ଦେଶ ବିଦେଶ

Gold Rate: ୧୩୦୦ ଟଙ୍କା କମିଲା ସୁନା ଦର

Gold Rate In India: ଭାରତରେ ସୁନା ଦର କ୍ରମାଗତ ଭାବରେ କମିବାରେ ଲାଗିଛି । ସେହିପରି ରୂପା ଦର ମଧ୍ୟ ହ୍ରାସ୍ ପାଉଛି । ଆଜି ଗୁରୁବାର, 14 ନଭେମ୍ବର ଦିନ ସୁନା ଶସ୍ତା ହୋଇଛି । ଦୀପାବଳି ପରେ ଲଗାତାର ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 80 ହଜାରରୁ 10 ଗ୍ରାମକୁ ବର୍ତ୍ତମାନ 76 ହଜାର ଟଙ୍କାରେ ପହଞ୍ଚିଛି ।

ସେହିପରି 22 ସୁନା ଦର 10 ଗ୍ରାମକୁ କ୍ୟାରେଟ୍ ପ୍ରାୟ 70 ହଜାର ରହିଛି ।

ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 76 ହଜାରରୁ ଅଧିକ ରହିଛି ଏବଂ 22 କ୍ୟାରେଟ୍ ସୁନା ଦର 70 ହଜାରରୁ ଅଧିକ ରହିଛି।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 76 ହଜାର 990 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 70,590 ଟଙ୍କା ।

ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ପ୍ରତି 76,840 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 70,440 ଟଙ୍କା ରହିଛି ।

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,440 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 76,840 ଟଙ୍କା ରହିଛି ।

ଚେନ୍ନାଇ ସୁନା ମୂଲ୍ୟ : ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,440 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 76,840 ଟଙ୍କା ରହିଛି ।

ହାଇଦ୍ରାବାଦ ସୁନା ଦର: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,440 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 76,840 ଟଙ୍କା ରହିଛି ।

ଗୁରୁଗ୍ରାମ ସୁନା ଦର: ଗୁରୁଗ୍ରାମରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,590 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 76,990 ଟଙ୍କା ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button