ, ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ବହୁତ ବ୍ୟସ୍ତ ରହିବେ, ପରିବାର ରେ ଅସୁବିଧା ଆସି ପାରେ ସାବଧାନ ହୋଇ ଚଳିବେ । ଅଫିସ ଲୋକଙ୍କ ସହ ଭଲ ସମ୍ପର୍କ ବନେଇ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।

Image Courtesy: Google

ଆପଣଙ୍କ ଦ୍ଵାରା କରା ଯାଇ ଥିବା ଚାକିରି ପାଇଁ ପ୍ରୟାସ ଫଳ ଆଜି ସମୟ ଆସି ଯାଇଛି, କାମ ପାଇଁ ଲମ୍ବା ଯାତ୍ରା କରିବାକୁ ପଡି ପାରେ, ଆଜି ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ଆପଣ ଦେଖା କରି ପାରିବେ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button