ଦେଶ ବିଦେଶ

ରାତି ହେବା ମାତ୍ରେ ଶ୍ମଶାନରେ ପହଞ୍ଚି ଯାଏ ଏହି ଝିଅଟି, କାରଣ ଜାଣି ଆପଣଙ୍କୁ ହେବ ନାହିଁ ବିଶ୍ଵାସ

ଆଜି ଆମେ ଆପଣଙ୍କୁ ହାଇଦ୍ରାବାଦର ଶୃତି ରେଡ୍ଡୀଙ୍କ ବିଷୟରେ କହିବୁ ଯାହାର ବିଜିନେସ ଆଇଡିଆ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହେଉଛି । ଆପଣଙ୍କୁ କହି ଦେଉଛୁ କି ଏହି ବିଜିନେସ ଆଇଡିଆ ପାଇଁ ଶୃତି ନିଜର ସଫ୍ଟୱେୟାର ଦେବଲପର ଭଳି ଚାକିରି ବି ଛାଡି ଦେଲା ।

 

ଲୋକମାନେ ଏହି ଆଇଡିଆ କୁ କହିଲେ ପାଗଳାମି

ଶୃତି ବର୍ତ୍ତମାନ ଗୋଟିଏ ବିଜିନେସ ଆରମ୍ଭ କରିଛନ୍ତି । ତାଙ୍କର ଏହି ଆଇଡିଆ ପାଇଁ ଲୋକ ତାଙ୍କର ଆଲୋଚନା ବି କରୁଛନ୍ତି । କିନ୍ତୁ ଏତେ ସବୁ ଶୁଣିବା ପରେ ସେ ତା’ର କାମ କରିବାର ଇଚ୍ଛାକୁ କମ ହେବାକୁ ଦେଲା ନାହିଁ ।

 

ଖୋଲିଲା ‘ଫ୍ୟୁନରଲ ପ୍ଲାନିଙ୍ଗ’ ର କମ୍ପାନୀ

କିଛି ବର୍ଷ ପୂର୍ବେ ଶୃତି ର ଜେଜେବାପାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ଅନ୍ତିମ ଯାତ୍ରା ସମୟରେ ତାଙ୍କ ପରିବାରକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏମିତି କି ଅନ୍ତିମ ସଂସ୍କାରରେ ଯେଉଁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହାକୁ ଯୋଗାଡ କରିବାରେ ମଧ୍ୟ ବହୁତ କଷ୍ଟ ହୋଇଥିଲା । ଜେଜେବାପାଙ୍କ ଅନ୍ତିମ ସଂସ୍କାରରେ ଆସିଥିବା ଏତେ ବାଧାକୁ ଦେଖି ଶୃତି ନିଶ୍ଚୟ କରିଲା କି କିଛି ଏମିତି କରିବା ଆବଶ୍ୟକ ଯାହା ଦ୍ଵାରା କାହାର ଅନ୍ତିମ ସଂସ୍କାରରେ କୌଣସି ବାଧା ନ ଆସିବ ।

 

ଅନ୍ତିମ ସଂସ୍କାରରେ ଆବଶ୍ୟକ ହେଉଥିବା ସବୁ ସାମଗ୍ରୀ ତାଙ୍କୁ ସହଜରେ ମିଳିଯିବ । ବାସ ପୁଣି କଣ ଥିଲା, ଶୃତି ମରିଯାଇଥିବା ଲୋକଙ୍କ ଫ୍ୟୁନରଲ ପ୍ଳାନ କରିବା ପାଇଁ ଏକ କମ୍ପାନୀର ନିର୍ମାଣ କଲା । ପ୍ରଥମେ ତ ଲୋକ ଏହି ଆଇଡିଆକୁ ବହୁତ ଆଲୋଚନା କରୁଥିଲେ, ଏମିତି କି ତାର ପ୍ଯାରେଣ୍ଟସ ତା ବିପକ୍ଷରେ ଥିଲେ । କିନ୍ତୁ ଧୀରେ ଧୀରେ ଲୋକଙ୍କ ସମର୍ଥନ ଶୃତିକୁ ମିଳିବା ଆରମ୍ଭ ହୋଇଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button